IPLରେ ନୂଆ ଟ୍ରେଣ୍ଡ, ଟସ୍‌ ଜିତିଲେ ମ୍ୟାଚ୍ ଜିତିବ: ଆଜି ଡିଡି-ଆର୍‌ଆର୍‌ ମଧ୍ୟରେ ମ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ସିଜିନ ୧୧ର ଷଷ୍ଠ ମ୍ୟାଚ୍‌ ଆଜି ଜୟପୁର ସବାଇ ମାନସିଂ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ଆମ୍ନାସାମ୍ନା ହେବେ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ରାଜସ୍ଥାନ ରୟାଲ୍ସ। ଉଭୟ ଦଳ ପୂର୍ବରୁ ସେମାନଙ୍କର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବ ବେଳେ ଆଜିର ମ୍ୟାଚ୍‌ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ। ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଯେଉଁ ଟିମ୍ ଟସ୍‌ ଜିତିବ ସେହି ଟିମ୍‌ ପ୍ରଥମେ […]

top-image22-866x487

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 04:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ସିଜିନ ୧୧ର ଷଷ୍ଠ ମ୍ୟାଚ୍‌ ଆଜି ଜୟପୁର ସବାଇ ମାନସିଂ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ଆମ୍ନାସାମ୍ନା ହେବେ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ରାଜସ୍ଥାନ ରୟାଲ୍ସ। ଉଭୟ ଦଳ ପୂର୍ବରୁ ସେମାନଙ୍କର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବ ବେଳେ ଆଜିର ମ୍ୟାଚ୍‌ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ।

ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଯେଉଁ ଟିମ୍ ଟସ୍‌ ଜିତିବ ସେହି ଟିମ୍‌ ପ୍ରଥମେ ଫିଲ୍ଡିଂ କରିବ ଏଥିରେ ସନ୍ଦେହ ହାନିଁ। କାରଣ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଯେଉଁ ଟିମ୍‌ ରନ୍‌ ଚେଜ୍‌ କରୁଛି ସେହି ଟିମ୍‌ ଜିତୁଛି। ତେଣୁ ଆଜିର ମ୍ୟାଚ୍‌ର ଟସ୍ ବଡ଼ ଭୂମିକା ଗ୍ରହଣ କରିବ। ଟସ୍ ଜିତିବା ଟିମ୍‌ ପ୍ରଥମେ ଫିଲ୍ଡିଂ ନଷ୍ପତ୍ତି ନେଇ ଦ୍ୱିତୀୟ ଇଂନିରେ ରନ୍‌ ଚେଜ୍‌ କରିବ।

Related story