ଟେଷ୍ଟ୍ ପ୍ରଦର୍ଶନକୁ ପ୍ରଭାବିତ କରିବନି ଟି-ଟ୍ୱେଣ୍ଟି: ଜାଡେଜା

ରାଜକୋଟ: ଟି-ଟ୍ୱେଣ୍ଟି ଫର୍ମାଟ୍‌ ଟେଷ୍ଟ୍ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଶୈଳୀକୁ ପ୍ରଭାବିତ କରିବ ବୋଲି ଆଲୋଚନା ଜାରି ରହିଥିବା ବେଳେ ଏଥିରେ ଏକମତ ହୋଇ ନାହାନ୍ତି ଭାରତୀୟ ଅଲ୍‌-ରାଉଣ୍ଡର ରବୀନ୍ଦ୍ର ଜେଡେଜା। ସେ କହିଛନ୍ତି,“ଟି-ଟ୍ୱେଣ୍ଟି ଫର୍ମାଟ୍ କୌଣସି ଖେଳାଳିଙ୍କ ଖେଳିବା ଶୈଳୀକୁ ବଦଳାଇ ପାରିବ ନାହିଁ। କାରଣ ପରିସ୍ଥିତି ଅନୁଯାୟୀ ଖେଳିବାକୁ ଖେଳାଳିମାନେ ଉତ୍ତମ ପ୍ରଶିକ୍ଷଣ ପାଇ ଥାଆନ୍ତି। ଖେଳାଳିମାନେ ଯେକୌଣସି ସ୍ଥିତିକୁ ତୁରନ୍ତ ଗ୍ରହଣ କରି ନେଇ ଥାଆନ୍ତି। ଟି-ଟ୍ୱେଣ୍ଟି ଫର୍ମାଟ୍ ଖେଳାଳିଙ୍କ ଉପରେ […]

ravindra

ravindra

Rakesh Mallick
  • Published: Friday, 15 April 2016
  • Updated: 15 April 2016, 11:06 AM IST

Sports

Latest News

ravindraରାଜକୋଟ: ଟି-ଟ୍ୱେଣ୍ଟି ଫର୍ମାଟ୍‌ ଟେଷ୍ଟ୍ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଶୈଳୀକୁ ପ୍ରଭାବିତ କରିବ ବୋଲି ଆଲୋଚନା ଜାରି ରହିଥିବା ବେଳେ ଏଥିରେ ଏକମତ ହୋଇ ନାହାନ୍ତି ଭାରତୀୟ ଅଲ୍‌-ରାଉଣ୍ଡର ରବୀନ୍ଦ୍ର ଜେଡେଜା।

ସେ କହିଛନ୍ତି,“ଟି-ଟ୍ୱେଣ୍ଟି ଫର୍ମାଟ୍ କୌଣସି ଖେଳାଳିଙ୍କ ଖେଳିବା ଶୈଳୀକୁ ବଦଳାଇ ପାରିବ ନାହିଁ। କାରଣ ପରିସ୍ଥିତି ଅନୁଯାୟୀ ଖେଳିବାକୁ ଖେଳାଳିମାନେ ଉତ୍ତମ ପ୍ରଶିକ୍ଷଣ ପାଇ ଥାଆନ୍ତି। ଖେଳାଳିମାନେ ଯେକୌଣସି ସ୍ଥିତିକୁ ତୁରନ୍ତ ଗ୍ରହଣ କରି ନେଇ ଥାଆନ୍ତି। ଟି-ଟ୍ୱେଣ୍ଟି ଫର୍ମାଟ୍ ଖେଳାଳିଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାଇବ ବୋଲି ମୁଁ ଭାବୁ ନାହିଁ।”

ଗତକାଲି ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଇଜିଂ ପୁନେ ସୁପର ଜିଆଣ୍ଟସ୍‌କୁ ଜାଡ଼େଜାଙ୍କ ଗୁଜରାଟ ଲାୟନ୍ସ ୭ ୱିକେଟ୍‌ରେ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story