କୋହଲି କ୍ରିକେଟ୍‌ ଅଷ୍ଟ୍ରେଲିଆର ଦିନିକିଆ ଟିମ୍‌ ଅଫ୍‌ ଦି ଇୟର ଅଧିନାୟକ

ସିଡ଼ନୀ: କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ମଙ୍ଗଳବାର ଦିନିକିଆ ଟିମ୍‌ ଅଫ୍‌ ଦି ଇୟର ଘୋଷଣା କରିଛି। ଏହି ଟିମ୍‌ର ଅଧିନାୟକ ରହିଛନ୍ତି ବିରାଟ କୋହଲି। ଅନ୍ୟତମ ଭାରତୀୟ ଭାବେ ଜସ୍‌ପ୍ରିତ ବୁମ୍ରା ସ୍ଥାନ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ୫ ଜଣ ଡେଭିଡ ୱାର୍ନର, ଏସ୍‌. ସ୍ମିଥ, ଏମ୍‌. ମାର୍ଶ, ଜେ. ହାସଟିଙ୍ଗସ୍‌ ଏବଂ ଏମ୍‌. ଷ୍ଟାର୍କ, ଦକ୍ଷିଣ ଆଫ୍ରିକାର କ୍ୟୁ.ଡି. କକ୍‌ ଓ ଇମ୍ରାନ୍‌ ତାହିର, ଇଂଲଣ୍ଡର ଜେ. ବଟଲର ଓ ପାକିସ୍ତାନର ବି. ଆଜମ୍‌ […]

virat-kohli

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 06:36 PM IST

ସିଡ଼ନୀ: କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ମଙ୍ଗଳବାର ଦିନିକିଆ ଟିମ୍‌ ଅଫ୍‌ ଦି ଇୟର ଘୋଷଣା କରିଛି। ଏହି ଟିମ୍‌ର ଅଧିନାୟକ ରହିଛନ୍ତି ବିରାଟ କୋହଲି। ଅନ୍ୟତମ ଭାରତୀୟ ଭାବେ ଜସ୍‌ପ୍ରିତ ବୁମ୍ରା ସ୍ଥାନ ପାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ୫ ଜଣ ଡେଭିଡ ୱାର୍ନର, ଏସ୍‌. ସ୍ମିଥ, ଏମ୍‌. ମାର୍ଶ, ଜେ. ହାସଟିଙ୍ଗସ୍‌ ଏବଂ ଏମ୍‌. ଷ୍ଟାର୍କ, ଦକ୍ଷିଣ ଆଫ୍ରିକାର କ୍ୟୁ.ଡି. କକ୍‌ ଓ ଇମ୍ରାନ୍‌ ତାହିର, ଇଂଲଣ୍ଡର ଜେ. ବଟଲର ଓ ପାକିସ୍ତାନର ବି. ଆଜମ୍‌ ଦଳରେ ସ୍ଥାନ ପାଇଛନ୍ତି।

Related story