ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲିଆଣ୍ଡର ପେସ୍‌: ନାଦାଲ

ନୂଆଦିଲ୍ଲୀ: “ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲିଆଣ୍ଡର ପେସ୍‌। ଟେନିସ୍‌ ଡବଲ୍ସରେ ତାଙ୍କର ଅଭିଜ୍ଞତା ଯଥେଷ୍ଠ ଅଧିକ। ଟେନିସ ଇତିହାସରେ ସେ ଜଣେ ଶ୍ରେଷ୍ଠ ଖେଳାଳି” ବୋଲି ୧୪ ଥର ଗ୍ରାଣ୍ଡ ସ୍ଲମ ଜିତିଥିବା ରେଫେଲ୍‌ ନାଦାଲ କହିଛନ୍ତି। ଯିଏ କି ସ୍ପେନ୍‌କୁ ଡେଭିସ୍‌କପ୍‌ ଗ୍ରୁପ ମ୍ୟାଚ୍‌ ଜିତାଇଥିଲେ। ସେ କହିଛନ୍ତି,“ଲିଆଣ୍ଡର ବହୁତ ଭଲ ଖେଳିଛନ୍ତି। ସେ ଡବଲ୍ସରେ ଜଣେ ଶ୍ରେଷ୍ଠ ଖେଳାଳି। ଗତକାଲିର ମ୍ୟାଚ୍‌ରେ ସେ ଅତି ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି। ମୁଁ […]

rafael-nadal-leander-paes

rafael-nadal-leander-paes

Rakesh Mallick
  • Published: Sunday, 18 September 2016
  • Updated: 18 September 2016, 06:02 PM IST

Sports

Latest News

ନୂଆଦିଲ୍ଲୀ: “ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲିଆଣ୍ଡର ପେସ୍‌। ଟେନିସ୍‌ ଡବଲ୍ସରେ ତାଙ୍କର ଅଭିଜ୍ଞତା ଯଥେଷ୍ଠ ଅଧିକ। ଟେନିସ ଇତିହାସରେ ସେ ଜଣେ ଶ୍ରେଷ୍ଠ ଖେଳାଳି” ବୋଲି ୧୪ ଥର ଗ୍ରାଣ୍ଡ ସ୍ଲମ ଜିତିଥିବା ରେଫେଲ୍‌ ନାଦାଲ କହିଛନ୍ତି। ଯିଏ କି ସ୍ପେନ୍‌କୁ ଡେଭିସ୍‌କପ୍‌ ଗ୍ରୁପ ମ୍ୟାଚ୍‌ ଜିତାଇଥିଲେ।

ସେ କହିଛନ୍ତି,“ଲିଆଣ୍ଡର ବହୁତ ଭଲ ଖେଳିଛନ୍ତି। ସେ ଡବଲ୍ସରେ ଜଣେ ଶ୍ରେଷ୍ଠ ଖେଳାଳି। ଗତକାଲିର ମ୍ୟାଚ୍‌ରେ ସେ ଅତି ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି। ମୁଁ ଓ ମୋର ସାଥୀ ମାର୍କ ଲୋପେଜ ଯେତେବେଳେ ଅଲିଆଣ୍ଡର ପେସ୍‌ ଓ ସଙ୍କେତ ମାଇନେନୀଙ୍କ ବିପକ୍ଷରେ ଖେଳୁଥିଲୁ ଲାଗୁଥିଲା ଯେମିତି ସେ ଏକା ଖେଳୁଛନ୍ତି। ତାଙ୍କ ସାଥୀ ଖେଳାଳିଙ୍କ ତ୍ରୁଟିକୁ ସୁଧାରି ଭଲ ସ୍କୋର ମଧ୍ୟ କରୁଥିଲେ।”

ସୂଚନାଯୋଗ୍ୟ ଗତକାଲି ଡେଭିସ କପ୍‌ ଡବଲ୍ସରେ ନାଦାଲ-ଲୋପେଜ୍‌ ଯୋଡିଙ୍କ ଠାରୁ ୪-୬, ୭-୬(୨), ୬-୪ ଓ ୬-୪ରେ ପରାସ୍ତ ହୋଇଛନ୍ତି ପେସ୍‌-ମାଇନେନୀ ଯୋଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story