ବାରବାଟୀ ଦିନିକିଆ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି

କଟକ: ଆସନ୍ତା ୧୯ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। www.get2thegames.com ରେ  ଟିକେଟ୍ ଉପଲବ୍ଧ ହେଉଛି। କ୍ରିକେଟ୍ ପ୍ରେମୀମାନେ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଟିକେଟ୍ କିଣି ପାରିବେ। ଅନ୍‌ଲାଇନ୍‌ରେ ମୋଟ ୮,୩୧୦ଟି ଟିକେଟ୍ ବିକ୍ରି ହେବ। ଏହା ପରେ ଆସନ୍ତା ୧୬ ଓ ୧୭ ତାରିଖରେ କାଉଣ୍ଟରରେ ଟିକେଟ୍‌ ବିକ୍ରି କରାଯିବ। ଅନ୍ୟପକ୍ଷରେ ୧୯ରେ ଖେଳା ଯିବାକୁ ଥିବା ଏହି […]

barabati

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 04:32 PM IST

କଟକ: ଆସନ୍ତା ୧୯ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। www.get2thegames.com ରେ  ଟିକେଟ୍ ଉପଲବ୍ଧ ହେଉଛି। କ୍ରିକେଟ୍ ପ୍ରେମୀମାନେ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଟିକେଟ୍ କିଣି ପାରିବେ। ଅନ୍‌ଲାଇନ୍‌ରେ ମୋଟ ୮,୩୧୦ଟି ଟିକେଟ୍ ବିକ୍ରି ହେବ। ଏହା ପରେ ଆସନ୍ତା ୧୬ ଓ ୧୭ ତାରିଖରେ କାଉଣ୍ଟରରେ ଟିକେଟ୍‌ ବିକ୍ରି କରାଯିବ।

ଅନ୍ୟପକ୍ଷରେ ୧୯ରେ ଖେଳା ଯିବାକୁ ଥିବା ଏହି ଦିବାରାତ୍ର ମ୍ୟାଚ୍ ପାଇଁ ଓସିଏ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

Related story