କୋହଲିଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ କପିଲ ଦେବ

ନୂଆଦିଲ୍ଲୀ: ଭାରତକୁ ପ୍ରଥମଥର ବିଶ୍ୱକପ୍‌ ଦେଇଥିବା ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ କପିଲ ଦେବ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ବିରାଟ୍‌ ମୋ ଠାରୁ ଅଧିକ ଭଲ କ୍ୟାପ୍ଟେନଶିପ୍‌ କରୁଛନ୍ତି। ବର୍ତ୍ତମାନର ଟିମ୍‌ ଇଣ୍ଡିଆର ସ୍ଥିତି ଯାହା, ଏହି ଦଳ ପାକିସ୍ତାନକୁ ୧୦ରୁ ୭ଥର ହରାଇବାର କ୍ଷମତା ରଖିଛି। ବିଶ୍ୱକପ୍‌ ମୁକାବିଲାରେ ବିରାଟଙ୍କ ଟିମ୍‌ ଇଣ୍ଡିଆ କେଉଁଠି ବି ହାରିବେ ବୋଲି ମୁଁ ଭାବୁନାହିଁ। ତେବେ […]

u

u

Hemant Lenka
  • Published: Saturday, 15 June 2019
  • Updated: 15 June 2019, 03:03 PM IST

Sports

Latest News

ନୂଆଦିଲ୍ଲୀ: ଭାରତକୁ ପ୍ରଥମଥର ବିଶ୍ୱକପ୍‌ ଦେଇଥିବା ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ କପିଲ ଦେବ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ବିରାଟ୍‌ ମୋ ଠାରୁ ଅଧିକ ଭଲ କ୍ୟାପ୍ଟେନଶିପ୍‌ କରୁଛନ୍ତି। ବର୍ତ୍ତମାନର ଟିମ୍‌ ଇଣ୍ଡିଆର ସ୍ଥିତି ଯାହା, ଏହି ଦଳ ପାକିସ୍ତାନକୁ ୧୦ରୁ ୭ଥର ହରାଇବାର କ୍ଷମତା ରଖିଛି। ବିଶ୍ୱକପ୍‌ ମୁକାବିଲାରେ ବିରାଟଙ୍କ ଟିମ୍‌ ଇଣ୍ଡିଆ କେଉଁଠି ବି ହାରିବେ ବୋଲି ମୁଁ ଭାବୁନାହିଁ। ତେବେ ମ୍ୟାଚ୍‌ ଦିନ କ’ଣ ହେବ, ସେକଥା କେବଳ ଭଗବାନ ହିଁ କହିପାରିବେ। କିନ୍ତୁ ଆମ ସମୟରେ ଥିବା ପାକିସ୍ତାନ ଟିମ୍‌ ବର୍ତ୍ତମାନର ପାକିସ୍ତାନ ଟିମ୍‌ ଠାରୁ ଅଧିକ ଶକ୍ତିଶାଳୀ ଥିଲା।”

ଟିମ୍‌ ଇଣ୍ଡିଆର ବୋଲିଂ ସମ୍ପର୍କରେ ମତ ଦେଇ କପିଲ କହିଛନ୍ତି, “ଯେତେବେଳେ ଆପଣଙ୍କ ପାଖରେ କିଛି ନାହିଁ ଓ ଆପଣ ଧୀରେଧୀରେ କୌଣସି ଜିନିଷ ହାସଲ କରୁଛନ୍ତି, ତା’ହେଲେ ଆପଣ ସେଥିରେ ଗର୍ବ କରିବା କଥା।

ଗତ ୧୫ ବର୍ଷ ହେଲା ଟିମ୍‌ ଇଣ୍ଡିଆ ସହ ସମାନ ଘଟଣା ଘଟୁଛି। ଭାରତୀୟ ଟିମ୍‌କୁ ନୂଆ ନୂଆ ଦ୍ରୁତ ବୋଲର ଆସୁଛନ୍ତି। ପ୍ରାୟ ସମସ୍ତ କ୍ରିକେଟର କୁହନ୍ତି, ବୋଲରମାନେ ହିଁ ଟିମ୍‌କୁ ଜିତାଇବାରେ ବଡ଼ ଭୂମିକା ଗ୍ରହଣ କରନ୍ତି।

ଭାରତୀୟ ଟିମ୍‌ ପାଖରେ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳି ଅଛନ୍ତି। ସେ ବିଶ୍ୱର ୧ନଂ ଖେଳାଳି। ତେଣୁ ଟିମ୍‌ର ବୋଲିଂ ବାହିନୀ ବେଶ ଶକ୍ତିଶାଳୀ ବୋଲି କୁହାଯାଇପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story