ଇଣ୍ଡିଆନ୍ସ ଗ୍ରାଁ ପ୍ରି ଆଥଲେଟିକ୍ସ: ୧୦୦ ମିଟର ଜିତିଲେ ଦୂତୀ ଚାନ୍ଦ

ପଟିଆଲା: ଓଡ଼ିଶାର ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ପୁଣିଥରେ କମାଲ୍ କରିଛନ୍ତି। ପଟିଆଲାରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି ଆଥଲେଟିକ୍ସ ଟୁର୍ଣ୍ଣାମେଣ୍ଟରେ ଦୂତୀ ୧୦୦ ମିଟର୍ ଦୌଡ଼ ଜିତିଛନ୍ତି। ଦୂତୀ ୧୧.୫୧ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରିଛନ୍ତି। କିନ୍ତୁ ଦୂତୀ ନିଜର ବ୍ୟକ୍ତିଗତ ରେକର୍ଡକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ଚଳିତ ବର୍ଷ ଅଲିମ୍ପିକ୍ସ ଗେମ୍ସ ପାଇଁ କ୍ୱାଲିଫାଇଙ୍ଗ୍ ଟାଇମିଂ ୧୧.୧୫ ସେକେଣ୍ଡ ରହିଥିବା ବେଳେ ଦୂତୀ ଏହାକୁ ହାସଲ କରିବାରେ ଅସଫଳ ରହିଛନ୍ତି। ତେବେ ଦୂତୀ […]

dutee

dutee

Ranjit Kumar Jena
  • Published: Thursday, 18 February 2021
  • Updated: 18 February 2021, 09:57 PM IST

Sports

Latest News

ପଟିଆଲା: ଓଡ଼ିଶାର ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ପୁଣିଥରେ କମାଲ୍ କରିଛନ୍ତି। ପଟିଆଲାରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି ଆଥଲେଟିକ୍ସ ଟୁର୍ଣ୍ଣାମେଣ୍ଟରେ ଦୂତୀ ୧୦୦ ମିଟର୍ ଦୌଡ଼ ଜିତିଛନ୍ତି। ଦୂତୀ ୧୧.୫୧ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରିଛନ୍ତି। କିନ୍ତୁ ଦୂତୀ ନିଜର ବ୍ୟକ୍ତିଗତ ରେକର୍ଡକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି।

ଚଳିତ ବର୍ଷ ଅଲିମ୍ପିକ୍ସ ଗେମ୍ସ ପାଇଁ କ୍ୱାଲିଫାଇଙ୍ଗ୍ ଟାଇମିଂ ୧୧.୧୫ ସେକେଣ୍ଡ ରହିଥିବା ବେଳେ ଦୂତୀ ଏହାକୁ ହାସଲ କରିବାରେ ଅସଫଳ ରହିଛନ୍ତି। ତେବେ ଦୂତୀ ଆଗାମୀ ଦିନରେ ବାକି ଇଭେଣ୍ଟ ଗୁଡ଼ିକରେ ଭଲ ପ୍ରଦର୍ଶନ କରି ଅଲିମ୍ପିକ୍ କ୍ୱାଲିଫିକେସନ୍ ମାର୍କକୁ ଅତିକ୍ରମ କରିବାକୁ ଆଶା ରଖିଛନ୍ତି।

ସେହିପରି ପ୍ରତିଯୋଗିତାରେ ଓଡ଼ିଶାର ଅନ୍ୟତମ ଷ୍ଟାର୍ ସ୍ପ୍ରିଣ୍ଟର ଅମୀୟ କୁମାର ମଲ୍ଲିକ୍ ୧୦୦ ମିଟରରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେ ୧୦୦ ମିଟରକୁ ୧୦.୮୯ ସେକେଣ୍ଡ ସମୟରେ ଅତିକ୍ରମ କରିଛନ୍ତି। ଏହି ଇଭେଣ୍ଟରେ ମହାରାଷ୍ଟ୍ରର କ୍ରିଷ୍ଣାକୁମାର ସତୀଶ ରାଣେ ୧୦.୬୮ ସେକେଣ୍ଡ ସହ ପ୍ରଥମ ଓ କେରଳର ୪୦୦ ମିଟର୍ ସ୍ପେଶାଲିଷ୍ଟ ଓ ଜାତୀୟ ରେକର୍ଡଧାରୀ ମହମ୍ମଦ ଅନାସ ୟାହିୟା ୧୦.୭୦ ମିଟର୍ ସମୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story