ସୁନୀଲ ନାରିନ୍‌ଙ୍କ ବୋଲିଂ ଶୈଳୀରେ ତ୍ରୁଟି ନାହିଁ: ଆଇସିସି

ଦୁବାଇ: ୱେଷ୍ଟଇଣ୍ଡିଜ୍‌ର ଅଫ୍‌ସ୍ପିନର ସୁନୀଲ ନାରିନ୍‌ଙ୍କ ବୋଲିଂ ଶୈଳୀରେ ତ୍ରୁଟି ନାହିଁ। ସେ ଏବେ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରିବେ। ଶୁକ୍ରବାର ଏହି ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ସେ ଆଇପିଏଲ୍‌ର ନବମ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିପାରିବେ। ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ପାଇଁ ସୁନୀଲ ନାରିନଙ୍କୁ ଆଇସିସି ବାସନ୍ଦ କରିଥିଲା। ନାରିନ୍‌ ବୋଲିଂ କରିବା ବେଳେ ସୁନୀଲଙ୍କ ହାତ କହୁଣୀ ୧୬ ଡିଗ୍ରୀରୁ ଅଧିକ […]

sunil-narin

sunil-narin

Rakesh Mallick
  • Published: Friday, 08 April 2016
  • Updated: 08 April 2016, 04:47 PM IST

ଦୁବାଇ: ୱେଷ୍ଟଇଣ୍ଡିଜ୍‌ର ଅଫ୍‌ସ୍ପିନର ସୁନୀଲ ନାରିନ୍‌ଙ୍କ ବୋଲିଂ ଶୈଳୀରେ ତ୍ରୁଟି ନାହିଁ। ସେ ଏବେ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରିବେ। ଶୁକ୍ରବାର ଏହି ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ସେ ଆଇପିଏଲ୍‌ର ନବମ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିପାରିବେ।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ପାଇଁ ସୁନୀଲ ନାରିନଙ୍କୁ ଆଇସିସି ବାସନ୍ଦ କରିଥିଲା। ନାରିନ୍‌ ବୋଲିଂ କରିବା ବେଳେ ସୁନୀଲଙ୍କ ହାତ କହୁଣୀ ୧୬ ଡିଗ୍ରୀରୁ ଅଧିକ ରହିଛି।ଏହା ଆଇସିସି ନିୟମକୁ ଉଲ୍ଲଂଘନ କରୁଥିଲା। ଏ ନେଇ ନଭେମ୍ବରରେ ୱେଷ୍ଟଇଣ୍ଡିଜ୍‌ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ ଖେଳାଯାଉଥିବା ବେଳେ ଅଭିଯୋଗ ଆସିଥିଲା।

ଏହାକୁ ନେଇ ଆଇସିସି ପକ୍ଷରୁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟରରେ ନାରିନଙ୍କ ବୋଲିଂ ପରୀକ୍ଷା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story