ମନୁ-ସୌରଭ ଯୋଡ଼ିଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀଙ୍କ ଯୋଡ଼ି ତାଇପେଇରେ ଚାଲିଥିବା ଦ୍ୱାଦଶ ଏସିଆନ ଏୟାରଗନ ଚାମ୍ପିଅନଶିପର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର କ୍ୱାଲିଫିକେସନରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏହାଛଡ଼ା ଏହି ଇଭେଣ୍ଟରେ ମଧ୍ୟ ମନୁ ଓ ସୌରଭଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଯୋଡ଼ି ଠିକ ମାସକ ପୂର୍ବରୁ ଦିଲ୍ଲୀରେ ଆୟୋଜିତ ଆଇଏସଏସଏଫ ବିଶ୍ୱକପର ଏହି ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୭ […]

manu

manu

Ranjit Kumar Jena
  • Published: Wednesday, 27 March 2019
  • Updated: 27 March 2019, 04:02 PM IST

ନୂଆଦିଲ୍ଲୀ: ଭାରତୀୟ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀଙ୍କ ଯୋଡ଼ି ତାଇପେଇରେ ଚାଲିଥିବା ଦ୍ୱାଦଶ ଏସିଆନ ଏୟାରଗନ ଚାମ୍ପିଅନଶିପର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର କ୍ୱାଲିଫିକେସନରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏହାଛଡ଼ା ଏହି ଇଭେଣ୍ଟରେ ମଧ୍ୟ ମନୁ ଓ ସୌରଭଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଏହି ଯୋଡ଼ି ଠିକ ମାସକ ପୂର୍ବରୁ ଦିଲ୍ଲୀରେ ଆୟୋଜିତ ଆଇଏସଏସଏଫ ବିଶ୍ୱକପର ଏହି ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୭ ବର୍ଷୀୟା ମନୁ ଓ ୧୬ ବର୍ଷୀୟ ସୌରଭ କ୍ୱାଲିଫିକେସନରେ ୭୮୪ ପଏଣ୍ଟ ହାସଲ କରି ପାଞ୍ଚବର୍ଷ ତଳେ ରୁଷର ଭିଟାଲିନା ବାତସାରାଶକିନା ଓ ଆର୍ଟେମ ଚେର୍ନୋସୋଭଙ୍କ ଦ୍ୱାରା କରାଯାଇଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଏହି ଭାରତୀୟ ଯୋଡ଼ି ପାଞ୍ଚ ଟିମ ବିଶିଷ୍ଟ ଫାଇନାଲରେ ୪୮୪.୮ ପଏଣ୍ଟ ସହ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। କୋରିଆର ହ୍ୱାଙ୍ଗ ସିୟୋନଗୁନନ ଓ କିମ୍ ମୋଜଙ୍କ ଯୋଡ଼ି ୪୮୧.୧ ପଏଣ୍ଟ ସହ ରୌପ୍ୟ ଏବଂ ତାଇପେଇର ଉ ଚିଆ ୟିଙ୍ଗ ଓ କୌ କୁଆନ-ତିଙ୍ଗ ୪୧୩.୩ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ଯୋଡ଼ି ଅନୁରାଧା ଓ ଅଭିଷେକ ବର୍ମା ଫାଇନାଲରେ ପହଞ୍ଚିଥିଲେ। ଦୁହେଁ ୩୭୨.୧ ସ୍କୋର ସହ ଚତୁର୍ଥ ସ୍ଥାନରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story