ବାୟୁ ପ୍ରଦୁଷଣକୁ ନେଇ ଚିନ୍ତାରେ ବାଂଲାଦେଶ କୋଚ୍‌

ନୂଆଦିଲ୍ଲୀ: ଦିନକ ପରେ ଦିଲ୍ଲୀରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। କିନ୍ତୁ ଏହା ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଚିନ୍ତାର ବିଷୟ ପାଲଟିଛି। ଦେଶର ରାଜଧାନୀରେ ଶୁକ୍ରବାର ପ୍ରଦୁଷଣକୁ ନେଇ ସ୍ଥିତି ଆହୁରି ଗମ୍ଭୀର ହୋଇଛି ଏବଂ ଏଭଳି ସ୍ଥିତିରେ ହେଲଥ ଏମରଜେନ୍ସି ଘୋଷଣା କରିବାକୁ ପଡ଼ିଛି। ଗୁରୁବାର ଅଭ୍ୟାସ ବେଳେ ବାଂଲାଦେଶ ଖେଳାଳି ଲିଟନ୍ ଦାସ ମାସ୍କ ପିନ୍ଧି ମଇଦାନରେ ଅଭ୍ୟାସ କରୁଥିଲେ। ଆଜି ଶୁକ୍ରବାର ମଧ୍ୟ ଟିମର କିଛି […]

bangla

bangla

Ranjit Kumar Jena
  • Published: Friday, 01 November 2019
  • Updated: 01 November 2019, 06:35 PM IST

Sports

Latest News

ନୂଆଦିଲ୍ଲୀ: ଦିନକ ପରେ ଦିଲ୍ଲୀରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। କିନ୍ତୁ ଏହା ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଚିନ୍ତାର ବିଷୟ ପାଲଟିଛି। ଦେଶର ରାଜଧାନୀରେ ଶୁକ୍ରବାର ପ୍ରଦୁଷଣକୁ ନେଇ ସ୍ଥିତି ଆହୁରି ଗମ୍ଭୀର ହୋଇଛି ଏବଂ ଏଭଳି ସ୍ଥିତିରେ ହେଲଥ ଏମରଜେନ୍ସି ଘୋଷଣା କରିବାକୁ ପଡ଼ିଛି। ଗୁରୁବାର ଅଭ୍ୟାସ ବେଳେ ବାଂଲାଦେଶ ଖେଳାଳି ଲିଟନ୍ ଦାସ ମାସ୍କ ପିନ୍ଧି ମଇଦାନରେ ଅଭ୍ୟାସ କରୁଥିଲେ। ଆଜି ଶୁକ୍ରବାର ମଧ୍ୟ ଟିମର କିଛି ଖେଳାଳି ଏବଂ ସର୍ପୋଟ୍ ଷ୍ଟାଫଙ୍କୁ ମଧ୍ୟ ପଲ୍ୟୁସନ୍ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ବାଂଲାଦେଶର ପେସ୍ ବୋଲର ଅଲ୍ ଆମିନ୍ ହୁସେନ୍‌, ଟିମର ସ୍ପିନ୍ ବୋଲିଂ ପରାମର୍ଶଦାତା ଡାନିଏଲ୍ ଭେଟ୍ଟୋରୀ ଏବଂ କୋଚ୍ ରସେଲ୍ ଡୋମିଙ୍ଗୋ ଫିଲ୍ଡିଂ ସେସନ୍ ବେଳେ ମୁହଁରେ ମାସ୍କି ପିନ୍ଧିଥିଲେ।

