ମ୍ୟାଚ୍‌ ପରେ ଏମିତି କହିଲେ ରୋହିତ୍‌

ବିଶାଖାପାଟଣା: ଓପନିଂ ବ୍ୟାଟ୍ସମ୍ୟାନ୍‌ ଭାବେ ପ୍ରଥମଥର ପାଇଁ ଖେଳି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଶତକ ମାରିଥିବା ରୋହିତ୍‌ ଶର୍ମାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ଏ ନେଇ ରୋହିତ୍‌ ଟିମ୍‌ ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଜଣାଇଛନ୍ତି। ମ୍ୟାଚ୍‌ ପରେ ରୋହିତ୍‌ କହିଥିଲେ, “ମୁଁ କ୍ରିଜକୁ ଯାଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହୁଁଥିଲି। ଇନିଂସ୍‌ ଓପନ୍‌ କରିବା ମୋ ପାଇଁ ଭଲ ସୁଯୋଗ ଥିଲା। ଏଥିପାଇଁ ମୁଁ ସମସ୍ତଙ୍କୁ […]

sharma

sharma

Ranjit Kumar Jena
  • Published: Sunday, 06 October 2019
  • Updated: 06 October 2019, 09:58 PM IST

Sports

Latest News

ବିଶାଖାପାଟଣା: ଓପନିଂ ବ୍ୟାଟ୍ସମ୍ୟାନ୍‌ ଭାବେ ପ୍ରଥମଥର ପାଇଁ ଖେଳି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଶତକ ମାରିଥିବା ରୋହିତ୍‌ ଶର୍ମାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ଏ ନେଇ ରୋହିତ୍‌ ଟିମ୍‌ ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଜଣାଇଛନ୍ତି। ମ୍ୟାଚ୍‌ ପରେ ରୋହିତ୍‌ କହିଥିଲେ, "ମୁଁ କ୍ରିଜକୁ ଯାଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହୁଁଥିଲି। ଇନିଂସ୍‌ ଓପନ୍‌ କରିବା ମୋ ପାଇଁ ଭଲ ସୁଯୋଗ ଥିଲା। ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆମ ପାଇଁ ମ୍ୟାଚ୍ ଜିତିବାଠାରୁ ବଡ଼ କିଛି ନୁହେଁ ଏବଂ ଏଥିରେ ଆମେ ସଫଳ ମଧ୍ୟ ହେଲୁ।"

ରୋହିତ ଆହୁରି କହିଥିଲେ, "କିଛି ବର୍ଷ ତଳେ ମୋତେ ଓପନିଂ କରିବାକୁ ସଙ୍କେତ ଦିଆଯାଇଥିଲା ଏବଂ ଏଥିପାଇଁ ମୁଁ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ମଧ୍ୟ ଥିଲି। ମୋ ମତରେ, ଧଳା କିମ୍ବା ନାଲି ବଲ୍‌ ହେଉ, ଓପନିଂ କଲା ବେଳେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ବିଶେଷକରି ନିଜ ବେସିକ୍ସ ଉପରେ ଧ୍ୟାନ ଦେବା ଜରୁରି ଏବଂ ବଡ଼ କଥା ହେଉଛି ବୋଲରଙ୍କୁ ସମ୍ମାନ ଦେବାକୁ ପଡ଼ିଥାଏ। ମୁଁ ସର୍ବଦା ନିଜର ସ୍ୱାଭାବିକ ଖେଳ ଖେଳିବାକୁ ପସନ୍ଦ କରେ।

ଆଗାମୀ ଦିନରେ ମଧ୍ୟ ଏଭଳି ଖେଳିବା ଜାରି ରଖିବି। ମୁଁ ମୋ ଖେଳରେ ସତର୍କତା ଏବଂ ଆକ୍ରମଣାତ୍ମକକୁ ସାମିଲ୍‌ କରିଛି, କିନ୍ତୁ ଏହା ସବୁ ମ୍ୟାଚରେ ରହିବ ବୋଲି କିଛି ଗ୍ୟାରେଣ୍ଟି ହେବନି। ବେଳେ ବେଳେ ପିଚକୁ ଦେଖି ବ୍ୟାଟିଂ କରିବାକୁ ପଡ଼ିଥାଏ। ଏହି ମ୍ୟାଚରେ ମୋତେ ନାଁରେ ଅନେକ ରେକର୍ଡ ହୋଇଛି। କିନ୍ତୁ ମୋତେ ଏହାର ସୂଚନା ନଥିଲା। ଖେଳକୁ ଉପଭୋଗ କରିବା ଏବଂ ଟିମକୁ ଭଲ ସ୍ଥିତିରେ ଆଣିବାକୁ ମୋର ଏକମାତ୍ର ଲକ୍ଷ୍ୟ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story