ମୁଣ୍ଡରେ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଯେଉଁଠି ଛକା ଓ ଚୌକାର ବର୍ଷା ହେଉଛି, ସେହିଠାରେ ଏଭଳି କିଛି ଘଟଣା ଘଟିଥାଏ, ତାହା ପ୍ରଶଂସକଙ୍କୁ ସ୍ତବ୍ଧ କରିଦିଏ। କିଛି ଏଭଳି ଖବର ଜମ୍ମୁ-କଶ୍ମୀରରୁ ଆସିଛି, ଯେଉଁଠାରେ ଏକ କ୍ରିକେଟ୍ ମ୍ୟାଚ୍ ବେଳେ ଜଣେ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗର ବାରମୁଲା ଓ ବଡ଼ଗାମ୍ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା, ଯେଉଁଥିରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡରେ ବଲ୍ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ କ୍ରିକେଟର୍ […]

cricketer

cricketer

Hemant Lenka
  • Published: Friday, 12 July 2019
  • Updated: 12 July 2019, 09:27 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଯେଉଁଠି ଛକା ଓ ଚୌକାର ବର୍ଷା ହେଉଛି, ସେହିଠାରେ ଏଭଳି କିଛି ଘଟଣା ଘଟିଥାଏ, ତାହା ପ୍ରଶଂସକଙ୍କୁ ସ୍ତବ୍ଧ କରିଦିଏ। କିଛି ଏଭଳି ଖବର ଜମ୍ମୁ-କଶ୍ମୀରରୁ ଆସିଛି, ଯେଉଁଠାରେ ଏକ କ୍ରିକେଟ୍ ମ୍ୟାଚ୍ ବେଳେ ଜଣେ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗର ବାରମୁଲା ଓ ବଡ଼ଗାମ୍ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା, ଯେଉଁଥିରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡରେ ବଲ୍ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ କ୍ରିକେଟର୍ ଜଣକ ହେଉଛନ୍ତି ୧୭ ବର୍ଷୀୟ ଜାହାଙ୍ଗୀର ଅହମ୍ମଦ ୱାର୍। ବାରମୁଲା କ୍ରିକେଟ୍ ଟିମର ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରୁଥିବା ବେଳେ ବଡ଼ଗାମ ଟିମର ବୋଲର ଜଣକ ବାଉନ୍ସର ପକାଇଥିଲେ, ଯାହାକୁ ସେ ପୁଲ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲ୍ ବ୍ୟାଟରେ ନବାଜି ସିଧା ତାଙ୍କ ପଛପଟ ବେକରେ ବାଜିଥିଲା।

ବଲ୍ ବାଜିବା ମାତ୍ରକେ ଜାହାଙ୍ଗୀର ପିଚ୍ ଉପରେ ଟଳି ପଡ଼ିଥିଲେ । ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜାହାଙ୍ଗୀରଙ୍କ ମୃତ୍ୟୁରେ ୟୁଥ୍ ସର୍ଭିସ୍ ଓ ସ୍ପୋର୍ଟ୍ସ ଡାଇରେକ୍ଟର ଜେନେରାଲ୍ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଜାହାଙ୍ଗୀର ମୋ ପୁଅ ଭଳି ଥିଲା । ମୋ ନିଜ ପୁଅ ମଧ୍ୟ କ୍ରିକେଟ୍ ଖେଳେ।"

କ୍ରିକେଟ୍ ମଇଦାନରେ ମୃତ୍ୟୁ ଘଟଣା ନୂଆ ନୁହେଁ। ଏହା ପୂର୍ବରୁ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଫିଜ୍ ହ୍ୟୁଜ୍ ମଧ୍ୟ ଏଭଳି ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ। ଭାରତର ପୂର୍ବତନ କ୍ରିକେଟର୍ ରମଣ ଲାମ୍ବାଙ୍କ ମୃତ୍ୟୁ ମଧ୍ୟ ମୁଣ୍ଡରେ ବଲ୍ ବାଜିବା ଯୋଗୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story