ରଣଜୀ ମ୍ୟାଚରେ ଆହତ ହେଲେ ଏହି ଷ୍ଟାର୍ ପେସ୍ ବୋଲର

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଟେଷ୍ଟ ଟିମ୍ ଘୋଷଣା ପୂର୍ବରୁ ଭାରତର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମାଙ୍କ ପାଦର ଗଣ୍ଠିରେ ଆଘାତ ଲାଗିଛି। ବିଦର୍ଭ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଈଶାନ୍ତଙ୍କ ଆଘାତ ଗୁରୁତର କି ନୁହେଁ, ତାହା ଜଣା ପଡ଼ିନାହିଁ। କିନ୍ତୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏବଂ ସହଯୋଗୀ ଷ୍ଟାଫଙ୍କ ସହାୟତାରେ ଷ୍ଟାଡିୟମ ବାହାରକୁ ଯାଇଥିଲେ। ବିଦର୍ଭର ଦ୍ୱିତୀୟ ଇନିଂସର ପଞ୍ଚମ ଓଭରରେ ହିଁ ଈଶାନ୍ତଙ୍କୁ ଏହି ଆଘାତ ଲାଗିଥିଲା। […]

ishant

ishant

Ranjit Kumar Jena
  • Published: Monday, 20 January 2020
  • Updated: 20 January 2020, 08:44 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଟେଷ୍ଟ ଟିମ୍ ଘୋଷଣା ପୂର୍ବରୁ ଭାରତର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମାଙ୍କ ପାଦର ଗଣ୍ଠିରେ ଆଘାତ ଲାଗିଛି। ବିଦର୍ଭ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଈଶାନ୍ତଙ୍କ ଆଘାତ ଗୁରୁତର କି ନୁହେଁ, ତାହା ଜଣା ପଡ଼ିନାହିଁ। କିନ୍ତୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏବଂ ସହଯୋଗୀ ଷ୍ଟାଫଙ୍କ ସହାୟତାରେ ଷ୍ଟାଡିୟମ ବାହାରକୁ ଯାଇଥିଲେ।

ବିଦର୍ଭର ଦ୍ୱିତୀୟ ଇନିଂସର ପଞ୍ଚମ ଓଭରରେ ହିଁ ଈଶାନ୍ତଙ୍କୁ ଏହି ଆଘାତ ଲାଗିଥିଲା। ଶର୍ଟ ବଲରେ ବିପକ୍ଷ ଦଳର କ୍ୟାପଟେନ୍ ଫୈଜ୍ ଫଜଲ ପୁଲ୍ ଶଟ୍ ଖେଳିବାକୁ ପ୍ରୟାସ କରିଥିଲେ ଏବଂ ଫଲୋ ଥ୍ରୁ'ରେ ଈଶାନ୍ତଙ୍କ ଗୋଡ଼ ଖସିଯାଇଥିଲା। ଏହା ପରେ ସେ ତୁରନ୍ତ ଚିକିତ୍ସାର ସହାୟତା ଲୋଡ଼ିଥିଲେ।

୩୧ ବର୍ଷୀୟ ଈଶାନ୍ତ ବିଦର୍ଭର ପ୍ରଥମ ଇନିଂସରେ ୪୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଈଶାନ୍ତଙ୍କର ଚୟନ ଏକପ୍ରକାର ନିଶ୍ଚିତ ଥିବାରୁ ଚଳିତ ରଣଜୀ ସିଜନରେ ତାଙ୍କର ଏହା ଶେଷ ମ୍ୟାଚ୍ ଥିଲା। ଯଦି ଆଘାତ ଗୁରୁତର ହୋଇଥାଏ, ତାହେଲେ ତାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story