ଅବସର ପରେ ରାଜନୀତିରେ ମିଶିବେ ଧୋନି!

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିସହ ଧୋନି କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ, ତା’କୁ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କିଛି ଲୋକ ଧୋନି ଅବସର ନେବା ପରେ ପେଣ୍ଟିଂରେ କ୍ୟାରିୟର କରିବେ ବୋଲି କହୁଥିବା ବେଳେ ଆଉ କିଛି ଲୋକ ମାହି ରାଜନୀତି କରିବେ ବୋଲି କହୁଛନ୍ତି। ତେବେ ଏସବୁ ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ […]

s

s

Hemant Lenka
  • Published: Saturday, 13 July 2019
  • Updated: 13 July 2019, 03:40 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିସହ ଧୋନି କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ, ତା’କୁ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କିଛି ଲୋକ ଧୋନି ଅବସର ନେବା ପରେ ପେଣ୍ଟିଂରେ କ୍ୟାରିୟର କରିବେ ବୋଲି କହୁଥିବା ବେଳେ ଆଉ କିଛି ଲୋକ ମାହି ରାଜନୀତି କରିବେ ବୋଲି କହୁଛନ୍ତି।

ତେବେ ଏସବୁ ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସଞ୍ଜୟ ପାଶ୍ୱାନ ଆଜି ଦେଇଥିବା ବୟାନ ପୂରା ଘଟଣାକୁ ନୂଆ ମୋଡ଼ ଦେଇଛି। ଧୋନି କ୍ରିକେଟରୁ ଅବସର ନେବା ପରେ ରାଜନୀତିକୁ ଆସିବେ ଏବଂ ସେ ବିଜେପିରେ ଯୋଗଦେବେ ବୋଲି ଶ୍ରୀ ପାଶ୍ୱାନ କହିଛନ୍ତି।

ଜାତୀୟ ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ସାକ୍ଷାତକାର ଦେଇ ପାଶ୍ୱାନ କହିଛନ୍ତି, “ଅବସର ପରେ ମହେନ୍ଦ୍ର ସିଂହ ଧୋନି ତାଙ୍କର ରାଜନୀତିକ ଇନିଂସ ଆରମ୍ଭ କରିବେ। ସେ ଟିମ୍‌ ନରେନ୍ଦ୍ର ମୋଦିରେ ମଧ୍ୟ ସାମିଲ ହୋଇପାରନ୍ତି।

ଧୋନି ବିଜେପିରେ ମିଶିବେ ବୋଲି ଦୀର୍ଘଦିନରୁ ଆଲୋଚନା ଚାଲିଛି। ତେବେ ଏସର୍ମ୍ପକିତ ନିଷ୍ପତ୍ତି ଧୋନିଙ୍କ ଅବସର ପରେ ହିଁ ଚୂଡ଼ାନ୍ତ ରୂପ ନେବ। ଧୋନି ହେଉଛନ୍ତି ମୋ ବନ୍ଧୁ। ବିଶ୍ୱ କ୍ରିକେଟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ଦଳକୁ ଆଣିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ।”

୨୦୧୯ ବିଶ୍ୱକପ୍‌ରେ ଭାରତ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲା। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ୍‌ରେ ଦଳ ହାରିବା ପରେ ଧୋନିଙ୍କ ଅବସର ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story