ବର୍ଷା ପରେ ପୁଣି ଥରେ ଖେଳାଯିବ ମ୍ୟାଚ୍‌: ପଞ୍ଜାବ ଆଗରେ ୧୩ ଓଭରରେ ୧୨୫ ରନ୍‌ର ଟାର୍ଗେଟ୍‌

ବର୍ଷା ବାଧକ ପରେ ପୁଣି ଥରେ ମ୍ୟାଚ୍‌ ଆରମ୍ଭ ହେବ। କୋଲକାତାର ଇଡେନ ଗାର୍ଡେନ ଠାରେ କେକେଆର୍‌ ଓ ପଞ୍ଜାବ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ବର୍ଷା ଯୋଗୁଁ ଅଧାରୁ ବନ୍ଦ ରହିଥିଲା। ବର୍ଷା ଛାଡିଯିବାରୁ ୮.୧୫ ମିନିଟରେ ଏହି ମ୍ୟାଚ୍‌ ପୁଣିଥରେ ଖେଳାଯିବାକୁ ସ୍ଥିର ହୋଇଛି। ଡିଏଲ୍‌ ନିୟମ ଅନୁସାରେ ପଞ୍ଜାବକୁ ଜିତିବାକୁ ୧୩ ଓଭରରେ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦିଆଯାଇଛି। ଫଳରେ ପଞ୍ଜାବକୁ ଜିତିବାକୁ ହେଲେ ଆଉ ମାତ୍ର ୨୯ ରନ୍‌ କରିବାକୁ ପଡ଼ିବ। […]

eden-kkr-1524317294

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 08:15 PM IST

ବର୍ଷା ବାଧକ ପରେ ପୁଣି ଥରେ ମ୍ୟାଚ୍‌ ଆରମ୍ଭ ହେବ। କୋଲକାତାର ଇଡେନ ଗାର୍ଡେନ ଠାରେ କେକେଆର୍‌ ଓ ପଞ୍ଜାବ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ବର୍ଷା ଯୋଗୁଁ ଅଧାରୁ ବନ୍ଦ ରହିଥିଲା। ବର୍ଷା ଛାଡିଯିବାରୁ ୮.୧୫ ମିନିଟରେ ଏହି ମ୍ୟାଚ୍‌ ପୁଣିଥରେ ଖେଳାଯିବାକୁ ସ୍ଥିର ହୋଇଛି। ଡିଏଲ୍‌ ନିୟମ ଅନୁସାରେ ପଞ୍ଜାବକୁ ଜିତିବାକୁ ୧୩ ଓଭରରେ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦିଆଯାଇଛି। ଫଳରେ ପଞ୍ଜାବକୁ ଜିତିବାକୁ ହେଲେ ଆଉ ମାତ୍ର ୨୯ ରନ୍‌ କରିବାକୁ ପଡ଼ିବ। ପଞ୍ଜାବ ୮.୨ ଓଭରରେ ୯୬ ରନ୍‌ କରିସାରିଛି।

Related story