ବ୍ୟାଟ୍ ଛାଡ଼ି ଚାଷ କଲେ ଧୋନି, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି । କିନ୍ତୁ ଖୁବ୍ ଶୀଘ୍ର ତାଙ୍କୁ ପୁଣିଥରେ ବ୍ୟାଟ୍ ଧରୁଥିବାର ଦେଖିବାକୁ ମିଳିବ। ଅନ୍ତର୍ଜାତୀୟ କ୍ରିକେଟରୁ ୭ମାସ ଦୂରେଇ ରହିବା ପରେ ଧୋନି ଆସନ୍ତାମାସରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ ଜରିଆରେ କମବ୍ୟାକ୍ କରିବେ । ତେବେ ଏହା ପୂର୍ବରୁ ଧୋନିଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଫେସବୁକ୍ ଆକାଉଣ୍ଟରେ ଶେଆର୍ କରାଯାଇଥିବା ଏକ ଭିଡିଓରେ ଧୋନିଙ୍କୁ ନୂଆ ରୂପରେ […]

msd

msd

Ranjit Kumar Jena
  • Published: Thursday, 27 February 2020
  • Updated: 27 February 2020, 09:52 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି । କିନ୍ତୁ ଖୁବ୍ ଶୀଘ୍ର ତାଙ୍କୁ ପୁଣିଥରେ ବ୍ୟାଟ୍ ଧରୁଥିବାର ଦେଖିବାକୁ ମିଳିବ। ଅନ୍ତର୍ଜାତୀୟ କ୍ରିକେଟରୁ ୭ମାସ ଦୂରେଇ ରହିବା ପରେ ଧୋନି ଆସନ୍ତାମାସରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ ଜରିଆରେ କମବ୍ୟାକ୍ କରିବେ । ତେବେ ଏହା ପୂର୍ବରୁ ଧୋନିଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି।

ଫେସବୁକ୍ ଆକାଉଣ୍ଟରେ ଶେଆର୍ କରାଯାଇଥିବା ଏକ ଭିଡିଓରେ ଧୋନିଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଛି। ଧୋନି ଏବେ ଚାଷ କରିବା ପାଇଁ ଯୋଜନା କରୁଛନ୍ତି। କେବଳ ଏତିକି ନୁହେଁ, ସେ ଏହା ଉପରେ କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି। ୩୮ ବର୍ଷୀୟ ଧୋନି ଜୈବିକ (ଅର୍ଗାନିକ୍‌) ଚାଷ ଆରମ୍ଭ କରିଛନ୍ତି ବର୍ତ୍ତମାନ ଧୋନି ନିଜର ହୋମ୍ ଟାଉନ୍ ରାଞ୍ଚିରେ ତରଭୁଜ ଓ ଭଣ୍ଡା ଲଗାଇବାର କଳା ଶିଖୁଛନ୍ତି। ଏପରି ଲାଗୁଛି ଯେପରି ଧୋନି ଏବେ ଅବସର ପରର ଯୋଜନା ଆରମ୍ଭ କରିଦେଇଛନ୍ତି।

ଧୋନି ନିଜ ଆକାଉଣ୍ଟରେ ଏହି ଭିଡିଓ ଶେଆର୍ କରି ଲେଖିଛନ୍ତି, ରାଞ୍ଚିରେ ୨୦ଦିନରେ ତରଭୁଜ ଓ ଭଣ୍ଡାର ଜୈବିକ ଚାଷ ଆରମ୍ଭ କରିଛି ଏବଂ ପ୍ରଥମଥର ଏଭଳି କିଛି କରି ମୁଁ ବହୁତ ଉତ୍ସାହିତ। ଦୁଇ ମିନିଟର ଏହି ଭିଡିଓରେ ଧୋନିଙ୍କୁ ଚାଷ କରିବା ପୂର୍ବରୁ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି। ଏହା ମଧ୍ୟରେ ସେ ଅଗରବତି ଲଗାଇବା ସହ ନଡ଼ିଆ ଭାଙ୍ଗିଥିଲେ। ଅନ୍ୟପକ୍ଷରେ କ୍ରିକେଟରେ ବାହାରେ ଥିବା ଧୋନି ଆଇପିଏଲ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେ ମଙ୍ଗଳବାର ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story