ରିଓ ଅଲିମ୍ପିକ୍‌ରେ ବ୍ରାଜିଲକୁ ନେମାର ଦେଲେ ପ୍ରଥମ ସ୍ୱର୍ଣ୍ଣ

ଜୋହାନ୍ସବର୍ଗ: ରିଓ ଅଲିମ୍ପିକ୍‌ରେ ପୁରୁଷ ଫୁଟବଲ୍ ପ୍ରତିଯୋଗିତାରେ ଶନିବାର ଜର୍ମାନୀକୁ ୫-୪ ପେନାଲ୍ଟି ସୁଟ୍‌ଆଉଟ୍‌ ଦେଇ ପରାସ୍ତ କରିଛନ୍ତି ବ୍ରାଜିଲର ଫରୱାର୍ଡ ପ୍ଲେୟାର ନେମାର। ଏହି ବିଜୟ ସହ ବ୍ରାଜିଲ ଅଲିମ୍ପିକ୍‌ରେ ଜିତିଛି ପ୍ରଥମ ସ୍ୱର୍ଣ୍ଣ। ଜର୍ମାନୀକୁ ସିଲ୍‌ଭରରେ ସନ୍ତୁଷ୍ଟ ହେବାକୁ ପଡିଛି। ମାରକାନା ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ନେମାରଙ୍କ ତାଙ୍କ ଟିମ୍‌ ଜାର୍ମୀନୀକୁ ଗୋଟିଏ ପରେ ଗୋଟିଏ ଗୋଲ ଦେଇଥିଲା ବେଳେ ଜର୍ମାନ କିଛି କମ୍‌ ନ ଥିଲା। ଏହି ବିଜୟ ପରେ ବ୍ରାଜିଲରେ […]

neymar

Rakesh Mallick
  • Published: Sunday, 21 August 2016
  • , Updated: 22 August 2016, 07:31 AM IST

ଜୋହାନ୍ସବର୍ଗ: ରିଓ ଅଲିମ୍ପିକ୍‌ରେ ପୁରୁଷ ଫୁଟବଲ୍ ପ୍ରତିଯୋଗିତାରେ ଶନିବାର ଜର୍ମାନୀକୁ ୫-୪ ପେନାଲ୍ଟି ସୁଟ୍‌ଆଉଟ୍‌ ଦେଇ ପରାସ୍ତ କରିଛନ୍ତି ବ୍ରାଜିଲର ଫରୱାର୍ଡ ପ୍ଲେୟାର ନେମାର। ଏହି ବିଜୟ ସହ ବ୍ରାଜିଲ ଅଲିମ୍ପିକ୍‌ରେ ଜିତିଛି ପ୍ରଥମ ସ୍ୱର୍ଣ୍ଣ। ଜର୍ମାନୀକୁ ସିଲ୍‌ଭରରେ ସନ୍ତୁଷ୍ଟ ହେବାକୁ ପଡିଛି।

ମାରକାନା ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ନେମାରଙ୍କ ତାଙ୍କ ଟିମ୍‌ ଜାର୍ମୀନୀକୁ ଗୋଟିଏ ପରେ ଗୋଟିଏ ଗୋଲ ଦେଇଥିଲା ବେଳେ ଜର୍ମାନ କିଛି କମ୍‌ ନ ଥିଲା। ଏହି ବିଜୟ ପରେ ବ୍ରାଜିଲରେ ଖୁସିର ଲହରୀ ଖେଳି ଯାଇଛି।

Related story