ରିଭା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ପିଷ୍ଟୋରିଓସ୍‌

ପ୍ରିଟୋରିଆ: ତିନିବର୍ଷ ତଳେ ବାନ୍ଧବୀ ରିଭା ଷ୍ଟେନ୍‌କେମ୍ପଙ୍କୁ ହତ୍ୟା କରିବା ଅଭିଯୋଗର ଶୁଣାଣି ପାଇଁ ଆଜି କୋର୍ଟରେ ହାଜର ହୋଇଛନ୍ତି ପାରାଅଲିମ୍ପିକ୍‌ ଆଥ୍‌ଲେଟ୍‌ ଓସ୍କାର ପିଷ୍ଟୋରିଓସ୍‌। ଶୁଣାଣି ଶେଷ ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇଦିଆଯିବା ଆଶଙ୍କା କରାଯାଉଛି। ୨୦୧୩ ମସିହା ଭାଲେଣ୍ଟାଇନ୍‌ ଦିବସରେ ବ୍ଲେଡ୍‌ରନ୍‌ର ଭାବେ ପରିଚିତ ଓସ୍କାର ପିଷ୍ଟୋରିୟସ୍‌ ତାଙ୍କ ବାନ୍ଧବୀଙ୍କୁ ହତ୍ୟା କରିଥିଲେ। କଳା ପ୍ୟାଣ୍ଟ, ଧଳା ସାର୍ଟ ଓ କଳା ଟାଇ ପିନ୍ଧି ତାଙ୍କ ପରିବାରବର୍ଗଙ୍କ ସହ ପିଷ୍ଟୋରିଓସ୍‌ ଆଜି କୋର୍ଟରେ […]

oscar_pistorius

oscar_pistorius

Rakesh Mallick
  • Published: Monday, 13 June 2016
  • Updated: 13 June 2016, 06:04 PM IST

Sports

Latest News

ପ୍ରିଟୋରିଆ: ତିନିବର୍ଷ ତଳେ ବାନ୍ଧବୀ ରିଭା ଷ୍ଟେନ୍‌କେମ୍ପଙ୍କୁ ହତ୍ୟା କରିବା ଅଭିଯୋଗର ଶୁଣାଣି ପାଇଁ ଆଜି କୋର୍ଟରେ ହାଜର ହୋଇଛନ୍ତି ପାରାଅଲିମ୍ପିକ୍‌ ଆଥ୍‌ଲେଟ୍‌ ଓସ୍କାର ପିଷ୍ଟୋରିଓସ୍‌। ଶୁଣାଣି ଶେଷ ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇଦିଆଯିବା ଆଶଙ୍କା କରାଯାଉଛି।

୨୦୧୩ ମସିହା ଭାଲେଣ୍ଟାଇନ୍‌ ଦିବସରେ ବ୍ଲେଡ୍‌ରନ୍‌ର ଭାବେ ପରିଚିତ ଓସ୍କାର ପିଷ୍ଟୋରିୟସ୍‌ ତାଙ୍କ ବାନ୍ଧବୀଙ୍କୁ ହତ୍ୟା କରିଥିଲେ।

କଳା ପ୍ୟାଣ୍ଟ, ଧଳା ସାର୍ଟ ଓ କଳା ଟାଇ ପିନ୍ଧି ତାଙ୍କ ପରିବାରବର୍ଗଙ୍କ ସହ ପିଷ୍ଟୋରିଓସ୍‌ ଆଜି କୋର୍ଟରେ ହାଜର ହୋଇଥିଲେ। ଆସନ୍ତା ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହେବ। ଅନ୍ୟପକ୍ଷରେ ରିଭାଙ୍କର ମା’, ଉଉଣୀ ଓ ଅନ୍ୟ ପରିବାରବର୍ଗ ମଧ୍ୟ ଏହି ସମୟରରେ କୋର୍ଟରେ ଉପସ୍ଥିତ ଥିଲେ। ଗତ ମାର୍ଚ୍ଚ ମାସରେ ପ୍ରିଷ୍ଟୋରିଓସ୍‌ଙ୍କ ଓକିଲ ଏହି ମାମଲା ଯୋଜନାବଦ୍ଧ ହତ୍ୟା ନୁହେଁ ବୋଲି ପ୍ରମାଣ କରିବାରେ ଅସମର୍ଥ ହୋଇଥିଲେ।

୨୯ ବର୍ଷୀୟ ଏହି ପାରା ଆଥ୍‌ଲେଟ୍‌ ଜଣକ ଅତି କମ୍‌ରେ ୧୫ ବର୍ଷ ଜେଲ୍‌ ଦଣ୍ଡ ଭୋଗିପାରନ୍ତି। ସେ ୩ ବର୍ଷ ଦଣ୍ଡ ଭୋଗି ସାରିଥିବାରୁ ଓ ଶାରିରୀକ ଅକ୍ଷମତା କାରଣରୁ ତାଙ୍କ ଦଣ୍ଡ କୋହଳ କରାଯିବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story