ଓଡ଼ିଶାର ମନୋଜ ଯୋଡ଼ିଲେ ଆଉ ଏକ ସ୍ୱର୍ଣ୍ଣ

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ସପ୍ତମ ଦିନରେ ଆଜି ଆଉ ଏକ ସ୍ୱର୍ଣ୍ଣ ଯୋଡ଼ିଛନ୍ତି ବ୍ରହ୍ମପୁର ୟୁନିଭର୍ସିଟିର ଭାରୋତ୍ତୋଳକ ମନୋଜ ସାହୁ। ୬ଷ୍ଠ ଦିବସର ଶେଷ ସୁଦ୍ଧା ଓଡ଼ିଶା ମୋଟ ୪ଟି ପଦକ ଜିତିଥିବା ବେଳେ ୭ମ ଦିନର ପ୍ରଥମ ଭାଗ ଶେଷସୁଦ୍ଧା ଓଡ଼ିଶାର ମନୋଜ ସାହୁ ୭୩ କେଜି ବିଭାଗରେ ଉତ୍ତମ ପ୍ରଦର୍ଶନ ଦେଖାଇ ଆଜି ଏହି ସଫଳତା ହାସଲ କରିଛନ୍ତି, ଯାହାକି ପ୍ରତି ଓଡ଼ିଆ ଖେଳପ୍ରେମୀଙ୍କ ମନରେ ଭରିଦେଇଛି ଉତ୍ସାହ। […]

manoj

manoj

Ranjit Kumar Jena
  • Published: Thursday, 27 February 2020
  • Updated: 27 February 2020, 08:22 PM IST

Sports

Latest News

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ସପ୍ତମ ଦିନରେ ଆଜି ଆଉ ଏକ ସ୍ୱର୍ଣ୍ଣ ଯୋଡ଼ିଛନ୍ତି ବ୍ରହ୍ମପୁର ୟୁନିଭର୍ସିଟିର ଭାରୋତ୍ତୋଳକ ମନୋଜ ସାହୁ। ୬ଷ୍ଠ ଦିବସର ଶେଷ ସୁଦ୍ଧା ଓଡ଼ିଶା ମୋଟ ୪ଟି ପଦକ ଜିତିଥିବା ବେଳେ ୭ମ ଦିନର ପ୍ରଥମ ଭାଗ ଶେଷସୁଦ୍ଧା ଓଡ଼ିଶାର ମନୋଜ ସାହୁ ୭୩ କେଜି ବିଭାଗରେ ଉତ୍ତମ ପ୍ରଦର୍ଶନ ଦେଖାଇ ଆଜି ଏହି ସଫଳତା ହାସଲ କରିଛନ୍ତି, ଯାହାକି ପ୍ରତି ଓଡ଼ିଆ ଖେଳପ୍ରେମୀଙ୍କ ମନରେ ଭରିଦେଇଛି ଉତ୍ସାହ।

ଏଥି ସହିତ ଓଡ଼ିଶାର ପଦକ ସଂଖ୍ୟା ୫ରେ ପହଞ୍ଚିଛି। ଏଥି ସହିତ କିଟ୍ ବିଶ୍ୱବିଦ୍ୟାଳୟର ରଗବୀ ଖେଳରେ ଉଭୟ ବାଳକ ଏବଂ ବାଳିକା ବିଭାଗ ଉକ୍ତୃଷ୍ଟ ପ୍ରଦର୍ଶନକରି ଆସନ୍ତାକାଲି ହେବାକୁଥିବା ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ପରିପ୍ରେକ୍ଷିରେ ବ୍ରହ୍ମପୁର ୟୁନିଭର୍ସିଟିର ମନୋଜ ସାହୁ କହିଛନ୍ତି ଯେ, “ମୁଁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅତ୍ୟନ୍ତ ଆନନ୍ଦିତ ଏବଂ ଆଗକୁ ଏହିପରି ପଦକ କମନୱେଲଥ, ଅଲିମ୍ପିକ୍ସ ଏବଂ ଏସିଆନ୍ ଗେମ୍ସରେ ପାଇବାକୁ ଆଶା ରଖିଛି।

ପିଲାଦିନେ ମୁଁ ମୋ ଅଜା ଏବଂ ମୋ ମାମୁଁଙ୍କଠାରୁ ବହୁତ ଅନୁପ୍ରାଣିତ ହୋଇଥିଲି। ସେତେବେଳେ ମୋ ମାମୁଁ ଲିଫଟିଂ କଲା ସମୟରେ ମୁଁ ଏହି ଖେଳିବା ପ୍ରତି ଆକର୍ଷିତ ହୋଇଥିଲି। ୧୦ମ ଶ୍ରେଣୀ ପାସ୍ ହେବା ପରେ ମୋର ଲିଫଟିଂ କ୍ୟାରିୟର ଆରମ୍ଭ ହୋଇଥିଲ।। ମୋ ମାମୁଁ ଜଣେ ଅର୍ନ୍ତଜାତୀୟ ସ୍ତରର ୱେଟଲିଫ୍ଟର ଏବଂ ଅଜା ସେ ସମୟରେ ଗାଁରେ ଏକ କ୍ଲବ୍ ଖୋଲି ଲୋକ ମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ଯାହା ଦ୍ୱାରା ମୁଁ ଅଧିକ ଅନୁପ୍ରାଣିତ ହୋଇ ଆଜି ଏ ସଫଳତା ପାଇପାରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story