ପ୍ରଥମ ଦିନିକିଆ: କ୍ଲାସେନଙ୍କ ଶତକରେ ଜିତିଲେ ଦକ୍ଷିଣ ଆଫ୍ରିକା

ପାର୍ଲ: ୱିକେଟକିପର ବ୍ୟାଟ୍ସମ୍ୟାନ୍ ହେନରିଚ୍ କ୍ଲାସେନଙ୍କ କ୍ୟାରିୟରର ପ୍ରଥମ ଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୭୪ ରନରେ ପରାସ୍ତ କରିଛି। କ୍ଲାସେନ୍ ଅପରାଜିତ ୧୨୩ ରନର ଇନିଂସ୍ ଖେଳିଥିଲେ, ଯଦ୍ଦ୍ୱାରା ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ହରାଇ ୨୯୧ ରନ୍ କରିଥିଲା। ଅଷ୍ଟ୍ରେଲିଆ ଟିମ୍ ଏକ ସମୟରେ ୩ ୱିକେଟ୍ ହରାଇ ୧୭୩ ରନ୍ କରି ଭଲ ସ୍ଥିତିରେ ଥିଲା, କିନ୍ତୁ ଦଳ ତା’ର ଶେଷ ୭ ୱିକେଟ୍ ମାତ୍ର […]

sa

sa

Ranjit Kumar Jena
  • Published: Sunday, 01 March 2020
  • Updated: 01 March 2020, 05:46 PM IST

Sports

Latest News

ପାର୍ଲ: ୱିକେଟକିପର ବ୍ୟାଟ୍ସମ୍ୟାନ୍ ହେନରିଚ୍ କ୍ଲାସେନଙ୍କ କ୍ୟାରିୟରର ପ୍ରଥମ ଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୭୪ ରନରେ ପରାସ୍ତ କରିଛି। କ୍ଲାସେନ୍ ଅପରାଜିତ ୧୨୩ ରନର ଇନିଂସ୍ ଖେଳିଥିଲେ, ଯଦ୍ଦ୍ୱାରା ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ହରାଇ ୨୯୧ ରନ୍ କରିଥିଲା। ଅଷ୍ଟ୍ରେଲିଆ ଟିମ୍ ଏକ ସମୟରେ ୩ ୱିକେଟ୍ ହରାଇ ୧୭୩ ରନ୍ କରି ଭଲ ସ୍ଥିତିରେ ଥିଲା, କିନ୍ତୁ ଦଳ ତା'ର ଶେଷ ୭ ୱିକେଟ୍ ମାତ୍ର ୪୩ ରନରେ ହରାଇଥିଲା ଏବଂ ପୂରା ଟିମ୍ ୪୫.୧ ଓଭରରେ ୨୧୭ ରନରେ ଅଲଆଉଟ୍ ହୋଇଯାଇଥିଲା।

ଅଷ୍ଟ୍ରେଲିଆର ଦୁଇ ଓପ୍ନର ଡେଭିଡ୍ ୱାର୍ଣ୍ଣର୍ (୨୫) ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ (୧୦) ଶୀଘ୍ର ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ଷ୍ଟିଭ୍ ସ୍ମିଥ୍ ଓ ମାର୍ନସ ଲାବୁଶେନ୍ ତୃତୀୟ ୱିକେଟ୍ ପାଇଁ ୮୪ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଲୋୟର ମିଡିଲ୍ ଅର୍ଡରରେ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଦଳ ପକ୍ଷରୁ ସ୍ମିଥ୍ ସର୍ବାଧିକ ୭୬ (୯୪ ବଲ୍‌, ୩ ଚୌକା) ଓ ଲାବୁଶେନ୍ ୪୧ ରନ୍ କରିଥିବା ବେଳେ ମିଚେଲ୍ ମାର୍ଶ ୧୬, ଡାର୍ସି ଶର୍ଟ ୧୮ ଓ ଆଲେକ୍ସ କ୍ୟାରୀ ୫ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ୩୦ ରନ୍ ଦେଇ ୩ଟି, ଆନରିଚ୍ ନୋର୍ଟଜେ ଓ ତାବରେଜ୍ ଶାମସୀ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ କ୍ଲାସେନ୍ ଓ ଡେଭିଡ୍ ମିଲର୍ ପଞ୍ଚମ ୱିକେଟ୍ ପାଇଁ ୧୪୯ ରନର ମଜଭୁତ୍ ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଦକ୍ଷିଣ ଆଫ୍ରିକାର ଆରମ୍ଭ ବହୁତ ଖରାପ ରହିଥିଲା। ଟିମ୍ ୪୮ ରନରେ ୩ ୱିକେଟ୍ ହରାଇ ବସିଥିଲା, ଯାହା ପରେ ଡେବ୍ୟୁଟାଣ୍ଟ କାଇଲ୍ ଭେରୀନେ (୪୮) ଓ କ୍ଲାସେନ୍ ଚତୁର୍ଥ ୱିକେଟ୍ ପାଇଁ ୭୮ ରନ୍ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ।

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କ୍ଲାସେନ୍ ୧୧୪ ବଲରେ ୭ ଚୌକା ଓ ୩ ଛକା ମାରିଥିବା ବେଳେ ମିଲର୍ ୭୦ ବଲରେ ୪ ଚୌକା ଓ ୧ ଛକା ସହାୟତାରେ ୬୪ ରନର ଇନିଂସ୍ ଖେଳିଥିଲେ। କ୍ୟାପଟେନ୍ ତଥା ୱିକେଟକିପର କ୍ୱିଣ୍ଟନ୍ ଡି'କକ୍ (୧୫), ଜାନେସନ୍ ମଲାନ୍ (୦) ଓ ତମ୍ବୋ ବାଭୁମା (୨୬) ନିରାଶ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ୩ଟି ଓ ମିଚେଲ୍ ଷ୍ଟାର୍କ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story