ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ପଞ୍ଜାବ

ଚଣ୍ଡିଗଡ଼: ଚଳିତ ଆଇପିଏଲର ୨୨ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ। ପଞ୍ଜାବ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆଣ୍ଡ୍ରୁ ଟାଇ ଓ ମୁରୁଗାନ୍ ଅଶ୍ୱିନ୍ ବାଦ୍ ପଡ଼ିଥିବା ବେଳେ ସେମାନଙ୍କ ସ୍ଥାନରେ ମୁଜୀବ ଉର୍ ରେହମାନ୍ ଓ ଅଙ୍କିତ ରାଜପୁତ ସ୍ଥାନ […]

ipl

ipl

Ranjit Kumar Jena
  • Published: Monday, 08 April 2019
  • Updated: 08 April 2019, 08:03 PM IST

ଚଣ୍ଡିଗଡ଼: ଚଳିତ ଆଇପିଏଲର ୨୨ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ।

ପଞ୍ଜାବ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆଣ୍ଡ୍ରୁ ଟାଇ ଓ ମୁରୁଗାନ୍ ଅଶ୍ୱିନ୍ ବାଦ୍ ପଡ଼ିଥିବା ବେଳେ ସେମାନଙ୍କ ସ୍ଥାନରେ ମୁଜୀବ ଉର୍ ରେହମାନ୍ ଓ ଅଙ୍କିତ ରାଜପୁତ ସ୍ଥାନ ପାଇଛନ୍ତି। ସେହିପରି ହାଇଦ୍ରାବାଦ ଦଳ ଅପରିବର୍ତ୍ତିତ ରହିଛି। ସୂଚନାଯୋଗ୍ୟ, ଉଭୟ ହାଇଦ୍ରାବାଦ ଓ ପଞ୍ଜାବ ନିଜ ନିଜର ଶେଷ ମ୍ୟାଚରେ ହାରିଥିଲେ। ଉଭୟ ଦଳ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବେ।

ପଞ୍ଜାବ ଏକାଦଶ: ଲୋକେଶ ରାହୁଲ, କ୍ରିସ୍ ଗେଲ୍, ମୟଙ୍କ ଅଗ୍ରୱାଲ୍, ସର୍ଫରାଜ ଖାନ୍, ଡେଭିଡ୍ ମିଲର୍, ମନଦୀପ ସିଂହ, ସାମ୍ କରାନ୍, ଆର୍. ଅଶ୍ୱିନ୍ (ଅଧିନାୟକ), ଅଙ୍କିତ ରାଜପୁତ, ମହମ୍ମଦ ଶାମି, ମୁଜୀବ-ଉର୍-ରେହମାନ୍।

ହାଇଦ୍ରାବାଦ ଏକାଦଶ: ଡେଭିଡ୍ ୱାର୍ଣ୍ଣର, ଜନ୍ନି ବେୟାରଷ୍ଟୋ, ବିଜୟ ଶଙ୍କର, ମନିଷ ପାଣ୍ଡେ, ୟୁସୁଫ୍ ପଠାନ, ଦୀପକ ହୁଡା, ମହମ୍ମଦ ନବି, ରଶିଦ୍ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story