ରିଓ ଡି ଜେନେରିଓ: ବ୍ରାଜିଲର ରିଓ ଡି ଜେନେରିଓରେ ଚାଲିଥିବା ପାରା ଅଲିମ୍ପିକ୍ରେ ଇତିହାସ ରଚିଛନ୍ତି ଭାରତୀୟ ଜାଭ୍ଲିନ୍ ପ୍ରତିଯୋଗୀ ଦେବେନ୍ଦ୍ର ଝଝରିଆ। ପ୍ରଥମ ଭାରତୀୟ ଭାବେ ପାରା ଅଲିମ୍ପିକ୍ରେ ଜିତିଛନ୍ତି ୨ଟି ସ୍ୱର୍ଣ୍ଣ ପଦକ। ଏହସହ ସେ ଭାଙ୍ଗିଛନ୍ତି ନିଜର ରେକର୍ଡ।
୩୬ ବର୍ଷୀୟ ଏହି ଅଲିମ୍ପିଆନ୍ ଜଣକ ୨୦୦୪ ଏଥେନ୍ସ ଅଲିମ୍ପିକ୍ରେ ସ୍ୱର୍ଣ୍ଣ ଜିତିଥିଲେ।
ଦେବେନ୍ଦ୍ର ୨୦୦୪ରେ ୬୨.୧୫ ମିଟର ଜାଭଲିନ୍ ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିବା ବେଳେ ଆଜି ୬୩.୯୭ ମିଟର ଲକ୍ଷ୍ୟଭେଦ କରି ସ୍ୱର୍ଣ୍ଣ ହାତେଇଛନ୍ତି।
ଆଉ ଜଣେ ଭାରତୀୟ ରିଙ୍କୁ ହୁଡା ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ କିନ୍ତୁ ୬ ଥରରେ ୫୪.୩୯ ମିଟର ଲକ୍ଷ୍ୟଭେଦ କରି ଷଷ୍ଠ ସ୍ଥାନ ଅଧିକାର କରିଥିଲେ।
ଦେବେନ୍ଦ୍ରଙ୍କୁ ଯେତେବେଳେ ୮ ବର୍ଷ ହୋଇଥିଲା ସେ ଏକ ଗଛକୁ ଚଢୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ତାଙ୍କର ବାମ ହାତ ହରାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବସ୍ରେ ଡିବେଟ ଦେଖୁଥିଲେ ଯାତ୍ରୀ, ଡ୍ରାଇଭର ଓ କଣ୍ଟକ୍ଟରଙ୍କୁ ହେଲା ନୋଟିସ୍
ସରକାରୀ ବସ୍ରେ ଚାଲିଥିବା ଏକ ଡିବେଟ କାର୍ଯ୍ୟକ୍ରମରେ ଜଣେ ଯାତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଶୁଣୁଥିବା ବେଳେ ତାହାକୁ ନେଇ ଆରମ୍ଭ ହୋଇଛି ତମ୍ବିତୋଫାନ୍ । ଏନେଇ ଉଭୟ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନୋଟିସ୍ ହୋଇଛି।
National
ମହିଳାଙ୍କ ଚୁଟି କାଟି କଳା ବୋଳିଦେଲେ, ଗଛରେ ବାନ୍ଧି ଦେଲେ ଗରମ ଚେଙ୍କ
ସର୍ବ ସମ୍ମୁଖରେ ମହିଳାଙ୍କ ଚୁଟି କାଟିଦେଲେ। ମୁହଁରେ କଳା ବୋଳିଦେଲେ। ସେତିକିରେ ସରିଲାନି ନିର୍ଯାତନାର କାହାଣୀ। ମହିଳାଙ୍କୁ ଗଛରେ ବାନ୍ଧି ଦୁଇ ଦିନ କାଳ ଦେଇ ଚାଲିଲେ ଗରମ ଚେଙ୍କ ।
National
କ୍ୟାନ୍ସର୍ ପାଇଁ 'ସ୍ପେଶାଲ ଡାଏଟ୍'କୁ ବିରୋଧ, ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍
ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।
National
ମୋ’ ଦୁଇ ଛୁଆଙ୍କ ତଣ୍ଟି ଚିପି ଦେଲା ପତ୍ନୀ, ସ୍ୱାମୀ ଆଣିଲେ ସାଂଘାତିକ ଅଭିଯୋଗ
ମା’ଙ୍କ ଉପସ୍ଥିତିରେ ଘରୁ ମିଳିଲା ପୁଅଝିଅଙ୍କ ମୃତଦେହ। ରଶିରେ ବେକକୁ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
National
ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ', ଆଜି କରିବ ଲ୍ୟାଣ୍ଡଫଲ୍
ସାଇକ୍ଲୋନ୍ ଫେଙ୍ଗଲ ଏବେ ଚେନ୍ନାଇଠାରୁ ୨୫୦ କିମି ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।