ଶ୍ରୀଲଙ୍କାର ସ୍ଥିତି ସମ୍ଭାଳିଲେ ମାଥ୍ୟୁସ ଓ ଥିରୁମାନି

ଲିଡ୍ସ: ଭାରତ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ବ୍ୟାଟିଂ ବିର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ଏକାଦା ୫୫ ରନ୍‌ରେ ୪ ୱିକେଟ୍‌ ହରାଇଥିଲା। ତେବେ ଦଳର ଦୁଇ ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ଓ ଲାହିରୁ ଥରୁମାନି ଦଳକୁ ସମ୍ଭାଳିଛନ୍ତି। ଉଭୟ ବେଶ ସକାରାତ୍ମକ ଢଙ୍ଗରେ ଭାରତୀୟ ବୋଲରଙ୍କୁ ମୁକାବିଲା ସହ ଦଳୀୟ ସ୍କୋରକୁ ଆଗକୁ ନେଇଛନ୍ତି। ୩୦ ଓଭର ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ୍‌ ହରାଇ ୧୨୭ ରନ୍‌ କରିଛି। […]

aqa

Hemant Lenka
  • Published: Saturday, 06 July 2019
  • , Updated: 06 July 2019, 05:09 PM IST

ଲିଡ୍ସ: ଭାରତ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ବ୍ୟାଟିଂ ବିର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ଏକାଦା ୫୫ ରନ୍‌ରେ ୪ ୱିକେଟ୍‌ ହରାଇଥିଲା।

ତେବେ ଦଳର ଦୁଇ ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ଓ ଲାହିରୁ ଥରୁମାନି ଦଳକୁ ସମ୍ଭାଳିଛନ୍ତି। ଉଭୟ ବେଶ ସକାରାତ୍ମକ ଢଙ୍ଗରେ ଭାରତୀୟ ବୋଲରଙ୍କୁ ମୁକାବିଲା ସହ ଦଳୀୟ ସ୍କୋରକୁ ଆଗକୁ ନେଇଛନ୍ତି।

୩୦ ଓଭର ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ୍‌ ହରାଇ ୧୨୭ ରନ୍‌ କରିଛି। ମାଥ୍ୟୁସ ୬୯ଟି ବଲ୍‌ରେ ୪୧ ଓ ଥିରୁମାନି ୪୬ ବଲ୍‌ରେ ୩୧ ରନ୍‌ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ବୁମରା ୨ଟି, ପାଣ୍ଡ୍ୟା ଓ ଜେଡେଜା ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

Related story