ପୁରୁଷ ପ୍ରଧାନ ଖେଳ କ୍ରିକେଟ୍‌ରେ ମିତାଲିଙ୍କ ରାଜ୍‌

ଗୁଏନା: ଆର୍ୟଲ୍ୟାଣ୍ଡ ବିପକ୍ଷରେ ଗୁଏନାର ପ୍ରୋଭିନ୍ସ ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ମହିଳା ଟି୨୦ ବିଶ୍ୱକପ୍ ମ୍ୟାଚ୍‌ରେ ଭାରତର ବିଜୟ ସହିତ ପୂର୍ବତନ ଅଧିନାୟକ ମିତାଲି ରାଜ୍‌ଙ୍କୁ ମିଳିଛି ଅଦ୍ଭୁତପୂର୍ବ ସଫଳତା। ଗୁରୁବାର ଏହି ୩୫ ବର୍ଷୀୟ ଖେଳାଳି ୫୬ଟି ବଲ୍‌ରୁ ୫୧ ରନ୍‌ କରିବା ସହିତ ସୀମିତ ଓଭର ଖେଳ ଟି୨୦ରେ ୨୨୮୩ ରନ୍‌ର ମାଇଲ୍‌ଖୁଣ୍ଟ ଛୁଇଁପାରିଛନ୍ତି। ସେ ବର୍ତ୍ତମାନ ଟି୨୦ରେ ସବୁଠାରୁ ଅଧିକ ସ୍କୋର କରିଥିବା ଭାରତୀୟ କ୍ରିକେଟ୍‌ ଖେଳାଳି। ଆଜ୍ଞା ହଁ। ରୋହିତ ଶର୍ମା, ବିରାଟ […]

mitali-raj

mitali-raj

Subrat Kumar Nayak
  • Published: Friday, 16 November 2018
  • Updated: 16 November 2018, 01:26 AM IST

Sports

Latest News

ଗୁଏନା: ଆର୍ୟଲ୍ୟାଣ୍ଡ ବିପକ୍ଷରେ ଗୁଏନାର ପ୍ରୋଭିନ୍ସ ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ମହିଳା ଟି୨୦ ବିଶ୍ୱକପ୍ ମ୍ୟାଚ୍‌ରେ ଭାରତର ବିଜୟ ସହିତ ପୂର୍ବତନ ଅଧିନାୟକ ମିତାଲି ରାଜ୍‌ଙ୍କୁ ମିଳିଛି ଅଦ୍ଭୁତପୂର୍ବ ସଫଳତା। ଗୁରୁବାର ଏହି ୩୫ ବର୍ଷୀୟ ଖେଳାଳି ୫୬ଟି ବଲ୍‌ରୁ ୫୧ ରନ୍‌ କରିବା ସହିତ ସୀମିତ ଓଭର ଖେଳ ଟି୨୦ରେ ୨୨୮୩ ରନ୍‌ର ମାଇଲ୍‌ଖୁଣ୍ଟ ଛୁଇଁପାରିଛନ୍ତି। ସେ ବର୍ତ୍ତମାନ ଟି୨୦ରେ ସବୁଠାରୁ ଅଧିକ ସ୍କୋର କରିଥିବା ଭାରତୀୟ କ୍ରିକେଟ୍‌ ଖେଳାଳି। ଆଜ୍ଞା ହଁ। ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରୈନା ଏବଂ ମହେନ୍ଦ୍ର ସିଂହ ଧୋନି ଆଦି ଭାରତୀୟଙ୍କୁ ସେ ପଛରେ ପକାଇ ଦେଇଛନ୍ତି।
https://twitter.com/ICC/status/1063121333163384832
ଟି୨୦ରେ କ୍ୟାରିଅର୍‌ ସ୍କୋର ହିସାବରେ ତାଙ୍କ ପଛକୁ ରୋହିତଙ୍କ ସ୍କୋର ୨୨୦୭, କୋହଲିଙ୍କ ସ୍କୋର ୨୧୦୨, ରୈନାଙ୍କ ସ୍କୋର ୧୬୦୫ ଏବଂ ଧୋନିଙ୍କ ସ୍କୋର ୧୪୮୭ ରହିଛି । ପୁରୁଷ ଖେଳାଳିଙ୍କ ମଧ୍ୟରେ ମାର୍ଟିନ୍‌ ଗୁପ୍ଟିଲ୍‌ଙ୍କ ୨୨୭୧ ରନ୍‌କୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି। କୌଣସି ମଧ୍ୟ ପୁରୁଷ ଖେଳାଳିଙ୍କ ସ୍କୋର ତାଙ୍କଠାରୁ ଅଧିକ ନାହିଁ। ତାଙ୍କଠାରୁ ଅଧିକ ରନ୍ କରିଥିବା ସମସ୍ତ ଖେଳାଳି ମହିଳା।
https://twitter.com/WorldT20/status/1063146260348223490
ପ୍ରଥମ ଭାରତୀୟ ଭାବେ ୨୦୦୦ ରନ୍‌ କରିଥିବାର ରେକର୍ଡ ହାସଲ କରିଥିବା ମିତାଲିଙ୍କ ଉପରକୁ ସୁଜି ବେଟ୍ସ, ଷ୍ଟାଫାନୀ ଟେଲର୍‌ ଏବଂ ଚାର୍ଲୋଟ୍‌ ଏଡ୍‌ୱାର୍ଡସ ଯଥାକ୍ରମେ ୨୯୬୧, ୨୬୯୧ ଏବଂ ୨୬୦୫ ରନ୍‌ ସହିତ ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି। ମିତାଲିଙ୍କ ଆଜିର ଅର୍ଦ୍ଧଶତକକୁ ମିଶାଇଲେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଉଭୟ ମହିଳା ଓ ପୁରୁଷ କ୍ରିକେଟ୍‌ରେ ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ ହୋଇପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story