ମିତାଲିଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ, ସଚିନ୍‌ଙ୍କ କ୍ଲବ୍‌ରେ ସାମିଲ

ମାଉଣ୍ଟ୍ ମୌଙ୍ଗନୁଇ: ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ମହିଳା ବିଶ୍ୱକପ୍‌ରେ ଭାରତ ଆଜି ଠାରୁ ତା’ର ଅଭିଯାନ ଆରମ୍ଭ କରିଥିବା ବେଳେ କ୍ୟାପ୍‌ଟେନ୍‌ ମିତାଲି ରାଜ୍‌ଙ୍କ ସହିତ ଯୋଡ଼ି ହୋଇଯାଇଛି ଏକ ନୂଆ ରେକର୍ଡ। ପ୍ରଥମ ମହିଳା କ୍ରିକେଟର ଭାବେ ମିତାଲି ୬ଟି ବିଶ୍ୱକପ୍‌ରେ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ୨୦୦୦ରେ ମିତାଲି ପ୍ରଥମ ବିଶ୍ୱକପ୍ ଖେଳିଥିଲେ। ତା’ପରେ ୨୦୦୫, ୨୦୦୯, ୨୦୧୩ ଓ ୨୦୧୭ ବିଶ୍ୱକପ୍‌ ଟିମ୍‌ରେ ସେ ସାମିଲ ହୋଇଥିଲା। ଆଉ ୨୦୨୨ ବିଶ୍ୱକପ୍ ଟିମ୍‌ରେ ସାମିଲ […]

Mithali Raj

Mithali Raj

Jitendra Garnayak
  • Published: Sunday, 06 March 2022
  • Updated: 06 March 2022, 10:15 AM IST

Sports

Latest News

ମାଉଣ୍ଟ୍ ମୌଙ୍ଗନୁଇ: ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ମହିଳା ବିଶ୍ୱକପ୍‌ରେ ଭାରତ ଆଜି ଠାରୁ ତା’ର ଅଭିଯାନ ଆରମ୍ଭ କରିଥିବା ବେଳେ କ୍ୟାପ୍‌ଟେନ୍‌ ମିତାଲି ରାଜ୍‌ଙ୍କ ସହିତ ଯୋଡ଼ି ହୋଇଯାଇଛି ଏକ ନୂଆ ରେକର୍ଡ। ପ୍ରଥମ ମହିଳା କ୍ରିକେଟର ଭାବେ ମିତାଲି ୬ଟି ବିଶ୍ୱକପ୍‌ରେ ଖେଳିବାର ଗୌରବ ଅର୍ଜନ କରିଛନ୍ତି।

୨୦୦୦ରେ ମିତାଲି ପ୍ରଥମ ବିଶ୍ୱକପ୍ ଖେଳିଥିଲେ। ତା’ପରେ ୨୦୦୫, ୨୦୦୯, ୨୦୧୩ ଓ ୨୦୧୭ ବିଶ୍ୱକପ୍‌ ଟିମ୍‌ରେ ସେ ସାମିଲ ହୋଇଥିଲା। ଆଉ ୨୦୨୨ ବିଶ୍ୱକପ୍ ଟିମ୍‌ରେ ସାମିଲ ହେବା ସହିତ ସେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି ଡ୍ୟାବି ହୋକ୍‌ଲି ଓ ଇଂଲଣ୍ଡର ଚାରଲୋଟ ଏଡ୍‌ୱାର୍ଡସଙ୍କୁ ପଛରେ ପକାଇ ଦେଇଛନ୍ତି।

ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ମିତାଲି ହେଉଛନ୍ତି ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଭାରତୀୟ କ୍ରିକେଟର। ସଚିନ୍ ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୦୭ ଓ ୨୦୧୧ ବିଶ୍ୱକପ୍‌ ଖେଳିଥିଲେ। ସେହିଭଳି ସଚିତ ଓ ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେସ ମିଆଁଦାଦାଙ୍କ ପରେ ମିତାଲି ହେଉଛନ୍ତି ତୃତୀୟ କ୍ରିକେଟର ଯିଏ ୬ଟି ବିଶ୍ୱକପ୍‌ ଖେଳିଛନ୍ତି।

ଆଜି ମହିଳା ବିଶ୍ୱକପ୍‌ରେ ଭାରତୀୟ ଟିମ୍ ତା’ର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳୁଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଛି। ଦଳ ୫୦ ଓଭରରେ ୭ଟି ୱିକେଟ୍ ହରାଇ ୨୪୪ ରନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story