ଦିଲ୍ଲୀରେ ଏଭଳି ବାୟୁ ପ୍ରଦୁଷଣକୁ ନେଇ ବାଂଲାଦେଶ ଟିମର କୋଚ୍ ଡୋମିଙ୍ଗୋ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, "ଦେଶର ରାଜଧାନୀର ପରିସ୍ଥିତି ଆଦୌ ଅନୁକୂଳ ନୁହେଁ। ତେବେ ଏହା କେବଳ ଆମ ପାଇଁ ନୁହେଁ, ବରଂ ଉଭୟ ଦଳକୁ ସାମ୍ନା କରିବାକୁ ପଡ଼ିବ। ଏଠାରେ ପାଗ ଭଲ ରହିଛି। ନା ବେଶି ଗରମ ଅଛି ନା ପବନ ହେଉଛି। କିନ୍ତୁ ପ୍ରଦୁଷଣ ଚିନ୍ତାର ବିଷୟ। ଏଭଳି ସ୍ଥିତିରେ ଉଭୟ ଦଳ ପାଇଁ ଏହା ଆଦର୍ଶ ସ୍ଥିତି ନୁହେଁ, କିନ୍ତୁ ଆମେ ଏହାର ଅଭିଯୋଗ କରୁନାହୁଁ । ଆମର ଫୋକସ୍ କେବଳ ମ୍ୟାଚ୍ ଉପରେ ରହିଛି। ଟିମର କିଛି ଖେଳାଳିଙ୍କ ଆଖି ଏବଂ ତଣ୍ଟିରେ ସାମାନ୍ୟ ସମସ୍ୟା ହେଉଛି, କିନ୍ତୁ ଏଥିରେ ସେଭଳି କୌଣସି ଚିନ୍ତାର କାରଣ ନାହିଁ। କେହି ଅସୁସ୍ଥ ହୋଇନାହାନ୍ତି କାହାର ଜୀବନ ଯିବାର ନାହିଁ। ଆମେ ଏଭଳି ପାଗରେ ୬ କିମ୍ବା ୭ ଘଣ୍ଟାରୁ ଅଧିକ ସମୟ ରହିବାକୁ ଚାହୁଁନୁ। ଆମେ ତିନି ଘଣ୍ଟାର ମ୍ୟାଚ୍ ଖେଳିବୁ ଏବଂ ତିନି ଘଣ୍ଟା ଅଭ୍ୟାସ ସେସନ୍ ରଖିଛୁ।"

ଏହି ସିରିଜ୍ ଆରମ୍ଭ ହେବା ପୂର୍ବରୁ ବାଂଲାଦେଶକୁ ବଡ଼ ଝଟକା ଲାଗିଥିଲା। ଟିମର ଏକ ନମ୍ବର ଖେଳାଳି ସାକିବ୍ ଅଲ୍ ହାସନଙ୍କ ଉପରେ ଆଇସିସି ଦୁଇବର୍ଷ ବାସନ୍ଦାଦେଶ ଲଗାଇଛି। ଏ ନେଇ କୋଚ୍ ଡୋମିଙ୍ଗୋ କହିଛନ୍ତି, "ଗତ କିଛି ସପ୍ତାହ ଆମ ପାଇଁ ବହୁତ କଠିନ ରହିଛି, କିନ୍ତୁ ବେଳେ ଏଭଳି ଘଟଣା ଖେଳାଳିମାନଙ୍କୁ ଅନେକ ଶିକ୍ଷା ଦେଇଥାଏ। ସାକିବଙ୍କ ବାସନ୍ଦ ହେବା ପରେ ଖେଳାଳିମାନେ ଖୁବ୍ ପରିଶ୍ରମ କରୁଛନ୍ତି। ସବୁ ଖେଳାଳିମାନେ ମ୍ୟାଚ୍ ଖେଳିବା ପାଇଁ ବେଶ୍ ଉତ୍ସାହିତ ମଧ୍ୟ ଅଛନ୍ତି। କିନ୍ତୁ ସମସ୍ତଙ୍କୁ ସାକିବଙ୍କୁ ଅନୁପସ୍ଥିତି ଅନୁଭୂତ ହେବ। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର। ସବୁ ଖେଳାଳି ତାଙ୍କୁ (ସାକିବ) ଆଦର୍ଶ ମାନନ୍ତି। ଏଥିପାଇଁ ତାଙ୍କ ଅନୁପସ୍ଥିତି ଆମ ପାଇଁ ବଡ଼ କ୍ଷତି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story