ଆଇପିଏଲ୍‌ -୯: ଆଜି ପଞ୍ଜାବ-ଗୁଜରାଟ ମୁକାବିଲା

ମୋହାଲି: ଆଇପିଏଲର ନବମ ସଂସ୍କରଣର ଆଜି ତୃତୀୟ ମ୍ୟାଚ୍‌ ମୋହାଲିର ପିସିଏ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ। ଏଥିରେ ଘରୋଇ ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଭେଟିବ ନୂଆକରି ଆଇପିଏଲ୍‌ରେ ସାମିଲ୍‌ ହୋଇଥିବା ଗୁଜରାଟ ଲାୟନ୍ସ। ଏହି ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ। ଗତକାଲି ଉଭୟ ଦଳ ଦୀର୍ଘ ସମୟ ଧରି ଅଭ୍ୟାସ କରିଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବର ସମ୍ଭାବ୍ୟ ଦଳ: ଡେଭିଡ୍‌ ମିଲର (ଅଧିନାୟକ), କେ.ଅବୋଟ୍‌, ଅନୁରିତ୍‌ ସିଂହ, ଅରମାନ୍‌ ଜାଫର, ଫରାହାନ୍‌ ବେହାରିଦିଆନ୍‌, କେ.ସି ଚେରିଆପ୍ପା, […]

KXIP-vs-GL-IPL-Match-LIVE

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 02:54 AM IST

ମୋହାଲି: ଆଇପିଏଲର ନବମ ସଂସ୍କରଣର ଆଜି ତୃତୀୟ ମ୍ୟାଚ୍‌ ମୋହାଲିର ପିସିଏ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ। ଏଥିରେ ଘରୋଇ ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଭେଟିବ ନୂଆକରି ଆଇପିଏଲ୍‌ରେ ସାମିଲ୍‌ ହୋଇଥିବା ଗୁଜରାଟ ଲାୟନ୍ସ। ଏହି ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ।

ଗତକାଲି ଉଭୟ ଦଳ ଦୀର୍ଘ ସମୟ ଧରି ଅଭ୍ୟାସ କରିଛନ୍ତି।

କିଙ୍ଗ୍ସ ଏକାଦଶ ପଞ୍ଜାବର ସମ୍ଭାବ୍ୟ ଦଳ: ଡେଭିଡ୍‌ ମିଲର (ଅଧିନାୟକ), କେ.ଅବୋଟ୍‌, ଅନୁରିତ୍‌ ସିଂହ, ଅରମାନ୍‌ ଜାଫର, ଫରାହାନ୍‌ ବେହାରିଦିଆନ୍‌, କେ.ସି ଚେରିଆପ୍ପା, ଋଷି ଧାୱନ୍, ଗୁରୁକୀରତ ମନ୍‌ ସିଂହ, ମିଚେଲ ଜନସନ୍‌, ଶନ୍ ମାର୍ସ, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ନିଖିଲ୍‌ ନାଏକ୍‌, ଅକ୍ଷର ପଟେଲ, ରିଦ୍ଧିମାନ୍‌ ଶାହ, ପ୍ରଦୀପ ସାହୁ, ସନ୍ଦୀପ ଶର୍ମା, ମୋହିତ ସିଂହ, ସ୍ୱପ୍ନିଲ୍‌ ସିଂହ, ଏସ୍‌.ଠାକୁର, ମୂରଲୀ ବିଜୟ ଓ ମନନ୍‌ ଭୋରା।

ଗୁଜରାଟ ଲାୟନ୍ସର ସମ୍ଭାବ୍ୟ ଦଳ:ସୁରେଶ ରାଇନା(ଅଧିନାୟକ), ଆକାଶଦୀପ୍‌ ନାଥ, ଡି.ବ୍ରାଭୋ, ପାରସ୍‌ ଡୋଗ୍ରା, ଏକଲବ୍ୟ ଦ୍ୱିବେଦୀ, ଜେମ୍ସ ଫ୍‌କନ୍‌ର, ଅରୋନ୍‌ ଫିଞ୍ଚ, ଇଶାନ୍‌ କିଶାନ୍‌, ରବୀନ୍ଦ୍ର ଜାଡେଜା, ଏସ୍‌.ଜାକାଟି, ଏସ୍‌.କୌଶିକ୍‌, ଡି.କୁଲ୍‌କୁର୍ଣ୍ଣୀ, ପ୍ରବୀଣ କୁମାର, ଶରବଜିତ୍‌  ଲାଡ୍ଡା, ଏ.ମିଶ୍ରା, ବି.ମକ୍କୁଲମ, ପ୍ରଦୀପ ସାଙ୍ଗୱାନ୍‌, ଜୟଦେବ ଶାହ, ଉମଙ୍ଗ ଶର୍ମା, ଡ୍ୱେନ୍‌ ସ୍ମିଥ୍‌, ଡେଲ୍‌ ଷ୍ଟେନ୍‌, ପ୍ରବୀଣ ତାମ୍ବେ ଓ ଅଣ୍ଡ୍ୟୁ ଟେ।

Related story