ଆଇପିଏଲରେ ୮ ନୁହେଁ, ୧୦ ଟିମ୍ ଭାଗ ନେବେ!

ମୁମ୍ବାଇ: ବ୍ୟୟବହୁଳ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ଏଥର ୮ ବଦଳରେ ୧୦ ଟିମ୍ ଭାଗ ନେଇପାରନ୍ତି। ଅତିରିକ୍ତ ଦୁଇଟି ଟିମକୁ ସାମିଲ୍ କରିବା ପାଇଁ ବିସିସିଆଇ ଅନେକ ଚର୍ଚ୍ଚା ଚାଲିଛି। ଅହମ୍ମଦାବାଦ, ପୁନେ ଓ ରାଞ୍ଚି କିମ୍ବା ଜାମଶେଦପୁର ମଧ୍ୟରୁ ଦୁଇ ଟିମକୁ ୨୦୨୧ ଆଇପିଏଲରେ ଦେଖିବାକୁ ମିଳିପାରେ। ଅହମ୍ମଦବାଦ ପାଇଁ ଆଦାନୀ ଗ୍ରୁପ୍, ପୁନେ ପାଇଁ ଆରପିଜି-ସଞ୍ଜୀବ ଗୋଏନକା ଗ୍ରୁପ୍, ରାଞ୍ଚି କିମ୍ବା ଜାମଶେଦପୁର ମଧ୍ୟରୁ କୌଣସି ଗୋଟିଏ ଟିମ୍ ପାଇଁ ଟାଟା ଗ୍ରୁପ୍ […]

ipl

ipl

Hemant Lenka
  • Published: Sunday, 14 July 2019
  • Updated: 14 July 2019, 06:00 PM IST

Sports

Latest News

ମୁମ୍ବାଇ: ବ୍ୟୟବହୁଳ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ଏଥର ୮ ବଦଳରେ ୧୦ ଟିମ୍ ଭାଗ ନେଇପାରନ୍ତି। ଅତିରିକ୍ତ ଦୁଇଟି ଟିମକୁ ସାମିଲ୍ କରିବା ପାଇଁ ବିସିସିଆଇ ଅନେକ ଚର୍ଚ୍ଚା ଚାଲିଛି। ଅହମ୍ମଦାବାଦ, ପୁନେ ଓ ରାଞ୍ଚି କିମ୍ବା ଜାମଶେଦପୁର ମଧ୍ୟରୁ ଦୁଇ ଟିମକୁ ୨୦୨୧ ଆଇପିଏଲରେ ଦେଖିବାକୁ ମିଳିପାରେ।

ଅହମ୍ମଦବାଦ ପାଇଁ ଆଦାନୀ ଗ୍ରୁପ୍, ପୁନେ ପାଇଁ ଆରପିଜି-ସଞ୍ଜୀବ ଗୋଏନକା ଗ୍ରୁପ୍, ରାଞ୍ଚି କିମ୍ବା ଜାମଶେଦପୁର ମଧ୍ୟରୁ କୌଣସି ଗୋଟିଏ ଟିମ୍ ପାଇଁ ଟାଟା ଗ୍ରୁପ୍ ଦୌଡ଼ରେ ଅଛନ୍ତି। ସୂଚନାଯୋଗ୍ୟ, ବିସିସିଆଇ ୮ ବର୍ଷ ତଳେ ଅର୍ଥାତ୍ ୨୦୧୧ରେ ଟିମ୍ ସଂଖ୍ୟା ୧୦ କରିଥିଲା, କିନ୍ତୁ ଅନେକ ବିବାଦ ଯୋଗୁ ତିନିବର୍ଷ ପରେ ଦୁଇ ନୂଆ ଟିମକୁ ହଟାଇ ଦେଇଥିଲା।

ରିପୋର୍ଟ ଅନୁଯାୟୀ, ଦୁଇଟି ନୂଆ ଟିମ୍ ସାମିଲ୍ କରିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ସବୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉଛି। ଏବେ କେବଳ ଟେଣ୍ଡର ପ୍ରକ୍ରିୟା ଉପରେ କାର୍ଯ୍ୟ କରିବା ବାକି ରହିଲା। କିନ୍ତୁ ବିସିସିଆଇ ସାମାନ୍ୟ ଭୟଭୀତ ହୋଇପଡ଼ିଛି। କାରଣ ବିସିସିଆଇ ଚାହେଁ, ଯେପରି ୨୦୧୧ର ପୁନରାବୃତ୍ତି ନହେଉ। ଜଣେ ଅଧିକାରୀ କହିଛନ୍ତି, ସବୁ କିଛି ଠିକଠାକ୍ ଅଛି, କିନ୍ତୁ ଆମକୁ ବୁଝିବିଚାରି ପଦକ୍ଷେପ ଉଠାଇବାକୁ ପଡ଼ିବ।

