ଭୁବନେଶ୍ୱର କିମ୍ବା ଲକ୍ଷ୍ନୌରେ ହୋଇପାରେ ଜୁନିଅର ହକି ବିଶ୍ୱକପ୍‌

ଇପୋ(ମାଲେସିଆ): ଚଳିତବର୍ଷ ଭୁବନେଶ୍ୱର କିମ୍ବା ଲକ୍ଷ୍ନୌରେ ଜୁନିଅର ହକି ବିଶ୍ୱକପ୍ ଅନୁଷ୍ଠିତ ହୋଇପାରେ। ଏନେଇ ଅନ୍ତର୍ଜାତୀୟ ହକି ଫେଡେରେସନ୍‌(ଏଫ୍‌ଆଇଏଚ୍‌) ଏକ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବ। ଏଫ୍‌ଆଇଏଚ୍‌ର ସଭାପତି ଲିଆଣ୍ଡ୍ରୋ ନେଗ୍ରେ କହିଛନ୍ତି,“ଚଳିତ ଜୁନିଅର ହକି ବିଶ୍ୱକପ୍ ଭାରତର କେଉଁ ସହରରେ ଆୟୋଜିତ ହେବ ସେନେଇ ଗଭର୍ଣ୍ଣିଂବଡିର ନିଷ୍ପତ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏକ ସପ୍ତାହ ମଧ୍ୟରେ ଏନେଇ ସବୁ କିଛି ସ୍ପଷ୍ଟ ହୋଇଯିବ।” ସେ କହିଛନ୍ତି,“ଚୂଡ଼ାନ୍ତ ପର୍ଯ୍ୟାୟରେ ଦୁଇଟି ସହର ରହିଛନ୍ତି। ଗୋଟିଏ ହେଉଛି ଭୁବନେଶ୍ୱର […]

kalingastadium

kalingastadium

Rakesh Mallick
  • Published: Friday, 15 April 2016
  • Updated: 15 April 2016, 03:28 PM IST

Sports

Latest News

kalingastadiumଇପୋ(ମାଲେସିଆ): ଚଳିତବର୍ଷ ଭୁବନେଶ୍ୱର କିମ୍ବା ଲକ୍ଷ୍ନୌରେ ଜୁନିଅର ହକି ବିଶ୍ୱକପ୍ ଅନୁଷ୍ଠିତ ହୋଇପାରେ। ଏନେଇ ଅନ୍ତର୍ଜାତୀୟ ହକି ଫେଡେରେସନ୍‌(ଏଫ୍‌ଆଇଏଚ୍‌) ଏକ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବ।

ଏଫ୍‌ଆଇଏଚ୍‌ର ସଭାପତି ଲିଆଣ୍ଡ୍ରୋ ନେଗ୍ରେ କହିଛନ୍ତି,“ଚଳିତ ଜୁନିଅର ହକି ବିଶ୍ୱକପ୍ ଭାରତର କେଉଁ ସହରରେ ଆୟୋଜିତ ହେବ ସେନେଇ ଗଭର୍ଣ୍ଣିଂବଡିର ନିଷ୍ପତ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏକ ସପ୍ତାହ ମଧ୍ୟରେ ଏନେଇ ସବୁ କିଛି ସ୍ପଷ୍ଟ ହୋଇଯିବ।”

ସେ କହିଛନ୍ତି,“ଚୂଡ଼ାନ୍ତ ପର୍ଯ୍ୟାୟରେ ଦୁଇଟି ସହର ରହିଛନ୍ତି। ଗୋଟିଏ ହେଉଛି ଭୁବନେଶ୍ୱର ଓ ଅନ୍ୟଟି ହେଉଛି ଲକ୍ଷ୍ନୌ। ଏହି ଦୁଇଟି ମଧ୍ୟରୁ ଗୋଟିକୁ ବଛା ଯିବ।”

ଏବେ ମାଲେସିଆର ଇପୋଠାରେ ଚାଲିଥିବା ୨୫ତମ ସୁଲତାନ୍‌ ଆଜଲାନ ଶାହା କପ୍ ଚାଲିଥିବା ଯୋଗୁଁ  ଏଫ୍‌ଆଇଏଚ୍‌ର ସଭାପତି ଲିଆଣ୍ଡ୍ରୋ ନେଗ୍ରେ ଏଠାରେ ଅଛନ୍ତି।

ସେ କହିଛନ୍ତି, “ବିଶ୍ୱ ହକି ଦରବାରରେ ସ୍ୱର୍ଗତ ସୁଲତାନ୍‌ ଆଜଲାନ ଶାହ ହେଉଛନ୍ତି ଜଣେ ଜଣାଶୁଣା ବ୍ୟକ୍ତି। ତାଙ୍କ ସ୍ମୃତିରେ ଏଫ୍‌ଆଇଏଚ୍‌ର ପକ୍ଷରୁ ଏକ ନୂଆ ଅନ୍ତର୍ଜାତୀୟ ପୁରସ୍କାର ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଦୁବାଇରେ ପ୍ରଥମ ଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।”

ଲିଆଣ୍ଡ୍ରୋ ନେଗ୍ରେ କହିଛନ୍ତି,“ସ୍ୱର୍ଗତ ସୁଲତାନ୍‌ ଏସିଆନ୍‌ ହକି ଫେଡେରେସନ୍‌ର ସଭାପତି ଓ ଏଫ୍‌ଆଇଏଚ୍‌ର ଉପ-ସଭାପତି ଥିଲେ। ୨୦୧୪ରେ ତାଙ୍କର ପରଲୋକ ହୋଇଥିଲା।  ୧୯୮୩ ମସିହାରେ ସେ ଆରମ୍ଭ କରିଥିଲେ ସୁଲତାନ୍‌ ଆଜଲାନ ଶାହ କପ୍। ପ୍ରାରମ୍ଭରେ ଏହା ଦୁଇ ବର୍ଷରେ ଥରେ ଖେଳା ଯାଉଥିଲା। ୧୯୯୮ରୁ ଏହି କପ୍‌ ପ୍ରତିବର୍ଷ ଅନୁଷ୍ଠିତ ହେଉଛି।  ଏହା ହେଉଛି ଏକମାତ୍ର ହକି ଟୁର୍ଣ୍ଣାମେଣ୍ଟ୍ ଯାହାକି ଜଣେ ବ୍ୟକ୍ତିଙ୍କ ନାଁରେ ନାମିତ ହୋଇଛି।”

ସୂଚନାଯୋଗ୍ୟ,୨୦୧୩ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଜୁନିଅର ହକି ବିଶ୍ୱକପ୍‌। ୪ ବର୍ଷରେ ଥରେ ଏହି କପ୍ ହୋଇଥାଏ। ସେହି ଅନୁଯାୟୀ ୨୦୧୭ରେ ଏହି କପ୍ ଅନୁଷ୍ଠିତ ହୋଇଥାଆନ୍ତା। ତେବେ ଏଫ୍‌ଆଇଏଚ୍ ଏଥର ଗୋଟିଏ ବର୍ଷ ପୂର୍ବରୁ ଏହାକୁ ଆୟୋଜନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story