ଆଇପିଏଲ୍‌ ସ୍ଥାନାନ୍ତର ହେଲେ ମହାରାଷ୍ଟ୍ର ୧୦୦ କୋଟି କ୍ଷତି ସହିବ: ଅନୁରାଗ

ନାଭି ମୁମ୍ବାଇ: ଆଜିଠାରୁ ଆଇପିଏଲ୍‌ ମହାସମର ଆରମ୍ଭ ହେଉଥିବା ବେଳେ ମହାରାଷ୍ଟ୍ରରୁ ଏହାର ମ୍ୟାଚ୍‌ ଅନ୍ୟତ୍ର ସ୍ଥାନାନ୍ତରଣ ହେବା ପ୍ରସଙ୍ଗ ଚର୍ଚ୍ଚା ଜୋର ଧରିଛି। ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‌ନାଭିସ୍‌ ରାଜ୍ୟରୁ ଆଇପିଏଲ ମ୍ୟାଚ୍‌ ଭେନ୍ୟୁ ସ୍ଥାନାନ୍ତର ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଥିଲେ। ଏହାର ଉତ୍ତରରେ ଆଜି ବିସିସିଆଇର ସଚିବ ଅନୁରାଗ ଠାକୁର କହିଛନ୍ତି, “ଯଦି ଏପରି ହୁଏ ତେବେ ରାଜ୍ୟ ୧୦୦ କୋଟି ଟଙ୍କା କ୍ଷତି ସହିବ।” ସେ କହିଛନ୍ତି,“ […]

Anurag-Thakur

Anurag-Thakur

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 01:24 PM IST

Sports

Latest News

ନାଭି ମୁମ୍ବାଇ: ଆଜିଠାରୁ ଆଇପିଏଲ୍‌ ମହାସମର ଆରମ୍ଭ ହେଉଥିବା ବେଳେ ମହାରାଷ୍ଟ୍ରରୁ ଏହାର ମ୍ୟାଚ୍‌ ଅନ୍ୟତ୍ର ସ୍ଥାନାନ୍ତରଣ ହେବା ପ୍ରସଙ୍ଗ ଚର୍ଚ୍ଚା ଜୋର ଧରିଛି। ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‌ନାଭିସ୍‌ ରାଜ୍ୟରୁ ଆଇପିଏଲ ମ୍ୟାଚ୍‌ ଭେନ୍ୟୁ ସ୍ଥାନାନ୍ତର ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଥିଲେ। ଏହାର ଉତ୍ତରରେ ଆଜି ବିସିସିଆଇର ସଚିବ ଅନୁରାଗ ଠାକୁର କହିଛନ୍ତି, “ଯଦି ଏପରି ହୁଏ ତେବେ ରାଜ୍ୟ ୧୦୦ କୋଟି ଟଙ୍କା କ୍ଷତି ସହିବ।”

ସେ କହିଛନ୍ତି,“ ମହାରାଷ୍ଟ୍ର ଚଳିତବର୍ଷ ଆଇପିଏଲ୍‌ରୁ ୧୦୦କୋଟି ଟଙ୍କା ଲାଭ ପାଇବ। ଯଦି ଟୁର୍ଣ୍ଣାମେଣ୍ଟ ଏହି ରାଜ୍ୟରୁ ଅନ୍ୟତ୍ର ସ୍ଥାନାନ୍ତର ହେଉଛି ତେବେ ରାଜ୍ୟ ଏହି ଅର୍ଥ ପାଇବାରୁ ବଞ୍ଚିତ ହେବ। ବିସିସିଆଇ ପକ୍ଷରୁ ଗତ ଆଇପିଏଲ୍ ସଂସ୍କରଣରେ କରାଯାଇଥିବା ଫିଗର ବେସ୍‌ଡ ଷ୍ଟଡିରୁ ଏହା ଜଣାପଡିଛି।”

ଚଳିତବର୍ଷ ମହାରାଷ୍ଟ୍ରରେ ମରୁଡି ପଡିଛି। ଆଇପିଏଲ୍‌ର ମ୍ୟାଚ୍‌ ଲାଗି ପିଚ୍‌ ଓ ଷ୍ଟାଡିୟମ ପାଇଁ ବହୁ ପରିମାଣରେ ପାଣିର ଆବଶ୍ୟକ ପଡିଥାଏ। ଏପରିସ୍ଥିତିରେ ପିଚ୍‌ ଓ ଷ୍ଟାଡିୟମ ପାଇଁ ବାହାରୁ ପାଣି ଯୋଗାଇ ଦିଆଯିବ ନାହିଁ ବୋଲି ଫଡ୍‌ନାଭିସ୍‌ କହିଥିଲେ। ଏହାସହ ସେ କହିଥିଲେ, “ଯଦି ଏହି କାରଣରୁ ଚଳିତ ସିଜିନ୍‌ରେ ମହାରାଷ୍ଟ୍ରରୁ ଆଇପିଏଲ୍‌ ମ୍ୟାଚ୍‌ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଏ ତେବେ ଆମର କିଛି ସମସ୍ୟା ନାହିଁ।”

ଠାକୁର କହିଛନ୍ତି, “ଆପିଏଲ୍‌ରୁ ଆସିବାକୁ ଥିବା ଅର୍ଥକୁ ସରକାର ମରୁଡି ସମସ୍ୟାର ସମାଧାନ କରିବା ଦିଗରେ ବ୍ୟବହାର କରିପାରିବେ। ଏହସହ କ୍ଷତିଗ୍ରସ୍ତଙ୍କୁ ରିଲିଫ୍‌ ମଧ୍ୟ ଦେଇପାରିବେ। ତେଣୁ ଏହି ମ୍ୟାଚ୍‌ଗୁଡିକୁ ମହାରାଷ୍ଟ୍ରରେ କରାଯିବା ଉଚିତ୍‌।”

ସୂଚନାଯୋଗ୍ୟ, ଚଳିତ ସିଜିନ୍‌ରେ ମହାରାଷ୍ଟ୍ରର ମୁମ୍ବାଇ, ପୁଣେ ଓ ନାଗପୁରରେ ସମୁଦାୟ ୧୮ଟି ମ୍ୟାଚ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story