ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ପଞ୍ଜାବ

ଚଣ୍ଡିଗଡ଼: ଚଳିତ ଆଇପିଏଲର ନବମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ ପଞ୍ଜାବ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲାରେ କିଙ୍ଗସ ଇଲେଭେନ ପଞ୍ଜାବ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ। ମୁମ୍ବାଇ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ପଞ୍ଜାବ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ପଞ୍ଜାବ ଦଳରେ ବରୁନ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ମୁରୁଗାନ ଅଶ୍ୱିନ ସ୍ଥାନ ପାଇଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ […]

p vs m

p vs m

Ranjit Kumar Jena
  • Published: Saturday, 30 March 2019
  • Updated: 30 March 2019, 03:50 PM IST

Sports

Latest News

ଚଣ୍ଡିଗଡ଼: ଚଳିତ ଆଇପିଏଲର ନବମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ ପଞ୍ଜାବ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲାରେ କିଙ୍ଗସ ଇଲେଭେନ ପଞ୍ଜାବ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ।

ମୁମ୍ବାଇ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ପଞ୍ଜାବ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ପଞ୍ଜାବ ଦଳରେ ବରୁନ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ମୁରୁଗାନ ଅଶ୍ୱିନ ସ୍ଥାନ ପାଇଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ତା'ର ଶେଷ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୬ ୱିକେଟରେ ବିଜୟୀ ହୋଇଥିବା ବେଳେ ପଞ୍ଜାବ ତା'ର ଶେଷ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସଠାରୁ ୨୮ ରନରେ ହାରିଥିଲା।

ପଞ୍ଜାବ ଏକାଦଶ: ଲୋକେଶ ରାହୁଲ, କ୍ରିସ ଗେଲ, ମୟଙ୍କ ଅଗ୍ରୱାଲ, ସର୍ଫରାଜ ଖାନ, ଡେଭିଡ ମିଲର୍, ମନଦୀପ ସିଂହ, ରବିଚନ୍ଦ୍ରନ ଅଶ୍ୱିନ୍ (ଅଧିନାୟକ), ହାର୍ଡସ ଭିଲଜୋଏନ୍, ମୁରୁଗାନ ଅଶ୍ୱିନ, ମହମ୍ମଦ ସାମି, ଆଣ୍ଡ୍ରୁ ଟାଇ।

ମୁମ୍ବାଇ ଏକାଦଶ: କ୍ୱିଣ୍ଟନ ଡିକକ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଯୁବରାଜ ସିଂହ, କାଇରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, ମିଚେଲ ମ୍ୟାକକ୍ଲିନାଗନ, ମୟଙ୍କ ମାର୍କଣ୍ଡେ, ଜସପ୍ରୀତ ବୁମ୍ରା, ଲସିଥ୍ ମାଲିଙ୍ଗା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story