ଓଡ଼ିଶାର ବୃହତ ବିଜୟ, ମହାରାଷ୍ଟ୍ରକୁ ଗୋଟିଏ ଇନିଂସ ଓ ୧୧୮ ରନ୍‌ରେ ହରାଇଲା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫିରେ ଓଡ଼ିଶାକୁ ମିଳିଛି ବୃହତ ବିଜୟ। ଆଜି ଦଳ ମହାରାଷ୍ଟ୍ରକୁ ଗୋଟିଏ ଇନିଂସ ଓ ୧୧୮ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଦଳ ୭ ପଏଣ୍ଟ ପାଇଛି ଓ ଏହାର ମୋଟ ପଏଣ୍ଟ ୨୨ରେ ପହଞ୍ଚି ଯାଇଛି। ଗତକାଲି ଓଡ଼ିଶା ପ୍ରଥମ ଇନିଂସରେ ୩୧୧ ରନ୍ କରି ୯ଟି ୱିକେଟ୍ ହରାଇଥିବା ବେଳେ ଆଜି ଆଉ ମାତ୍ର ୮ ରନ୍ ଯୋଡ଼ି ଅଲ୍‌ଆଉଟ୍ ହୋଇଯାଇଥିଲା। ଏହା ପରେ ପ୍ରଥମ ଇନିଂସ […]

biplba

biplba

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 06:29 PM IST

Sports

Latest News

biplbaଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫିରେ ଓଡ଼ିଶାକୁ ମିଳିଛି ବୃହତ ବିଜୟ। ଆଜି ଦଳ ମହାରାଷ୍ଟ୍ରକୁ ଗୋଟିଏ ଇନିଂସ ଓ ୧୧୮ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଦଳ ୭ ପଏଣ୍ଟ ପାଇଛି ଓ ଏହାର ମୋଟ ପଏଣ୍ଟ ୨୨ରେ ପହଞ୍ଚି ଯାଇଛି।

ଗତକାଲି ଓଡ଼ିଶା ପ୍ରଥମ ଇନିଂସରେ ୩୧୧ ରନ୍ କରି ୯ଟି ୱିକେଟ୍ ହରାଇଥିବା ବେଳେ ଆଜି ଆଉ ମାତ୍ର ୮ ରନ୍ ଯୋଡ଼ି ଅଲ୍‌ଆଉଟ୍ ହୋଇଯାଇଥିଲା। ଏହା ପରେ ପ୍ରଥମ ଇନିଂସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥିଲା ମହାରାଷ୍ଟ୍ର ଟିମ୍‌। ତେବେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୯୪ ରନ୍‌ରେ ପୂରା ଟିମ୍ ଅଲ୍‌ଆଉଟ୍ ହୋଇଯାଇଥିଲା। ଏହା ପରେ ଓଡ଼ିଶାଠାରୁ ଫଲୋଅନ୍ ପାଇ ମହାରାଷ୍ଟ୍ର ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପୂରା ଟିମ୍ ୧୦୭ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ଓଡ଼ିଶା ପକ୍ଷରୁ ସର୍ବାଧିକ ବିପର୍ଯ୍ୟୟ ଘଟାଇଥିଲେ ସୂର୍ଯ୍ୟକାନ୍ତ ପ୍ରଧାନ। ସେ ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୩ଟି ୱିକେଟ୍ ନେଇଥିଲେ। ବସନ୍ତ ମହାନ୍ତି ଉଭୟ ଇନିଂସରେ ମିଶି ୫ଟି ୱିକେଟ୍ ନେଇଥିଲେ। ସେ ପ୍ରଥମ ଇନିଂସରେ ୩ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ୍ ନେଇଥିଲେ। ଦୀପକ ବେହେରା ଓ ବିପ୍ଳବ ସାମନ୍ତରାୟ ୪ଟି ଲେଖାଏଁ ୱିକେଟ୍ ହାତେଇ ଥିଲେ। ଦଳର ବୋଲରମାନେ ଗୋଟିଏ ଦିନରେ ୨୦ଟି ୱିକେଟ୍ ହାତେଇ ଥିଲେ।

ଓଡ଼ିଶା ପକ୍ଷରୁ ବିପ୍ଳବ ସାମନ୍ତରାୟ ସର୍ବାଧିକ ୮୯ ରନ୍ କରିଥିଲେ। ଦୀପକ ବେହେରା ୫୮ ରନ୍ କରିଥିଲେ।

ସୂଚନାଯୋଗ୍ୟ, ଚଳିତ ରଣଜୀ ଟ୍ରଫିରେ ଏଯାବତ ଓଡ଼ିଶା ୭ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ଗୋଟିଏ ବି ହାରି ନାହିଁ। ଦଳ ଦୁଇଟି ମ୍ୟାଚ୍‌ରେ ବିଜୟ ହୋଇଥିବା ବେଳେ ୫ଟି ଡ୍ର’ ରହିଛି। ଦଳ ଗ୍ରୁପ୍‌ ବିରେ ୨୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଏଥିସହିତ ଟିମ୍‌ର କ୍ୱାର୍ଟର ଫାଇନାଲ୍ ଖେଳିବା ଆଶା ବଳବତ୍ତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story