ଏପ୍ରିଲ୍ ୩୦ ପରେ ମହାରାଷ୍ଟ୍ରରୁ ସ୍ଥାନାନ୍ତର ହେବ ଆଇପିଏଲ୍ ମ୍ୟାଚ୍

ମୁମ୍ବାଇ: ମହାରାଷ୍ଟ୍ରରୁ ସ୍ଥାନାନ୍ତରଣ ହେବ ଆଇପିଏଲ୍‌ ମ୍ୟାଚ୍‌। ଏପ୍ରିଲ ୩୦ ପରେ ହେବାକୁ ଥିବା ମ୍ୟାଚ୍‌ଗୁଡିକୁ ମହାରାଷ୍ଟ୍ରରୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ବୁଧବାର ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ମେ’ମାସରେ ଫାଇନାଲକୁ ମିଶାଇ ୧୩ଟି ମ୍ୟାଚ୍‌ ମୁମ୍ବାଇ, ନାଗପୁର ଏବଂ ପୁଣେରେ ଖେଳାଯିବାର ଥିଲା। ମହାରାଷ୍ଟ୍ରର ଉତ୍କଟ ମରୁଡି ସ୍ଥିତି ଦେଖା ଦେଇ ଥିବାବେଳେ ରାଜ୍ୟରେ ଆଇପିଏଲ ମ୍ୟାଚ୍‌ ଆୟୋଜନକୁ ଚ୍ୟାଲେଞ୍ଜ୍ କରି ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। […]

bcci

bcci

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 04:48 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରୁ ସ୍ଥାନାନ୍ତରଣ ହେବ ଆଇପିଏଲ୍‌ ମ୍ୟାଚ୍‌। ଏପ୍ରିଲ ୩୦ ପରେ ହେବାକୁ ଥିବା ମ୍ୟାଚ୍‌ଗୁଡିକୁ ମହାରାଷ୍ଟ୍ରରୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ବୁଧବାର ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ମେ’ମାସରେ ଫାଇନାଲକୁ ମିଶାଇ ୧୩ଟି ମ୍ୟାଚ୍‌ ମୁମ୍ବାଇ, ନାଗପୁର ଏବଂ ପୁଣେରେ ଖେଳାଯିବାର ଥିଲା। ମହାରାଷ୍ଟ୍ରର ଉତ୍କଟ ମରୁଡି ସ୍ଥିତି ଦେଖା ଦେଇ ଥିବାବେଳେ ରାଜ୍ୟରେ ଆଇପିଏଲ ମ୍ୟାଚ୍‌ ଆୟୋଜନକୁ ଚ୍ୟାଲେଞ୍ଜ୍ କରି ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଷ୍ଟାଡିୟମ୍ ରକ୍ଷଣାବେକ୍ଷଣରେ ବିପୁଳ ପରିମାଣରେ ଜଳ ବ୍ୟବହାର ହେଉଥିବାରୁ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନକୁ ବିରୋଧ କରି କିଛି ସଂସ୍ଥା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ପୂର୍ବରୁ ହାଇକୋର୍ଟ କହିଥିଲେ ଯେ ରାଜ୍ୟରେ ଭୟଙ୍କର ଜଳ ସମସ୍ୟା ଦେଖା ଦେଇଥିବାରୁ ମହାରାଷ୍ଟ୍ରରେ ହେବାକୁ ଥିବା ଆଇପିଏଲ୍ ମ୍ୟାଚ୍ ସ୍ଥାନାନ୍ତର କରାଯିବା ଦରକାର।  ତେବେ କୋର୍ଟ ମୁମ୍ବାଇରେ ୯ ତାରିଖରେ ଉଦଘାଟନୀ ମ୍ୟାଚ୍‌ ପାଇଁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story