ଜାପାନରେ ହେବ ୨୦୨୬ ଏସିଆନ୍‌ କ୍ରୀଡା

ଟୋକିଓ: ୨୦୨୬ ଏସିଆନ୍‌ କ୍ରୀଡା ଜାପାନରେ ହେବ। ଜାପାନର ଆଇଚି ଓ ନଗୋୟା ସହରରେ ଏହି କ୍ରୀଡା ଅନୁଷ୍ଠିତ ହେବ। ଆଜି ଏହି ସୂଚନା ଦେଇଛନ୍ତି ଅଲିମ୍ପିକ୍‌ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) କର୍ତ୍ତୃପକ୍ଷ। ଡ଼େନାଙ୍ଗ ସହରରେ ଓସିଏର ସାଧାରଣ ବୈଠକ ବସିଥିଲା। ବୈଠକରେ ଓସିଏର କର୍ମକର୍ତ୍ତା ଏବଂ ଦୁଇ ସିଟିର ଉଚ୍ଚ ପଦସ୍ଥ କର୍ମଚାରୀ ଉପସ୍ଥିତ ଥିଲେ। ପଞ୍ଚମ ଥର ପାଇଁ ଜାପାନ ଏହି କ୍ରୀଡା ଆୟୋଜନ କରିବାକୁ ଯାଉଛି।

asian-games-stands

Rakesh Mallick
  • Published: Sunday, 25 September 2016
  • , Updated: 25 September 2016, 05:56 PM IST

ଟୋକିଓ: ୨୦୨୬ ଏସିଆନ୍‌ କ୍ରୀଡା ଜାପାନରେ ହେବ। ଜାପାନର ଆଇଚି ଓ ନଗୋୟା ସହରରେ ଏହି କ୍ରୀଡା ଅନୁଷ୍ଠିତ ହେବ। ଆଜି ଏହି ସୂଚନା ଦେଇଛନ୍ତି ଅଲିମ୍ପିକ୍‌ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) କର୍ତ୍ତୃପକ୍ଷ।

ଡ଼େନାଙ୍ଗ ସହରରେ ଓସିଏର ସାଧାରଣ ବୈଠକ ବସିଥିଲା। ବୈଠକରେ ଓସିଏର କର୍ମକର୍ତ୍ତା ଏବଂ ଦୁଇ ସିଟିର ଉଚ୍ଚ ପଦସ୍ଥ କର୍ମଚାରୀ ଉପସ୍ଥିତ ଥିଲେ। ପଞ୍ଚମ ଥର ପାଇଁ ଜାପାନ ଏହି କ୍ରୀଡା ଆୟୋଜନ କରିବାକୁ ଯାଉଛି।

Related story