ପୁଣି ଟି-୨୦ ଲିଗ୍ ଆୟୋଜନ କରିବ ଓସିଏ

କଟକ (ଓଡ଼ିଶା ରିପୋର୍ଟର): ପୁଣି କମ୍ପିବ ବାରବାଟୀ। ଓପିଏଲ୍ ଷ୍ଟାଇଲରେ ଓସିଏଲର ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ୍ ଆସୋସିଏନ୍ (ଓସିଏ)। ଓପିଏଲରେ ଭାଗ ନେଇଥିବା ୮ଟି ଫ୍ରାଞ୍ଚାଇଜି ସହ ଆଲୋଚନା ପରେ ଓସିଏ ଏହି ବଡ଼ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ଏପ୍ରିଲ୍ ମାସରେ ଆୟୋଜନ କରାଯିବ ଏବଂ ଏଥିପାଇଁ ସମୟ ମଧ୍ୟ ଧାର୍ଯ୍ୟ ହୋଇସାରିଥିବା ସୂଚନା ମିଳିଛି। କେବଳ ଓସିଏ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରିବା ବାକି ରହିଲା। ଓପିଏଲରେ ଭାଗ ନେଇଥିବା ୮ଟି […]

ocl

ocl

Ranjit Kumar Jena
  • Published: Tuesday, 04 February 2020
  • Updated: 04 February 2020, 08:35 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ପୁଣି କମ୍ପିବ ବାରବାଟୀ। ଓପିଏଲ୍ ଷ୍ଟାଇଲରେ ଓସିଏଲର ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ୍ ଆସୋସିଏନ୍ (ଓସିଏ)। ଓପିଏଲରେ ଭାଗ ନେଇଥିବା ୮ଟି ଫ୍ରାଞ୍ଚାଇଜି ସହ ଆଲୋଚନା ପରେ ଓସିଏ ଏହି ବଡ଼ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ଏପ୍ରିଲ୍ ମାସରେ ଆୟୋଜନ କରାଯିବ ଏବଂ ଏଥିପାଇଁ ସମୟ ମଧ୍ୟ ଧାର୍ଯ୍ୟ ହୋଇସାରିଥିବା ସୂଚନା ମିଳିଛି। କେବଳ ଓସିଏ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରିବା ବାକି ରହିଲା।

ଓପିଏଲରେ ଭାଗ ନେଇଥିବା ୮ଟି ଟିମର ଫ୍ରାଞ୍ଚାଇଜି ପାଖରେ ମାଲିକାନା ରହିବ। ତେବେ କେବଳ ଟିମର ନାଁ ବଦଳିବା। ଏହାଛଡ଼ା ଫର୍ମାଟ୍ ଓ ଟୁର୍ଣ୍ଣାମେଣ୍ଟର ଅନ୍ୟାନ୍ୟ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ। ସବୁ ଫ୍ରାଞ୍ଚାଇଜି ମାଲିକଙ୍କ ସହ ଆଲୋଚନା ସରିଥିବା ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ତୃଣମୂଳସ୍ତରରେ କ୍ରିକେଟକୁ ପ୍ରୋତ୍ସାହନ ଦେବା ଏବଂ ନୂଆ ଖେଳାଳି ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଲିଗର ଆୟୋଜନ କରାଯିବ।

ଏପ୍ରିଲ୍ ମାସରେ ଖେଳାଯିବାକୁ ଏହି ଲିଗର ମ୍ୟାଚ୍ କେବଳ ବାରବାଟୀ ଷ୍ଟାଡିୟମରେ ନୁହେଁ, ବରଂ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆୟୋଜିତ ହେବ। ବିଭିନ୍ନ କାରଣରୁ ଓପିଏଲ୍‌ ବିବାଦରେ ଫସିଥିଲେ ହେଁ ଏଥିରୁ ଅନେକ ଯୁବ ପ୍ରତିଭା ବାହାରିଥିଲେ। ଯାହାମଧ୍ୟରୁ ବର୍ତ୍ତମାନ କିଛି କ୍ରିକେଟର ରାଜ୍ୟକୁ ପ୍ରତିନିଧିତ୍ୱ କରୁଛନ୍ତି। ତେବେ ଓସିଏର ଏହି ପଦପେକ୍ଷକୁ ଖେଳାଳିମାନେ ସ୍ୱାଗତ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୧ରେ ୧୦ଟି ଟିମକୁ ନେଇ ଆରମ୍ଭ ହୋଇଥିଲା ଓପିଏଲ୍‌। ତେବେ ଅନିୟମିତତା ଅଭିଯୋଗ କାରଣରୁ ୨୦୧୩ରେ ଏହାକୁ ବନ୍ଦ କରିଦିଆଯାଇଥିଲା। ଚିଟଫଣ୍ଡ ଅର୍ଥ ଖର୍ଚ୍ଚ, ସିନେ କଳାକାରଙ୍କ ସମ୍ପୃକ୍ତି ଏବଂ କଳାଧନ ଭଳି ଅଭିଯୋଗ ଟୁର୍ଣ୍ଣାମେଣ୍ଟକୁ କଳଙ୍କିତ କରିଥଲିା। ଏପରିକି ସିବିଆଇ ଅଭିଯୋଗର ତଦନ୍ତ କରିବା ସହ ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା। ତେଣୁ ଏଥର ଟୁର୍ଣ୍ଣାମେଣ୍ଟକୁ ବିବାଦମୁକ୍ତ କରିବା ଓସିଏ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story