ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ସ୍ୱସ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସାମର ଗୌହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ତୃତୀୟ ସଂସ୍କରଣରେ ଆଉ ଏକ ବଡ଼ ସଫଳତା ଆଣିଛନ୍ତି ସ୍ୱସ୍ତି ସିଂ। ରାଉରକେଲାର ଏହି ଷ୍ଟାର୍ ସାଇକ୍ଲିଷ୍ଟ ସ୍ୱସ୍ତି ମଙ୍ଗଳବାର ଓଡ଼ିଶା ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି। କ୍ରମାଗତ ୨ୟ ଦିନରେ ସ୍ୱସ୍ତି ଲଗାତାର ଦୁଇଟି ପଦକ ଜିତି ରାଜ୍ୟ ପାଇଁ ଅପୂର୍ବ ଗୌରବ ଆଣିଛନ୍ତି। ଏଥିସହ କ୍ରମାଗତ ଷଷ୍ଠ ଦିବସରେ ଓଡ଼ିଶାକୁ ପଦକ ମିଳିଛି। ସୋମବାର ସ୍ୱସ୍ତି ୨୧ ବର୍ଷରୁ […]

SWASTI1

SWASTI1

Ranjit Kumar Jena
  • Published: Tuesday, 14 January 2020
  • Updated: 14 January 2020, 09:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସାମର ଗୌହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ତୃତୀୟ ସଂସ୍କରଣରେ ଆଉ ଏକ ବଡ଼ ସଫଳତା ଆଣିଛନ୍ତି ସ୍ୱସ୍ତି ସିଂ। ରାଉରକେଲାର ଏହି ଷ୍ଟାର୍ ସାଇକ୍ଲିଷ୍ଟ ସ୍ୱସ୍ତି ମଙ୍ଗଳବାର ଓଡ଼ିଶା ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି। କ୍ରମାଗତ ୨ୟ ଦିନରେ ସ୍ୱସ୍ତି ଲଗାତାର ଦୁଇଟି ପଦକ ଜିତି ରାଜ୍ୟ ପାଇଁ ଅପୂର୍ବ ଗୌରବ ଆଣିଛନ୍ତି। ଏଥିସହ କ୍ରମାଗତ ଷଷ୍ଠ ଦିବସରେ ଓଡ଼ିଶାକୁ ପଦକ ମିଳିଛି।

ସୋମବାର ସ୍ୱସ୍ତି ୨୧ ବର୍ଷରୁ କମ୍ ବାଳିକା ୬୦ କିମି ଇଣ୍ଡିଭିଜୁଆଲ୍ ରୋଡ୍ ରେସରେ ରୌପ୍ୟ ପଦକ ଜିତିଥିଲେ। ମଙ୍ଗଳବାର ସ୍ୱସ୍ତି ୨୧ ବର୍ଷରୁ କମ୍ ବୟସ ବର୍ଗରେ ୭.୫କିମି ସ୍କ୍ରାଚ୍ ରେସକୁ ୧୬:୦୬.୨୦୦୧ ସେକେଣ୍ଡ ସମୟରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ କର୍ଣ୍ଣାଟକର କୀର୍ତ୍ତି ରଙ୍ଗାସ୍ୱାମୀ ୧୭:୦୫.୨୦୦୨ ସେକେଣ୍ଡ ସମୟରେ ୨ୟ ସ୍ଥାନ ସହ ରୌପ୍ୟ ପଦକ ଜିତିଥିବା ବେଳେ ଆସାମର ଚାୟନିକା ଗୋଗୋଇ ୨୫:୧୦.୨୦୦୨ ସେକେଣ୍ଡ ସମୟରେ ୩ୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଉପରେ କବଜା କରିଛନ୍ତି।

ଏହି ସଫଳତା ପାଇଁ କୋଚ୍ ସୁଶୀଲ ଦାସ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ୱସ୍ତିଙ୍କୁ ଶୁବେଛା ଜଣାଇବା ସହ ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ସୂଚନାଯୋଗ୍ୟ, ଆରଏସପି କୋଚ୍ ସୁଶୀଲ ଦାସଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ସ୍ୱସ୍ତି ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ସାଇକ୍ଲିଂ ପ୍ରଶିକ୍ଷଣ ଲାଭ କରିଥିଲେ। ସ୍ୱସ୍ତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ଆଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story