ଆଇପିଏଲ-୯: ଆଜି ଗୁଜରାଟ-ପୁଣେ ଲଢେଇ

ରାଜକୋଟ: ଆଇପିଏଲ୍‌-୯ର ଦୁଇ ନୂଆ ଟିମ୍‌ ଗୁଜରାଟ ଲାୟନ୍ସ ଓ ରାଇଜିଂ ପୁଣେ ସୁପରଜିଆଣ୍ଟସ୍ ମଧ୍ୟରେ ଆଜି ମୁକାବିଲା ହେବ। ଭାରତୀୟ ସମୟ ରାତି ୮ଟାରେ ରାଜକୋଟରେ ଏହି ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ପୁଣେ ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତ ସଂସ୍କରଣ ଚାମ୍ପିୟନ ମୁମ୍ବାଇକୁ ହରାଇଛି। ସେହିପରି ସୁରେଶ ରାଇନାଙ୍କ ଅଧିନାୟକତ୍ୱରେ ଗୁଜରାଟ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ହରାଇଛି। ଗୁଜରାଟ ଲାୟନ୍ସର ସମ୍ଭାବ୍ୟ ଦଳ: […]

Gujarat-Pune

Gujarat-Pune

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 06:24 AM IST

Sports

Latest News

ରାଜକୋଟ: ଆଇପିଏଲ୍‌-୯ର ଦୁଇ ନୂଆ ଟିମ୍‌ ଗୁଜରାଟ ଲାୟନ୍ସ ଓ ରାଇଜିଂ ପୁଣେ ସୁପରଜିଆଣ୍ଟସ୍ ମଧ୍ୟରେ ଆଜି ମୁକାବିଲା ହେବ। ଭାରତୀୟ ସମୟ ରାତି ୮ଟାରେ ରାଜକୋଟରେ ଏହି ମ୍ୟାଚ୍‌ ଖେଳାଯିବ।

ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ପୁଣେ ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତ ସଂସ୍କରଣ ଚାମ୍ପିୟନ ମୁମ୍ବାଇକୁ ହରାଇଛି। ସେହିପରି ସୁରେଶ ରାଇନାଙ୍କ ଅଧିନାୟକତ୍ୱରେ ଗୁଜରାଟ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ହରାଇଛି।

ଗୁଜରାଟ ଲାୟନ୍ସର ସମ୍ଭାବ୍ୟ ଦଳ: ସୁରେଶ ରାଇନା(ଅଧିନାୟକ), ଆକାଶଦୀପ୍‌ ନାଥ, ଡି.ବ୍ରାଭୋ, ପାରସ୍‌ ଡୋଗ୍ରା, ଏକଲବ୍ୟ ଦ୍ୱିବେଦୀ, ଜେମ୍ସ ଫ୍‌କନ୍‌ର, ଅରୋନ୍‌ ଫିଞ୍ଚ, ଇଶାନ୍‌ କିଶାନ୍‌, ରବୀନ୍ଦ୍ର ଜାଡେଜା, ଏସ୍‌.ଜାକାଟି, ଏସ୍‌.କୌଶିକ୍‌, ଡି.କୁଲ୍‌କର୍ଣ୍ଣୀ, ପ୍ରବୀଣ କୁମାର, ଶରବଜିତ୍‌  ଲାଡ୍ଡା, ଏ.ମିଶ୍ରା, ବି.ମକ୍କୁଲମ, ପ୍ରଦୀପ ସାଙ୍ଗୱାନ୍‌, ଜୟଦେବ ଶାହ, ଉମଙ୍ଗ ଶର୍ମା, ଡ୍ୱେନ୍‌ ସ୍ମିଥ୍‌, ଡେଲ୍‌ ଷ୍ଟେନ୍‌, ପ୍ରବୀଣ ତାମ୍ବେ ଓ ଅଣ୍ଡ୍ୟୁ ଟେ।

ରାଇଜିଂ ପୁଣେ ସୁପରଜିଆଣ୍ଟସ୍‌ ସାମ୍ଭାବ୍ୟ ଦଳ: ଏଫ୍‌ଡି ପ୍ଲେଶିସ, ଆଜିଙ୍କ୍ୟ ରାହାନେ, କେଭିନ ପିଟରସନ୍‌, ଷ୍ଟିଭେନ ସ୍ମିଥ, ମିଚେଲ୍‌ ମାର୍ସ, ଏମ୍‌ଏସ୍‌ ଧୋନୀ(ଅଧିନାୟକ), ରଜତ ଭାଟିଆ, ଆର. ଅଶ୍ୱୀନ, ଇଶାନ୍ତ ଶର୍ମା, ଆରପି ସିଂ, ଏମ୍‌ ଅଶ୍ୱୀନ, ଏ. ମୋର୍କେଲ, ସୌରଭ ତିୱାରୀ, ଇର୍ଫାନ ପଠାନ, ଅଶୋକ ଦିଣ୍ଡା, ଥିସାରା ପେରେରା, ପିଟର ହାଣ୍ଡସ୍କୋମ୍ବ, ଜେ. ସିଂ, ଏ. ଜମ୍ପା, ଅଙ୍କିତ ଶର୍ମା, ସ୍କୋଟ୍‌, ବୋଲାଣ୍ଡ, ଈଶ୍ୱର ପାଣ୍ଡେ, ଦୀପକ ଚହର, ବାବା ଅପରାଜିଥ୍‌, ଅଙ୍କୁଶ ବିନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story