ଶ୍ରୀଲଙ୍କା ସିରିଜରେ ଅଷ୍ଟ୍ରେଲିଆର ବୋଲିଂ ଉପଦେଷ୍ଟା ରହିବେ ମୂରଲୀଧରନ

କଲମ୍ବୋ:ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳର ବୋଲିଂ ଉପଦେଷ୍ଟା ଭେବେ ଦାୟିତ୍ୱ ତୁଲାଇବେ ବୋଲିଂ କିମ୍ବଦନ୍ତୀ ସ୍ପିନର ମୂଥେୟା ମୂରଲୀଧରନ୍‌। ୪୪ ବର୍ଷୀୟ ଏହି କ୍ରିକେଟର ଜଣକ ଟେଷ୍ଟରେ ୮୦୦ଟି ୱିକେଟ ନେଇ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଜୁଲାଇ ୨୬ରେ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଫଲ୍ଲେଖେଲେ ଟେଷ୍ଟରେ ସେ ଅଷ୍ଟ୍ରେଲୀୟ ସ୍ପିନରଙ୍କୁ ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେବେ। ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍‌ ସ୍ମିଥ କହିଛନ୍ତି,“ମୂରଲୀ ଶ୍ରୀଲଙ୍କା ଦଳରୁ ଖେଳି […]

Muttiah-Muralitharan

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 07:02 PM IST

କଲମ୍ବୋ:ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳର ବୋଲିଂ ଉପଦେଷ୍ଟା ଭେବେ ଦାୟିତ୍ୱ ତୁଲାଇବେ ବୋଲିଂ କିମ୍ବଦନ୍ତୀ ସ୍ପିନର ମୂଥେୟା ମୂରଲୀଧରନ୍‌।

୪୪ ବର୍ଷୀୟ ଏହି କ୍ରିକେଟର ଜଣକ ଟେଷ୍ଟରେ ୮୦୦ଟି ୱିକେଟ ନେଇ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଜୁଲାଇ ୨୬ରେ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଫଲ୍ଲେଖେଲେ ଟେଷ୍ଟରେ ସେ ଅଷ୍ଟ୍ରେଲୀୟ ସ୍ପିନରଙ୍କୁ ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେବେ।

ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍‌ ସ୍ମିଥ କହିଛନ୍ତି,“ମୂରଲୀ ଶ୍ରୀଲଙ୍କା ଦଳରୁ ଖେଳି ବହୁ ଅଭିଜ୍ଞତା ଅର୍ଜନ କରିଛନ୍ତି। ତାଙ୍କ ଉପଦେଶକ୍ରମେ ଆମେ ଆମେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଜିତିବାକୁ ଆଶା ରଖିଛୁ।”

Related story