ଈଶାନ୍ତ ଶର୍ମା ପୁଣି ଆହତ, ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି

କ୍ରାଇଷ୍ଟଚର୍ଚ୍ଚ: କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିପାରେ। ଟିମର ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମାଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଛି, ଯେଉଁକାରଣରୁ ସେ ଶୁକ୍ରବାର ଅଭ୍ୟାସ ସେସନରେ ଭାଗ ନେଇପାରିନଥିଲେ। ଯଦି ଈଶାନ୍ତ ଅନଫିଟ୍ ରୁହନ୍ତି, ତାହେଲେ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜର ଦ୍ୱିତୀ ତଥା ଅନ୍ତିମ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି। ଈଶାନ୍ତ ଅଭ୍ୟାସ ସେସନକୁ ଆସିଥିଲେ ହେଁ ବୋଲିଂ କରିନଥିଲେ। ଏହା ପରେ ତାଙ୍କ ଡାହାଣ ଗୋଡ଼ର ସ୍କାନ୍ କରାଇବା […]

ishant

ishant

Ranjit Kumar Jena
  • Published: Friday, 28 February 2020
  • Updated: 28 February 2020, 04:47 PM IST

Sports

Latest News

କ୍ରାଇଷ୍ଟଚର୍ଚ୍ଚ: କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିପାରେ। ଟିମର ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମାଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଛି, ଯେଉଁକାରଣରୁ ସେ ଶୁକ୍ରବାର ଅଭ୍ୟାସ ସେସନରେ ଭାଗ ନେଇପାରିନଥିଲେ। ଯଦି ଈଶାନ୍ତ ଅନଫିଟ୍ ରୁହନ୍ତି, ତାହେଲେ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜର ଦ୍ୱିତୀ ତଥା ଅନ୍ତିମ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି। ଈଶାନ୍ତ ଅଭ୍ୟାସ ସେସନକୁ ଆସିଥିଲେ ହେଁ ବୋଲିଂ କରିନଥିଲେ।

ଏହା ପରେ ତାଙ୍କ ଡାହାଣ ଗୋଡ଼ର ସ୍କାନ୍ କରାଇବା ପାଇଁ ନିଆଯାଇଥିଲା, ଯାହାର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଯଦି ଈଶାନ୍ତ ଅନଫିଟ୍ ରୁହନ୍ତି, ତାହେଲେ ତାଙ୍କ ସ୍ଥାନରେ ଉମେଶ ଯାଦବ କିମ୍ବା ନଭଦୀପ ସାଇନିଙ୍କୁ ଅନ୍ତିମ ଏକାଦଶରେ ସାମିଲ୍ କରାଇପାରେ। ତେବେ ଉମେଶଙ୍କ ଖେଳିବାର ସମ୍ଭାବନା ଅଧିକ ରହିଛି, ତାରଣ ତାଙ୍କ ପାଖରେ ୪୫ ଟେଷ୍ଟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି।

୩୧ ବର୍ଷୀୟ ଈଶାନ୍ତଙ୍କୁ ଜାନୁଆରୀରେ ରଣଜୀ ଟ୍ରଫି ମ୍ୟାଚ୍ ବେଳେ ଆଘାତ ଲାଗିଥିଲା, ଯେଉଁକାରଣରୁ ତାଙ୍କୁ ୬ ସପ୍ତାହ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଈଶାନ୍ତଙ୍କୁ ଫିଟ୍ ଘୋଷିତ କରି ତାଙ୍କୁ ଟିମରେ ସାମିଲ୍ କରାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ପ୍ରତ୍ୟାବର୍ତ୍ତନ କରି ୫ଟି ୱିକେଟ୍ ହାସଲ କରିଥିଲେ। କ୍ରାଇଷ୍ଟଚର୍ଚ୍ଚରେ ସେ ବଡ଼ ରେକର୍ଡ ଅପେକ୍ଷାରେ ଅଛନ୍ତି। ସେ ନିଜର ୩୦୦ତମ ଟେଷ୍ଟ ୱିକେଟରୁ ମାତ୍ର ତିନି ୱିକେଟ୍ ଦୂରରେ ଅଛନ୍ତି। କିନ୍ତୁ ଆହତ ସମସ୍ୟା ଦେଖି ଲାଗୁଛି ଯେ ଈଶାନ୍ତଙ୍କୁ ଏବେ ଅପେକ୍ଷା କରିବାକୁ ପଡିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story