ମହମ୍ମଦ ଇମ୍ରାନ୍ ମେମୋରିଆଲ୍ ଟ୍ୱିନ୍ ସିଟି ଅଣ୍ଡର୍‌-୧୭ କ୍ରିକେଟ୍‌: ସେମିରେ ରାମେଶ୍ୱର ସ୍ପୋର୍ଟିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀ ଜୟଦେବ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ସ୍ଥାନୀୟ କଲେଜ ଗ୍ରାଉଣ୍ଡରେ ମହମ୍ମଦ ଇମ୍ରାନ୍ ମେମୋରିଆଲ୍ ଟ୍ୱିନ୍ ସିଟି ଅଣ୍ଡର୍‌-୧୭ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ୭ ୱିକେଟରେ କଟକ ରାଇଜିଂ ଷ୍ଟୁଡେଣ୍ଟକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଇଜିଂ ଷ୍ଟୁଡେଣ୍ଟ ନିର୍ଦ୍ଧାରିତ ୩୦ ଓଭରରେ ୬ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। ଦଳ ପକ୍ଷରୁ ସୁମିତ୍ […]

u-17

u-17

Ranjit Kumar Jena
  • Published: Monday, 04 November 2019
  • Updated: 04 November 2019, 08:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀ ଜୟଦେବ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ସ୍ଥାନୀୟ କଲେଜ ଗ୍ରାଉଣ୍ଡରେ ମହମ୍ମଦ ଇମ୍ରାନ୍ ମେମୋରିଆଲ୍ ଟ୍ୱିନ୍ ସିଟି ଅଣ୍ଡର୍‌-୧୭ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ୭ ୱିକେଟରେ କଟକ ରାଇଜିଂ ଷ୍ଟୁଡେଣ୍ଟକୁ ହରାଇ ସେମିଫାଇନାଲରେ ପହଞ୍ଚିଛି।

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଇଜିଂ ଷ୍ଟୁଡେଣ୍ଟ ନିର୍ଦ୍ଧାରିତ ୩୦ ଓଭରରେ ୬ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। ଦଳ ପକ୍ଷରୁ ସୁମିତ୍ ରାଉତ ୬୦ ରନ୍ କରିଥିବା ବେଳେ ରାମେଶ୍ୱର ସ୍ପୋର୍ଟିଂ ପକ୍ଷରୁ ଶୁଭ୍ରକାନ୍ତ ପରିଡ଼ା ୩ଟି ୱିକେଟ୍ ନେଇଥିଲେ। ଜବାବରେ ରାମେଶ୍ୱର ସ୍ପୋର୍ଟିଂ ୨୪.୨ ଓଭରରେ ୩ ୱିକେଟ୍ ହରାଇ ୧୩୭ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଏମ୍ ଗୌତମ ୮୧ ବଲରେ ୮୮ (୧୧ ଚୌକା, ୨ ଛକା) ରନ୍ କରିଥିଲେ।

ଏହି ମ୍ୟାଚକୁ ଅମ୍ପାୟାର ଭାବେ ସୁଶାନ୍ତ ଦାଶ ଓ ପ୍ରସନ୍ନ ବେଉରା ପରିଚାଳନା କରିଥିବା ବେଳେ ମ୍ୟାଚ୍ ରେଫରୀ ଦାୟିତ୍ୱ ତୁଲାଇଥିଲେ ମାନୁ ମହାପାତ୍ର। ମ୍ୟାଚରେ ଅତିଥି ଭାବେ ପୂର୍ବତନ ରାଜ୍ୟ ଅଣ୍ଡର୍‌-୧୬ ଓ ଅଣ୍ଡର୍‌-୧୬ କୋଚ୍ ଓ ଚୟନକର୍ତ୍ତା କ୍ଷୀରୋଦ ବେହେରା, ପୂର୍ବତନ କ୍ରିକେଟର୍ ସରୋଜ କୁମାର ଜେନା, ଭାରତ-ଏ ମହିଳା କ୍ରିକେଟ୍ ଦଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଯୋଗ ଦେଇଥିଲେ। ସେହିପରି କ୍ଲବର ସଦସ୍ୟ ଦକ୍ଷବ୍ରହ୍ମ ରାଉତରାୟ, ବିଜୟ କୁମାର ଦାସ, ତପନ ସାହୁ, ବିଷ୍ଣୁ ସାହୁ, ବଦ୍ରି ପାତ୍ର, ଉମାକାନ୍ତ ବେହେରା, ଚନ୍ଦନ ନାଏକ, ଲିଙ୍ଗରାଜ ମହାନ୍ତି ଓ ଜଗମୋହନ ସ୍ୱାଇଁ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story