ହସିଙ୍କୁ ମେଣ୍ଟର ଓ କାୟେଲ ମିଲ୍ସଙ୍କୁ ବୋଲିଂ କୋଚ କଲା ଏହି ଆଇପିଏଲ ଦଳ

କୋଲକାତା: ୨୦୨୦ ଆଇପିଏଲ ପାଇଁ ଏବେଠାରୁ କୋଲକାତା ନାଇଟ୍‌ ରାଇର୍ଡସ(କେକେଆର) ପ୍ରସ୍ତୁତି ଆରମ୍ଭ କରିଛି। ଆଜି କେକେଆର ପକ୍ଷରୁ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟସମ୍ୟାନ୍‌ ଡାଭିଡ୍‌ ହସିଙ୍କୁ ଦଳର ମୁଖ୍ୟ ମେଣ୍ଟର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର କାୟେଲ ମିଲ୍ସଙ୍କୁ ୨୦୨୦ ଆଇପିଏଲ ପାଇଁ କେକେଆର ବୋଲିଂ କୋଚ ଭାବେ ଦାୟିତ୍ୱ ଦେଇଛି। ପୂର୍ବରୁ କେକେଆର ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଥିଲା। ଏବେ ହସି […]

xcx

xcx

Hemant Lenka
  • Published: Saturday, 05 October 2019
  • Updated: 05 October 2019, 05:45 PM IST

Sports

Latest News

କୋଲକାତା: ୨୦୨୦ ଆଇପିଏଲ ପାଇଁ ଏବେଠାରୁ କୋଲକାତା ନାଇଟ୍‌ ରାଇର୍ଡସ(କେକେଆର) ପ୍ରସ୍ତୁତି ଆରମ୍ଭ କରିଛି। ଆଜି କେକେଆର ପକ୍ଷରୁ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟସମ୍ୟାନ୍‌ ଡାଭିଡ୍‌ ହସିଙ୍କୁ ଦଳର ମୁଖ୍ୟ ମେଣ୍ଟର ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର କାୟେଲ ମିଲ୍ସଙ୍କୁ ୨୦୨୦ ଆଇପିଏଲ ପାଇଁ କେକେଆର ବୋଲିଂ କୋଚ ଭାବେ ଦାୟିତ୍ୱ ଦେଇଛି। ପୂର୍ବରୁ କେକେଆର ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଥିଲା।

ଏବେ ହସି ଓ ମିଲ୍ସ ମୁଖ୍ୟ କୋଚ ମ୍ୟାକକୁଲମଙ୍କ ସହ ମିଶି କାର୍ଯ୍ୟ କରିବେ। ହସି ୨୦୦୮ରୁ ୨୦୧୦ ଯାଏ ଆଇପିଏଲରେ କେକେଆର ପକ୍ଷରୁ ମ୍ୟାଚ ଖେଳିଥିଲେ। ମିଲ୍ସ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ୧୯ଟି ଟେଷ୍ଟ, ୧୭୦ଟି ଦିନିକିଆ ଓ ୪୨ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story