୨୦୨୧ରେ ପୁଣି ସିଏସକେ ପକ୍ଷରୁ ଖେଳିବେ ଧୋନି

ଚେନ୍ନାଇ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ହୁଏତ ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦେଇଥାଇପାରେ, କିନ୍ତୁ ଆଇପିଏଲରେ ସେ ଚେନ୍ନାଇ ସୁପର କିଙ୍ଗସ୍ ଟିମ୍ ସହ ରହିବେ। ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏନ୍ ଶ୍ରୀନିବାସନଙ୍କ ମତରେ ଧୋନି ଭାରତ ପକ୍ଷରୁ ପୁନର୍ବାର ଖେଳନ୍ତୁ କି ନାହିଁ, କିନ୍ତୁ ୨୦୨୧ ଆଇପିଏଲ୍ ନିଲାମୀ ବେଳେ ଚେନ୍ନାଇ ସୁପର କିଙ୍ଗସ୍ ଦ୍ୱାରା ତାଙ୍କୁ ଟିମରେ ରିଟେନ୍ ରଖାଯିବ। ବିସିସିଆଇ ଚୁକ୍ତିରୁ ବାଦ୍ ଦେବା […]

msd

msd

Ranjit Kumar Jena
  • Published: Sunday, 19 January 2020
  • Updated: 19 January 2020, 04:51 PM IST

Sports

Latest News

ଚେନ୍ନାଇ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ହୁଏତ ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦେଇଥାଇପାରେ, କିନ୍ତୁ ଆଇପିଏଲରେ ସେ ଚେନ୍ନାଇ ସୁପର କିଙ୍ଗସ୍ ଟିମ୍ ସହ ରହିବେ।

ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏନ୍ ଶ୍ରୀନିବାସନଙ୍କ ମତରେ ଧୋନି ଭାରତ ପକ୍ଷରୁ ପୁନର୍ବାର ଖେଳନ୍ତୁ କି ନାହିଁ, କିନ୍ତୁ ୨୦୨୧ ଆଇପିଏଲ୍ ନିଲାମୀ ବେଳେ ଚେନ୍ନାଇ ସୁପର କିଙ୍ଗସ୍ ଦ୍ୱାରା ତାଙ୍କୁ ଟିମରେ ରିଟେନ୍ ରଖାଯିବ। ବିସିସିଆଇ ଚୁକ୍ତିରୁ ବାଦ୍ ଦେବା ପରେ ଧୋନିଙ୍କର ସନ୍ନ୍ୟାସ ନେଇ ଖୁବ୍ ଚର୍ଚ୍ଚା ହେଉଛି।

ଇଣ୍ଡିଆ ସିମେଣ୍ଟସର ଉପାଧ୍ୟକ୍ଷ ଏବଂ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀନିବାସନ୍ କହିଛନ୍ତି, "ଧୋନି ନିଜ ଫ୍ରାଞ୍ଚାଇଜି ପକ୍ଷରୁ ଖେଳିବା ଜାରି ରଖିବେ। ଲୋକେ କହୁଛନ୍ତି ଯେ ଧୋନି କେବେ ସନ୍ନ୍ୟାସ ନେବେ। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଧୋନି ଚଳିତ ବର୍ଷ ଆଇପିଏଲ୍ ଖେଳିବ। ଆସନ୍ତାବର୍ଷ ମଧ୍ୟ ନିଲାମୀରେ ମଧ୍ୟ ସେ (ଧୋନି) ସାମିଲ୍ ହେବେ ଏବଂ ତାଙ୍କୁ ରିଟେନ୍ କରାଯିବ। ଏ ନେଇ କାହା ମନରେ କୌଣସି ସନ୍ଦେହ ନାହିଁ।"

ଧୋନି ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣ ପରଠାରୁ ସିଏସକେ ସହ ରହିଆସିଛନ୍ତି ଏବଂ ଫ୍ରାଞ୍ଚାଇଜିକୁ ଦୁଇବର୍ଷ ସସପେଣ୍ଡ କରାଯାଇଥିଲା ଯେ ସେ ଟିମ୍ ପକ୍ଷରୁ ଖେଳିନଥିଲେ। ଏହି ୱିକେଟକିପର ବ୍ୟାଟ୍ସମ୍ୟାନଙ୍କ ନେତୃତ୍ୱରେ ଚେନ୍ନାଇ ତିନିଥର ଆଇପିଏଲ୍ ଟାଇଟଲ୍ ଜିତିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story