ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: କିଟର ରଞ୍ଜିତଙ୍କୁ ଡବଲ୍‌ ପଦକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ପଦକ ଖାତା ଖୋଲିଛି କିଟ୍‌। ବୁଧବାର ପଞ୍ଚମ ଦିବସରେ କିଟ୍‌ ଆର୍ଚରୀରେ ଡବଲ୍‌ ପଦକ ଜିତିଥିବା ବେଳେ ଭାରୋତ୍ତୋଳନରେ ଗୋଟିଏ ପଦକ ହାସଲ କରିଛି। କିଟ୍‌ ପାଇଁ ଆଜି ପ୍ରଥମ ପଦକ ଆଣିଥିଲେ ରଞ୍ଜିତ ନାଏକ। ରଞ୍ଜିତ ପୁରୁଷ ରିକର୍ଭ ଇଭେଣ୍ଟର ଫାଇନାଲରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇ ଏହି ସଫଳତା ହାସଲ କରିଥିଲେ। ସେ ଫାଇନାଲରେ ଅମୃତସରର ପଞ୍ଜାବୀ ୟୁନିଭର୍ସିଟିର ଉତ୍କର୍ଷ ଦିକ୍ଷିତଙ୍କଠାରୁ ୪-୬ […]

ranjit

ranjit

Ranjit Kumar Jena
  • Published: Wednesday, 26 February 2020
  • Updated: 26 February 2020, 10:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ପଦକ ଖାତା ଖୋଲିଛି କିଟ୍‌। ବୁଧବାର ପଞ୍ଚମ ଦିବସରେ କିଟ୍‌ ଆର୍ଚରୀରେ ଡବଲ୍‌ ପଦକ ଜିତିଥିବା ବେଳେ ଭାରୋତ୍ତୋଳନରେ ଗୋଟିଏ ପଦକ ହାସଲ କରିଛି। କିଟ୍‌ ପାଇଁ ଆଜି ପ୍ରଥମ ପଦକ ଆଣିଥିଲେ ରଞ୍ଜିତ ନାଏକ। ରଞ୍ଜିତ ପୁରୁଷ ରିକର୍ଭ ଇଭେଣ୍ଟର ଫାଇନାଲରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇ ଏହି ସଫଳତା ହାସଲ କରିଥିଲେ।

ସେ ଫାଇନାଲରେ ଅମୃତସରର ପଞ୍ଜାବୀ ୟୁନିଭର୍ସିଟିର ଉତ୍କର୍ଷ ଦିକ୍ଷିତଙ୍କଠାରୁ ୪-୬ (୨୯-୧୭, ୨୭-୨୮, ୨୬-୨୮, ୨୭-୨୬, ୨୩-୨୭)ରେ ହାରିଯାଇଥିଲେ। ଏହି ଇଭେଣ୍ଟର ବ୍ରୋଞ୍ଜ ପଦକ ମ୍ୟାଚରେ ସାଣ୍ଟ ଗଡଗେ ବାବା ଅମରାବତୀ ୟୁନିଭର୍ସିଟିର ଯଶଦୀନ ଭୋଗେ ୬-୨ରେ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିକୁ ହରାଇଥିଲା। ସେହିପରି ଟିମ୍‌ ଇଭେଣ୍ଟରେ କିଟ୍‌ ପ୍ରଥମ ସ୍ଥାନ ଅଧିକାର କରି ଚଳିତ ଗେମ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା।

କିଟ୍‌ ଟିମର ରଞ୍ଜିତ ନାଏକ, ସୂର୍ଯ୍ୟମଣି ମାଝୀ ଓ ଶବଚ୍ଚ କୁମାର ମାଣ୍ଡାଗିଙ୍କ ଯୋଡ଼ି ଫାଇନାଲରେ ପଞ୍ଜାବୀ ୟୁନିଭର୍ସିଟିକୁ ୫-୧ରେ ହରାଇ ଏହି ବଡ଼ ସଫଳତା ହାସଲ କରିଥିଲେ। ଏହି ଇଭେଣ୍ଟରେ କୁରୁକ୍ଷେତ୍ର ୟୁନିଭର୍ସିଟି ବ୍ରୋଞ୍ଜ ପଦକ ହାସଲ କରିଛି। ସେହିପରି ଭାରୋତ୍ତୋଳନରେ କିଟର କୁମ୍ବେଶ୍ବର ମଲିକ୍‌ ବ୍ରୋଞ୍ଜ ପଦକ ଜିତିଛନ୍ତି।

ସେ ୫୫ କେଜି ବର୍ଗରେ ମୋଟ ୨୧୦ (୯୨ ସ୍ନାଚ୍‌ ଓ ୧୧୮ କ୍ଲିନ୍‌ ଆଣ୍ଡ ଜର୍କ) କେଜି ଭାର ଉଠାଇ ଏହି ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଶିବାଜୀ ୟୁନିଭର୍ସିଟିର ସଙ୍କେତ ମହାଦେବ ସର୍ଗର ସ୍ୱର୍ଣ୍ଣ ଏବଂ କବୟିତ୍ରୀ ବାହିନବାଇ ଚୌଧୁରୀ ୟୁନିଭର୍ସିଟିର ପ୍ରଶାନ୍ତ ସୁରେଶ କୋଲି ରୌପ୍ୟ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story