ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ସୁଇମିଂରେ ସାଧ୍ୱୀ ଜିତିଲେ ଡବଲ୍ ସ୍ୱର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଚତୁର୍ଥ ଦିବସରେ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ସାଧ୍ୱୀ ଧୂରୀ ଦମଦାର ପ୍ରଦର୍ଶନ କରି ଡବଲ୍ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ସାଧ୍ୱୀ ୨୦୦ ମିଟର୍ ଫ୍ରିଷ୍ଟାଇଲ୍ ଇଭେଣ୍ଟର ଫାଇନାଲରେ ୨:୧୪.୯୯ ସେକେଣ୍ଡରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆରଟିଏମ୍ ନାଗପୁର ୟୁନିଭର୍ସିଟି ୨:୧୬.୯୫ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ଜୈନ୍ ୟୁନିଭର୍ସିଟିର ଏସଭି ନିକିତା ୨:୧୭.୩୯ ସେକେଣ୍ଡରେ ବ୍ରୋଞ୍ଜ ପଦକ […]

sadhvi

sadhvi

Ranjit Kumar Jena
  • Published: Tuesday, 25 February 2020
  • Updated: 25 February 2020, 10:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଚତୁର୍ଥ ଦିବସରେ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ସାଧ୍ୱୀ ଧୂରୀ ଦମଦାର ପ୍ରଦର୍ଶନ କରି ଡବଲ୍ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ସାଧ୍ୱୀ ୨୦୦ ମିଟର୍ ଫ୍ରିଷ୍ଟାଇଲ୍ ଇଭେଣ୍ଟର ଫାଇନାଲରେ ୨:୧୪.୯୯ ସେକେଣ୍ଡରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆରଟିଏମ୍ ନାଗପୁର ୟୁନିଭର୍ସିଟି ୨:୧୬.୯୫ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ଜୈନ୍ ୟୁନିଭର୍ସିଟିର ଏସଭି ନିକିତା ୨:୧୭.୩୯ ସେକେଣ୍ଡରେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ସେହିପରି ସାଧ୍ୱୀ ୧୦୦ ମିଟର୍ ବଟରଫ୍ଲାଇ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ନିର୍ଦ୍ଧାରିତ ଦୂରତାକୁ ୧:୦୭.୩୬ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ରାଜୀବ ଗାନ୍ଧି ୟୁନିଭର୍ସିଟି ଅଫ୍ ହେଲଥ ସାଇନ୍ସେସର ଦାମିନୀ ଗୌଡ଼ା ରୌପ୍ୟ ଓ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ଆର୍ଯ୍ୟା ରାଜଗୁରୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ୮୦୦ ମିଟର୍ ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଜୈନ୍ ୟୁନିଭର୍ସିଟିର ଏସଭି ନିକିତା ସ୍ୱର୍ଣ୍ଣ, ଧ୍ରୁତି ମୁରଲୀଧର ରୌପ୍ୟ ଏବଂ ଆରଟିଏମ୍ ନାଗପୁର ୟୁନିଭର୍ସିଟିର ରୁତୁଜା ତାଲେଗାଁଓକର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

୨୦୦ ମିଟର୍ ବଟରଫ୍ଲାଇ ଇଭେଣ୍ଟରେ ବୀର ନର୍ମଦ ସାଉଥ୍ ଗୁଜରାଟ ୟୁନିଭର୍ସିଟିର କଲ୍ୟାଣୀ ସାକ୍ସେନା ସ୍ୱର୍ଣ୍ଣ, ଜୈନ୍ ୟୁନିଭର୍ସିଟିର ଏସଭି ନିକିତା ରୌପ୍ୟ, ରାଜୀବ ଗାନ୍ଧି ୟୁନିଭର୍ସିଟି ଅଫ୍ ହେଲଥ ସାଇନ୍ସେସର ଦାମିନୀ ଗୌଡ଼ ବ୍ରୋଞ୍ଜ ପଦକ ଜିତିଛନ୍ତି । ୪ଗୁଣା ୧୦୦ ମିଟର୍ ମେଡଲୀ ରିଲେ ଇଭେଣ୍ଟରେ ୟୁନିଭର୍ସିଟି ଅଫ୍ ମୁମ୍ବାଇ ସ୍ୱର୍ଣ୍ଣ, ରାଜୀବ ଗାନ୍ଧି ୟୁନିଭର୍ସିଟି ଅଫ୍ ହେଲଥ ସାଇନ୍ସେସ ରୌପ୍ୟ ଓ ଯାଦବପୁର ୟୁନିଭର୍ସିଟି ବ୍ରୋଞ୍ଜ ପଦକ ହାସଲ କରିଛି।

ସେହିପରି ପୁରୁଷ ୨୦୦ ମିଟର୍ ଫ୍ରିଷ୍ଟାଇଲରେ ପଞ୍ଜାବ ୟୁନିଭର୍ସିଟିର ସିଦ୍ଧାନ୍ତ ସେଜୱାଲ୍ (୨:୦୧.୨୮ ସେକେଣ୍ଡ) ସ୍ୱର୍ଣ୍ଣ, ବୀର ନର୍ମଦ ସାଉଥ୍ ଗୁଜରାଟ ୟୁନିଭର୍ସିଟିର ହର୍ଷଲ ସାରଙ୍ଗ (୨:୦୩.୨୫ ସେକେଣ୍ଡ) ରୌପ୍ୟ ଏବଂ ୟୁନିଭର୍ସିଟି ଅଫ୍ କେରଳର ଏମ୍‌. ବାସୁରାମ୍ (୨:୦୪.୯୭ ସେକେଣ୍ଡ) ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି। ୧୦୦ ମିଟର୍ ବଟରଫ୍ଲାଇ ଇଭେଣ୍ଟରେ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ମିହିର ଆମ୍ବ୍ରେ ସ୍ୱର୍ଣ୍ଣ, ଦିଲ୍ଲୀ ୟୁନିଭର୍ସିଟିର ସମୀର ସେଜୱାଲ୍ ରୌପ୍ୟ ଓ ବୀର ନର୍ମଦ ସାଉଥ୍ ଗୁଜରାଟ ୟୁନିଭର୍ସିଟିର ଭାର୍ଗବ ସେଲର୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

୪୦୦ ମିଟର୍ ଇଣ୍ଡିଭିଜୁଆଲ୍ ମେଡଲୀ ଇଭେଣ୍ଟରେ ଜୈନ୍ ୟୁନିଭର୍ସିଟିର ଶିବ ଶ୍ରୀଧର ସ୍ୱର୍ଣ୍ଣ, ମନୋନମିଆନିଆମ୍ ସୁନ୍ଦରନାର ୟୁନିଭର୍ସିଟିର ଟି. ସେଇୁମରିଆକଭେଲ୍ ରୌପ୍ୟ ଏବଂ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ପ୍ରସାଦ କାନ୍ଦୁଲ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ୪ଗୁଣା ୪୦୦ ମିଟର୍ ମେଡଲୀ ରିଲେ ଇଭେଣ୍ଟରେ ଦିଲ୍ଲୀ ୟୁନିଭର୍ସିଟି ସ୍ୱର୍ଣ୍ଣ, ପଞ୍ଜାବ ୟୁନିଭର୍ସିଟି ରୌପ୍ୟ ଏବଂ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ବ୍ରୋଞ୍ଜ ପଦକ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story