ପାରା ଅଲିମ୍ପିକ୍‌ରେ ଦୁଇ ଥର ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଦେବେନ୍ଦ୍ର

ରିଓ ଡି ଜେନେରିଓ: ବ୍ରାଜିଲର ରିଓ ଡି ଜେନେରିଓରେ ଚାଲିଥିବା ପାରା ଅଲିମ୍ପିକ୍‌ରେ ଇତିହାସ ରଚିଛନ୍ତି ଭାରତୀୟ ଜାଭ୍‌ଲିନ୍‌ ପ୍ରତିଯୋଗୀ ଦେବେନ୍ଦ୍ର ଝଝରିଆ। ପ୍ରଥମ ଭାରତୀୟ ଭାବେ ପାରା ଅଲିମ୍ପିକ୍‌ରେ ଜିତିଛନ୍ତି ୨ଟି ସ୍ୱର୍ଣ୍ଣ ପଦକ। ଏହସହ ସେ ଭାଙ୍ଗିଛନ୍ତି ନିଜର ରେକର୍ଡ। ୩୬ ବର୍ଷୀୟ ଏହି ଅଲିମ୍ପିଆନ୍‌ ଜଣକ ୨୦୦୪ ଏଥେନ୍ସ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ଜିତିଥିଲେ। ଦେବେନ୍ଦ୍ର ୨୦୦୪ରେ ୬୨.୧୫ ମିଟର ଜାଭଲିନ୍‌ ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିବା ବେଳେ ଆଜି ୬୩.୯୭ ମିଟର ଲକ୍ଷ୍ୟଭେଦ […]

jhajharia

jhajharia

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 08:40 PM IST

Sports

Latest News

ରିଓ ଡି ଜେନେରିଓ: ବ୍ରାଜିଲର ରିଓ ଡି ଜେନେରିଓରେ ଚାଲିଥିବା ପାରା ଅଲିମ୍ପିକ୍‌ରେ ଇତିହାସ ରଚିଛନ୍ତି ଭାରତୀୟ ଜାଭ୍‌ଲିନ୍‌ ପ୍ରତିଯୋଗୀ ଦେବେନ୍ଦ୍ର ଝଝରିଆ। ପ୍ରଥମ ଭାରତୀୟ ଭାବେ ପାରା ଅଲିମ୍ପିକ୍‌ରେ ଜିତିଛନ୍ତି ୨ଟି ସ୍ୱର୍ଣ୍ଣ ପଦକ। ଏହସହ ସେ ଭାଙ୍ଗିଛନ୍ତି ନିଜର ରେକର୍ଡ।

୩୬ ବର୍ଷୀୟ ଏହି ଅଲିମ୍ପିଆନ୍‌ ଜଣକ ୨୦୦୪ ଏଥେନ୍ସ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ଜିତିଥିଲେ।

ଦେବେନ୍ଦ୍ର ୨୦୦୪ରେ ୬୨.୧୫ ମିଟର ଜାଭଲିନ୍‌ ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିବା ବେଳେ ଆଜି ୬୩.୯୭ ମିଟର ଲକ୍ଷ୍ୟଭେଦ କରି ସ୍ୱର୍ଣ୍ଣ ହାତେଇଛନ୍ତି।

ଆଉ ଜଣେ ଭାରତୀୟ ରିଙ୍କୁ ହୁଡା ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ କିନ୍ତୁ ୬ ଥରରେ ୫୪.୩୯ ମିଟର ଲକ୍ଷ୍ୟଭେଦ କରି ଷଷ୍ଠ ସ୍ଥାନ ଅଧିକାର କରିଥିଲେ।

ଦେବେନ୍ଦ୍ରଙ୍କୁ ଯେତେବେଳେ ୮ ବର୍ଷ ହୋଇଥିଲା ସେ ଏକ ଗଛକୁ ଚଢୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ତାଙ୍କର ବାମ ହାତ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story