ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ୍‌ରେ ହୋଇଥିଲା ଫିକ୍ସିଂ ! ଜୋର ଧରିଲା ଚର୍ଚ୍ଚା

  ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ଫାଇନାଲ ମ୍ୟାଚ୍‌ରେ ଫିକ୍ସିଂ ଅଭିଯୋଗ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠୱାଲେ। କ୍ୟାପଟେନ୍ ବିରାଟ କୋହଲି ଏବଂ ବରିଷ୍ଠ ଖେଳାଳି ଯୁବରାଜ ସିଂଙ୍କ ବିରୋଧରେ ସେ ଏହି ଅଭିଯୋଗ ଆଣିଛନ୍ତି । ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌ରେ ହୋଇଥିବା ଫିକ୍ସିଂର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଏହି ମ୍ୟାଚରେ ପାକିସ୍ତାନ ଠାରୁ […]

ct

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 07:45 PM IST

 

ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ଫାଇନାଲ ମ୍ୟାଚ୍‌ରେ ଫିକ୍ସିଂ ଅଭିଯୋଗ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠୱାଲେ। କ୍ୟାପଟେନ୍ ବିରାଟ କୋହଲି ଏବଂ ବରିଷ୍ଠ ଖେଳାଳି ଯୁବରାଜ ସିଂଙ୍କ ବିରୋଧରେ ସେ ଏହି ଅଭିଯୋଗ ଆଣିଛନ୍ତି । ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌ରେ ହୋଇଥିବା ଫିକ୍ସିଂର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଏହି ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ଶୋଚନୀୟ ପରାସ୍ତ ହୋଇଥିଲା।. ତେବେ ଏ ନେଇ ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ

Related story