ତେବେ ଆଇପିଏଲରେ ୧୦ ଟିମର ସାମିଲ୍ ହେବାକୁ ନେଇ ବର୍ତ୍ତମାନ ଟିମର ମାଲିକ ଓ ଅଧିକାରୀ କହିଛନ୍ତି, ଅଧିକ ଟିମ୍ ହେବା ଦ୍ୱାରା ଆଇପିଏଲକୁ ଫାଇଦା ମିଳିବ। ବିସିସିଆଇର ସିଇଓ ରାହୁଲ ଜୋହରି ମଧ୍ୟ ୧୦ ଟିମକୁ ନେଇ ସ୍ପଷ୍ଟ କରିଛନ୍ତି, କିନ୍ତୁ ସେ ନିକଟରେ ହୋଇଥିବା ବୈଠକ ସମ୍ବନ୍ଧରେ କିଛି କହିନାହାନ୍ତି। ଅହମ୍ମଦାବାଦରେ ମୋଟେରା ଷ୍ଟାଡିୟମ ନୂଆ ଭାବେ ପ୍ରସ୍ତୁତ ହୋଇସାରିଛି। ଏହି ନବନିର୍ମିତ ଷ୍ଟାଡିୟମରେ ଏକଲକ୍ଷ ଦର୍ଶକ ମ୍ୟାଚ୍ ଉପଯୋଗ କରିପାରିବେ । ଏଭଳି ସ୍ଥିତିରେ ଆଇପିଏଲ୍ ପାଇଁ ଏହି ସହରକୁ ଦୃଢ଼ ଦାବିଦାର କୁହାଯାଉଛି। ଆଦାନୀ ଗ୍ରୁପ୍ ୨୦୧୦ରେ ଅହମ୍ମଦାବାଦ ଫ୍ରାଞ୍ଚାଇଜି ନେବା ପାଇଁ ପ୍ରୟାସ କରିଥିଲା, କିନ୍ତୁ ଏଥିରେ ବିଫଳ ହୋଇଥିଲା।

ପୁନେ ଫ୍ରାଞ୍ଚାଇଜିକୁ ୨୦୧୧ରେ ସାହାରା ଗ୍ରୁପ୍ ହାସଲ କରିଥିଲା ଏବଂ ଟିମର ନାମ ସାହାରା ପୁନେ ୱାରିୟର୍ସ ଥିଲା। କିନ୍ତୁ ୨୦୧୩ରେ ଏହି ଟିମ୍ ହଟିଯାଇଥିଲା। ଏହା ପରେ ୨୦୧୬ରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସକୁ ଦୁଇ ବର୍ଷ ପାଇଁ ସସପେଣ୍ଡ କରାଯାଇଥିଲା। ସେତେବେଳେ ସଞ୍ଜୀବ ଗୋଏନକାଙ୍କ କମ୍ପାନୀ ଆରପିଜି ଗ୍ରୁପ୍ ରାଇଜିଂ ପୁନେ ସୁପର ଜାଏଣ୍ଟସ୍ ନାମରେ ଟିମ୍ ପ୍ରସ୍ତୁତ କରିଥିଲେ। ତାଙ୍କର ଏହି ଟିମ୍ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଥିଲା, କିନ୍ତୁ ଏବେ ଏହି ଟିମ୍ ସମ୍ପୂର୍ଣ୍ଣ ଭାବେ ଆଇପିଏଲ୍ ସହ ସମ୍ପୃକ୍ତ ହେବାକୁ ଚାହୁଁଛି। ଗୋଏନକା କିଛି ବର୍ଷ ହେବ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ସହ ଯୋଡ଼ି ହେବା ପାଇଁ ଚାହୁଁଥିଲେ, କିନ୍ତୁ ସେଠାରେ ତାଙ୍କୁ ସଫଳତା ମିଳିନଥିଲା। ଏବେ ସେ ନୂଆ ଫ୍ରାଞ୍ଚାଇଜି ପାଇଁ ବିଡ୍ ଲଗାଇବା ପାଇଁ ପ୍ରସ୍ତୁତ ଅଛନ୍ତି।

ଅନ୍ୟପକ୍ଷରେ ଟାଟା ଗ୍ରୁପ୍ ମଧ୍ୟ ଖେଳ ସହ ଜଡ଼ିତ ରହିଆସିଛି, କିନ୍ତୁ କ୍ରିକେଟଠାରୁ ଦୂରେଇ ରହିଛି। ଏହି ଗ୍ରୁପ୍ କିଛି ବର୍ଷ ତଳେ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍)ରେ ଜାମଶେଦପୁର ଫ୍ରାଞ୍ଚାଇଜି କିଣିଥିଲା। ଏବେ ରତନ ଟାଟାଙ୍କ ଗ୍ରୁପ୍ କ୍ରିକେଟ୍ ମଇଦାନକୁ ଓହ୍ଲାଇପାରେ। ଜାମଶେଦପୁର କ୍ରିକେଟ୍ ମ୍ୟାଚର ଆୟୋଜନ କରିସାରିଛି। ୨୦୦୬ରେ ଏଠାରେ ଶେଷଥର ପାଇଁ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଅନ୍ୟପକ୍ଷରେ ରାଞ୍ଚିର ନାମ ମଧ୍ୟ ସାମିଲ୍ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story