ଦ୍ୱିତୀୟ ଜମ୍ମୁ ଓ କଶ୍ମୀର ଖେଳାଳି ଭାବେ ଆଇପିଏଲରେ ଡେବ୍ୟୁ କଲେ ରସିକ ସଲାମ

ମୁମ୍ବାଇ: ଡାହାଣହାତୀ ଯୁବ ପେସ ବୋଲର ରସିକ ସଲାମ ଦ୍ୱିତୀୟ ଜମ୍ମୁ ଓ କଶ୍ମୀର ଖେଳାଳିସ ଭାବେ ଆଇପିଏଲରେ ଡେବ୍ୟୁ କରିଛନ୍ତି। ୧୭ ବର୍ଷୀୟ ରସିକ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଭାରତର ପୂର୍ବତନ ପେସର ଜାହିର ଖାନ୍ ତାଙ୍କୁ ଡେବ୍ୟୁ କ୍ୟାପ ପ୍ରଦାନ କରିଛନ୍ତି। ସେ ମଧ୍ୟ ସବୁଠାରୁ କନିଷ୍ଠ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ପଦାର୍ପଣ କରିଛନ୍ତି। କୁଲଗାମ ଜିଲ୍ଲାରୁ ଆସିଥିବା […]

jk

jk

Ranjit Kumar Jena
  • Published: Sunday, 24 March 2019
  • Updated: 24 March 2019, 09:48 PM IST

Sports

Latest News

ମୁମ୍ବାଇ: ଡାହାଣହାତୀ ଯୁବ ପେସ ବୋଲର ରସିକ ସଲାମ ଦ୍ୱିତୀୟ ଜମ୍ମୁ ଓ କଶ୍ମୀର ଖେଳାଳିସ ଭାବେ ଆଇପିଏଲରେ ଡେବ୍ୟୁ କରିଛନ୍ତି। ୧୭ ବର୍ଷୀୟ ରସିକ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଭାରତର ପୂର୍ବତନ ପେସର ଜାହିର ଖାନ୍ ତାଙ୍କୁ ଡେବ୍ୟୁ କ୍ୟାପ ପ୍ରଦାନ କରିଛନ୍ତି।

ସେ ମଧ୍ୟ ସବୁଠାରୁ କନିଷ୍ଠ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ପଦାର୍ପଣ କରିଛନ୍ତି। କୁଲଗାମ ଜିଲ୍ଲାରୁ ଆସିଥିବା ଏହି ଯୁବ ବୋଲର ଜଣକୁ ୨୦ ଲକ୍ଷ ଟଙ୍କାରେ ମୁମ୍ବାଇ କିଣିଥିଲା। ଏହା ପୂର୍ବରୁ ସ୍ପିନର ପରଭେଜ ରସୁଲ ପ୍ରଥମ ଜମ୍ମୁ ଓ କଶ୍ମୀର ଖେଳାଳି ଭାବେ ଆଇପିଏଲ ଖେଳିବାକୁ ସୁଯୋଗ ପାଇଥିଲେ।

ସେ ଆଇପିଏଲରେ ଦୁଇଟି ଟିମ ଯଥା ପୁଣେ ୱାରିୟର୍ସ ଇଣ୍ଡିଆ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି। ଜମ୍ମୁ ଓ କଶ୍ମୀର ଆଉ ଜଣେ ଖେଳାଳି ମନଜୁର ଦାରଙ୍କୁ ଗତ ସଂସ୍କରଣରେ କିଙ୍ଗସ ଇଲେଭେନ ପଞ୍ଜାବ କିଣିଥିଲା, କିନ୍ତୁ ତାଙ୍କୁ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story