ଦୁଇ ଦିନ ଧରି ଆସାମରେ ଫସିରହିବା ପରେ ଓଡ଼ିଶା ଫେରିଲେ କ୍ରିକେଟ୍‌ ଟିମ୍

ଭୁବନେଶ୍ୱର: ଆସାମରୁ ଫେରିଲେ ଓଡ଼ିଶା ଅଣ୍ଡର ୧୯ କ୍ରିକେଟ ଟିମ୍ ଓ ସପୋର୍ଟିଂ ଷ୍ଟାଫ୍। ୨ ଦିନ ଧରି ଆସାମରେ ଫସିରହିବା ପରେ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା ଫେରିଛନ୍ତି ଏମାନେ। କୁଚ ବେହାର ଟ୍ରଫି ଖେଳିବା ପାଇଁ ଆସାମ ଯାଇଥିବା ଓଡ଼ିଶା ଟିମ୍ ଗୌହାଟିରୁ ୧୦ କିଲୋମିଟର ଦୂର ଏକ ହୋଟେଲରେ ଫସିରହିଥିଲା। ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଆସାମରେ ବ୍ୟାପକ ହିଂସା ଯୋଗୁ ଗୌହାଟିରୁ ୧୦ କିଲୋମିଟର ଦୂର ଏକ ହୋଟେଲରେ ୨ ଦିନ […]

odisha

odisha

Ranjit Kumar Jena
  • Published: Saturday, 14 December 2019
  • Updated: 14 December 2019, 06:25 PM IST

Sports

Latest News

ଭୁବନେଶ୍ୱର: ଆସାମରୁ ଫେରିଲେ ଓଡ଼ିଶା ଅଣ୍ଡର ୧୯ କ୍ରିକେଟ ଟିମ୍ ଓ ସପୋର୍ଟିଂ ଷ୍ଟାଫ୍। ୨ ଦିନ ଧରି ଆସାମରେ ଫସିରହିବା ପରେ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା ଫେରିଛନ୍ତି ଏମାନେ।

କୁଚ ବେହାର ଟ୍ରଫି ଖେଳିବା ପାଇଁ ଆସାମ ଯାଇଥିବା ଓଡ଼ିଶା ଟିମ୍ ଗୌହାଟିରୁ ୧୦ କିଲୋମିଟର ଦୂର ଏକ ହୋଟେଲରେ ଫସିରହିଥିଲା। ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଆସାମରେ ବ୍ୟାପକ ହିଂସା ଯୋଗୁ ଗୌହାଟିରୁ ୧୦ କିଲୋମିଟର ଦୂର ଏକ ହୋଟେଲରେ ୨ ଦିନ ରହିଥିଲେ ଖେଳାଳି ଓ ସପୋର୍ଟ ଷ୍ଟାଫ।

୨ ଦିନ ରହିବା ପରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ସହଯୋଗରେ ସେମାନେ ଭୁବନେଶ୍ୱର ଫେରିଛନ୍ତି। ଆସାମର ନାଗାଁଅରେ ୧୩ ତାରିଖରୁ କୁଚ ବେହାର ଟ୍ରଫିର ଏକ ମ୍ୟାଚ ଖେଳାଯିବାର ଥିଲା। ଯେଉଁଥିରେ ଘରୋଇ ଆସମକୁ ସାମ୍ନା କରିଥାନ୍ତା ଓଡ଼ିଶା ଟିମ୍। କିନ୍ତୁ ବ୍ୟାପକ ହିଂସକାଣ୍ଡ ହେବାରୁ ମ୍ୟାଚକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ଓଡ଼ିଶା ଏହି ମ୍ୟାଚ୍ ଝାରଖଣ୍ଡରେ ଖେଳିପାରେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story