ଫିଫା ବିଶ୍ୱକପ: ଆଜି ଶେଷ ହେଉଛି ପ୍ରି-କ୍ୱାର୍ଟର ପର୍ଯ୍ୟାୟ, ଫୋକସ୍‌ରେ ଇଂଲଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ୍ ପ୍ରିକ୍ୱାର୍ଟର ଫାଇନାଲରେ ଆଜି ଶେଷ ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସ୍ୱିଡେନକୁ ଭେଟିବ ସ୍ୱିଜରଲାଣ୍ଡ। ଉଭୟ ଟିମ୍ ଭାରତୀୟ ସମୟ ସଂଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ଏହାଛଡ଼ା ରାତି ୧୧ଟା ୩୦ ମିନିଟରେ ଇଂଲଣ୍ଡ ଏବଂ କୋଲୋମ୍ବିଆ ମଧ୍ୟରେ ଟକ୍କର ହେବ। ବିଜେତା ଟିମ୍ କ୍ୱାର୍ଟର ଫାଇନାଲରେ ସାମ୍ନାସାମ୍ନି ହେବେ। ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ଚଳିତ ବିଶ୍ୱକପରେ ଯେଉଁ ପରମ୍ପରା ଚାଲିଥିଲା ତାହାକୁ ଭଙ୍ଗ କରିଛି […]

ffff

ffff

Rakesh Mallick
  • Published: Tuesday, 03 July 2018
  • Updated: 04 July 2018, 07:35 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ୍ ପ୍ରିକ୍ୱାର୍ଟର ଫାଇନାଲରେ ଆଜି ଶେଷ ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସ୍ୱିଡେନକୁ ଭେଟିବ ସ୍ୱିଜରଲାଣ୍ଡ। ଉଭୟ ଟିମ୍ ଭାରତୀୟ ସମୟ ସଂଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ଏହାଛଡ଼ା ରାତି ୧୧ଟା ୩୦ ମିନିଟରେ ଇଂଲଣ୍ଡ ଏବଂ କୋଲୋମ୍ବିଆ ମଧ୍ୟରେ ଟକ୍କର ହେବ। ବିଜେତା ଟିମ୍ କ୍ୱାର୍ଟର ଫାଇନାଲରେ ସାମ୍ନାସାମ୍ନି ହେବେ।Image result for england vs colombia

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ଚଳିତ ବିଶ୍ୱକପରେ ଯେଉଁ ପରମ୍ପରା ଚାଲିଥିଲା ତାହାକୁ ଭଙ୍ଗ କରିଛି ବ୍ରାଜିଲ। ସମସ୍ତ ବଡ଼ ବଡ଼ ଟିମ୍‌ ପ୍ରତିଯୋଗିତାରୁ ବିଦା ହୋଇଯାଉଥିବା ବେଳେ ବ୍ରାଜିଲ କିନ୍ତୁ ପ୍ରିକ୍ୱାଟରରେ ଜିତି କ୍ୱାଟର୍‌ ଫାଇନାଲରେ ପହଞ୍ଚିଛି। ଗତକାଲି ଖେଳାଯାଇଥିବା ପ୍ରି କ୍ୱାର୍ଟରରେ ମେକ୍ସିକୋକୁ ୨-୦ରେ ହରାଇ ବ୍ରାଜିଲ କ୍ୱାର୍ଟରରେ ପ୍ରବେଶ କରିଛି। ମ୍ୟାଚର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା ତେବେ ସେକେଣ୍ଡ  ହାଫର ୫୧ତମ ମିନିଟରେ ବ୍ରାଜିଲ ପକ୍ଷରୁ ଷ୍ଟାର ଷ୍ଟ୍ରାଇକର ନିଏମାର ଦଳକୁ ଅଗ୍ରଣୀ କରିଥିଲେ। ପରେ ନିର୍ଦ୍ଧାରିତ ସମୟର ଦୁଇ ମିନିଟ ପୂର୍ବରୁ ରବୋର୍ଟୋ ଫିରମିନୋ ଦ୍ୱିତୀୟ ଗୋଲ ସ୍କୋର କରି ବିଜୟ ସୁନିଶ୍ଚିତ କରିଥିଲେ। Image result for brazil vs mexico

ସେହିପରି ସୋମବାର ଖେଳାଯାଇଥିବା ଦ୍ୱିତୀୟ ପ୍ରିକ୍ୱାର୍ଟର ମ୍ୟାଚରେ ଜାପନକୁ ହରାଇ ବେଲଜିୟମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଦଳ ଏହି ସଫଳତା ହାସଲ କରିଛି।  ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଅବିଶ୍ୱସନୀୟ ପ୍ରଦର୍ଶନ କରି ୪୮ ଓ ୫୨ ମିନିଟରେ ଜାପାନ ୨ଟି ଗୋଲ୍ କରିଥିଲା। ତେବେ ଶେଷ ପର୍ଯ୍ୟାୟରେ ବେଲଜିୟମ୍ ଲଗାତାର ଗୋଲ୍ କରି ମ୍ୟାଚକୁ ଜିତି ନେଇଥିଲା। ଏହି ବିଜୟ ପରେ କ୍ୱାର୍ଟର ଫାଇନାଲରେ ବେଲଜିୟମର ମୁକାବିଲା ବ୍ରାଜିଲ ସହ ହେବ।Image result for belgium vs japan

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story