ବିଶ୍ଵକପ: ଜିତିବା ପାଇଁ ନାକେଦମ ହେଲା ନ୍ୟୁଜିଲ୍ୟାଣ୍ଡ

ଲଣ୍ଡନ: ମ୍ୟାଚ ହାରି ମଧ୍ୟ ଦିଲ୍ ଜିତିଲା ବାଂଲାଦେଶ। ଲଣ୍ଡନରେ ଚାଲିଥିବା ଆଇସିସି ବିଶ୍ୱକପର ନବମ ମ୍ୟାଚରେ ଗତକାଲି ବହୁ କଷ୍ଟରେ ବାଂଲାଦେଶକୁ ହରାଇବାରେ ସକ୍ଷମ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଲଣ୍ଡନର ଦି ଓଭାଲରେ ଖେଳାଯାଇଥିବା ମ୍ୟାଚରେ ୨ ଓ୍ୱିକେଟରେ ଜିତିଛି ନ୍ୟୁଜିଲ୍ୟାଣ୍ଡ। ଏହି ମ୍ୟାଚ ଜିତି ନ୍ୟୁଜିଲ୍ୟାଣ୍ଡ ୨ଟି ମ୍ୟାଚରୁ ୨ ଟି ଯାକ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଗତକାଲି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯ ଓଭର ୨ଟି ବଲରେ ୨୪୪ ରନ […]

New Zealand beat Bangladesh

New Zealand beat Bangladesh

Subhransu Sekhar
  • Published: Thursday, 06 June 2019
  • Updated: 06 June 2019, 09:17 AM IST

Sports

Latest News

ଲଣ୍ଡନ: ମ୍ୟାଚ ହାରି ମଧ୍ୟ ଦିଲ୍ ଜିତିଲା ବାଂଲାଦେଶ। ଲଣ୍ଡନରେ ଚାଲିଥିବା ଆଇସିସି ବିଶ୍ୱକପର ନବମ ମ୍ୟାଚରେ ଗତକାଲି ବହୁ କଷ୍ଟରେ ବାଂଲାଦେଶକୁ ହରାଇବାରେ ସକ୍ଷମ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଲଣ୍ଡନର ଦି ଓଭାଲରେ ଖେଳାଯାଇଥିବା ମ୍ୟାଚରେ ୨ ଓ୍ୱିକେଟରେ ଜିତିଛି ନ୍ୟୁଜିଲ୍ୟାଣ୍ଡ। ଏହି ମ୍ୟାଚ ଜିତି ନ୍ୟୁଜିଲ୍ୟାଣ୍ଡ ୨ଟି ମ୍ୟାଚରୁ ୨ ଟି ଯାକ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି।

ଗତକାଲି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯ ଓଭର ୨ଟି ବଲରେ ୨୪୪ ରନ କରି ଅଲଆଉଟ ହୋଇଥିଲା। ବାଂଲାଦେଶ ପକ୍ଷରୁ ଶକିବ ଅଲ ହସନ ୬୮ ବଲରେ ୬୪ ରନ କରିଥିଲେ। ଏହାପରେ ଦଳ ପକ୍ଷରୁ ମହମଦ ସୈଫୁଦ୍ଦିନ ୨୯, ମହମଦ ମିଥୁନ ୨୬, ସୌମ୍ୟ ସରକାର ୨୫, ତମିମ ଇକବାଲ ୨୪ ଏବଂ ମହମୁଦଲ୍ଲା ୨୦ ରନ କରିଥିଲେ।

ଏହାପରେ ୨୪୫ ରନ ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ୪୭ ଓଭର ଗୋଟିଏ ବଲରେ ୮ ଓ୍ୱିକେଟ ହରାଇ ୨୪୮ ରନ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସର୍ବାଧିକ ୮୨ ରନ କରି ରସ ଟେଲର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ମାର୍ଟିନ ଗପ୍ଟିଲ ୨୫, କଲିନ ମନରୋ ୨୪, ଜେ ନିସାମ ୨୫ ରନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story