ଜାଡେଜାଙ୍କ ଏହି କ୍ୟାଚ୍ ଦେଖି ସବୁ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

କ୍ରାଇଷ୍ଟଚର୍ଚ୍ଚ: ଟିମ୍ ଇଣ୍ଡିଆର ଏକ ନମ୍ବର ଫିଲ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ ଚମତ୍କାରିତା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାଡେଜା ରବିବାର କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ଦ୍ୱିତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ନିଲ୍ ୱାଗନରଙ୍କ ଚମତ୍କାର କ୍ୟାଚ୍ ଧରିଛନ୍ତି। ଜାଡେଜା ଉପରକୁ ଡିଅଁ ମାରି ଗୋଟିଏ ହାତରେ କ୍ୟାଚ୍ ଧରିଥିଲେ, ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। One of the all time great catches. Ravindra Jadeja 👏🏻 #NZvsIND pic.twitter.com/nfPpWqFWxR — Stephen […]

jaddu

jaddu

Ranjit Kumar Jena
  • Published: Sunday, 01 March 2020
  • Updated: 01 March 2020, 07:03 PM IST

Sports

Latest News

କ୍ରାଇଷ୍ଟଚର୍ଚ୍ଚ: ଟିମ୍ ଇଣ୍ଡିଆର ଏକ ନମ୍ବର ଫିଲ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ ଚମତ୍କାରିତା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାଡେଜା ରବିବାର କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ଦ୍ୱିତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ନିଲ୍ ୱାଗନରଙ୍କ ଚମତ୍କାର କ୍ୟାଚ୍ ଧରିଛନ୍ତି। ଜାଡେଜା ଉପରକୁ ଡିଅଁ ମାରି ଗୋଟିଏ ହାତରେ କ୍ୟାଚ୍ ଧରିଥିଲେ, ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା।

କେବଳ ଏତିକି ନୁହେଁ, ଖୋଦ୍ ଜାଡେଜା ମଧ୍ୟ ଏହି କ୍ୟାଚକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଜାଡେଜା ବ୍ରେକ୍ ସମୟରେ କହିଥିଲେ, ମୋତେ ଲାଗୁଥିଲା ଯେପରି ସେ (ୱାଗନର) ସ୍କୋୟାର୍ ଲେଗରେ ରନ୍ କରିବେ, କିନ୍ତୁ ମୁଁ ଭାବିନଥିଲି ଯେ ବଲ୍ ଏତେ ଜୋରରେ ମୋ ଆଡ଼କୁ ଆସିବ। ମୁଁ ଯେତେବେଳେ କ୍ୟାଚ୍ ଧରିଲି, ସେତେବେଳେ ମୋତେ ଲାଗିଲାନି ଯେ ମୁଁ କ୍ୟାଚ୍ ଧରିଛି। ଶେଷରେ ଏହି କ୍ୟାଚ୍ ଧରିଥିବାରୁ ମୁଁ ବହୁତ ଖୁସି।

ସୂଚନାଯୋଗ୍ୟ, ଏହି ଘଟଣା ଘଟିଥିଲା ନ୍ୟୁଜିଲ୍ୟାଣ୍ଡ୍ ଇନିଂସର ୭୨ତମ ଓଭରର ଶେଷ ବଲରେ। ମହମ୍ମଦ ଶାମି ଶର୍ଟ ବଲ୍ ପକାଇଥିଲେ, ଯାହାକୁ ୱାଗନର୍ ଡିପ୍ ମିଡୱିକେଟରେ ମାରିଥିଲେ। କିନ୍ତୁ ଡିପ୍ ମିଡୱିକେଟରେ ଫିଲ୍ଡିଂ କରୁଥିବା ଜାଡେଜା ଉଡିକି ଆକର୍ଷଣୀୟ ଭାବେ କ୍ୟାଚ୍ ଧରିଥିଲେ ଏବଂ ୱାଗନରଙ୍କୁ ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ। ୱାଗନର୍ ନବମ ୱିକେଟ୍ ପାଇଁ କାଇଲ୍ ଜେମିସନଙ୍କ ମିଶି ୫୧ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story