କିଏ ହେଲେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର କ୍ୟାପଟେନ୍‌

ନୂଆଦିଲ୍ଲୀ: ଆଇପିଏଲ୍‌-୧୧ ସଂସ୍କରଣ ପାଇଁ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ କିଏ ହେବ ସସ୍‌ପେନ୍ସ ଜାରି ରହିଥିଲା। ତେବେ ସମସ୍ତଙ୍କୁ ପଛରେ ପକାଇ ଭାରତୀୟ କ୍ରିକେଟ୍‌ ଟିମ୍‌ର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ଭାବେ ମନୋନିତ ହୋଇଛନ୍ତି। ସେ ପ୍ରଥମ ଥର ପାଇଁ T-20 ଫର୍ମାଟରେ ଅଧିନାୟକ ହୋଇଛନ୍ତି। ଚଳିତବର୍ଷ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ, ଅଶ୍ୱିନୀଙ୍କ ୭.୬ କୋଟି ଟଙ୍କାରେ କିଣିଥିଲା। ଅଶ୍ୱିନୀଙ୍କ ଛଡ଼ା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ପାଇଁ ଚଳିତବର୍ଷ ଯୁବରାଜ […]

kings

kings

Rakesh Mallick
  • Published: Monday, 26 February 2018
  • Updated: 26 February 2018, 05:23 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍‌-୧୧ ସଂସ୍କରଣ ପାଇଁ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ କିଏ ହେବ ସସ୍‌ପେନ୍ସ ଜାରି ରହିଥିଲା। ତେବେ ସମସ୍ତଙ୍କୁ ପଛରେ ପକାଇ ଭାରତୀୟ କ୍ରିକେଟ୍‌ ଟିମ୍‌ର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ଭାବେ ମନୋନିତ ହୋଇଛନ୍ତି। ସେ ପ୍ରଥମ ଥର ପାଇଁ T-20 ଫର୍ମାଟରେ ଅଧିନାୟକ ହୋଇଛନ୍ତି। ଚଳିତବର୍ଷ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ, ଅଶ୍ୱିନୀଙ୍କ ୭.୬ କୋଟି ଟଙ୍କାରେ କିଣିଥିଲା। ଅଶ୍ୱିନୀଙ୍କ ଛଡ଼ା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ପାଇଁ ଚଳିତବର୍ଷ ଯୁବରାଜ ସିଂହ, କ୍ରିସ୍‌ ଗେଲ୍‌ ଓ ଡେଭିଡ୍‌ ମିଲର ପରି ମହାନ ଖେଳାଳିଙ୍କୁ କିଣିଛି।

ଆଇପିଏଲ୍‌-୧୦ ସଂସ୍କରଣରେ ପୁଣେ ସୁପର ଜାଏଣ୍ଟ ଅଶ୍ୱିନୀଙ୍କୁ କିଣିଥିଲା। ମାତ୍ର ସ୍ୱାସ୍ଥ୍ୟଗତ କାରଣରେ ସେ ଖେଳି ପାରିନଥିଲେ। ଅଶ୍ୱିନୀ ଏପର୍ଯ୍ୟନ୍ତ ୧୧୧ଟି T-20 ମ୍ୟାଚ୍‌ ଖେଳି ୧୦୦ଟି ୱିକେଟ୍‌ ଅକ୍ତିଆର କରିଛନ୍ତି। ୩୪ ରନ୍‌ ଦେଇ ମୂଲ୍ୟବାନ ୪ଟି ୱିକେଟ୍‌ କରିବା ଅଶ୍ୱିନୀଙ୍କ କ୍ୟାରିଅର ବେଷ୍ଟ ବୋଲିଂ ଫିଗର।

ଚଳିତବର୍ଷ ଅପ୍ରିଲ୍‌ ୭ରୁ ମାର୍ଚ୍ଚ ୨୭ ତାରିଖ ଭିତରେ ଆଇପିଏଲ୍‌ ମ୍ୟାଚ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story